• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

BJD, Odisha Politics
ଓଡ଼ିଶାରେ ବି ପଡୁଛି ଜାତୀୟ ରାଜନୀତିର ପ୍ରଭାବ ! କ’ଣ କରିବ BJD ?

NDA କ୍ୟାଂପରେ ୩୮, INDIA କ୍ୟାଂପରେ ୨୬ ଦଳ । ଜୟରାମ ରମେଶଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି ।

Accident
ଫ୍ଲାଏ ଓଭରରୁ ଖସିଲା ବାଇକ୍‌ ! ତଳେ ଯାଉଥିବା ଯୁବ ଇଞ୍ଜିନିଅରଙ୍କ ଜୀବନ ଗଲା

ଫ୍ଲାଏ ଓଭରରେ ମସ୍ତି କରୁଥିଲେ ଯୁବକ ଯୁବତୀ । ଏହି ସମୟରେ ଘଟିଲା ଦୁର୍ଘଟଣା ।

Ram Mandir
ଏମିତି ତିଆରି ହୋଇଛି ରାମ ମନ୍ଦିର.. ଶକ୍ତଶାଳୀ ଭୂ-କମ୍ପ ବି କିଛି କ୍ଷତି କରିପାରିବନି !

ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।

Crime
ନିଶା ଛାରଖାର କରିଦେଲା ପରିବାର, ପତ୍ନୀ-ଦୁଇ କୁନି ଝିଅଙ୍କୁ ପଥରରେ ଛେଚି ମାରିଦେଲା ବାପା...

ଅଭିଯୁକ୍ତ ଜଣକ ହେଲା ଦେବେନ୍ଦ୍ର ବିଶ୍ୱକର୍ମା । ସେ ନିୟମିତ ଭାବେ ମଦ ଓ ଗ୍ରଗ୍ସ ସେବନ କରେ । ୨୪ ଘଣ୍ଟା ସେ ନିଶାରେ ଥାଏ । ଯାହାଫଳରେ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

Btech Student
କପି କରି ଧରା ପଡ଼ିଲେ ବିଟେକ୍‌ ଛାତ୍ର; କଲେଜର ୮ ମହଲାରୁ ଡେଇଁ ଜୀବନ ହାରିଲେ

କଲେଜ୍‌ର ୮ ମହଲାରୁ ଡେଇଁ ଜୀବନ ହାରିଲେ ବିଟେକ୍‌ ଛାତ୍ର । କର୍ଣ୍ଣାଟକ ବେଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

CONGRESS Politics, INDIA
‘PMପଦ ପାଇଁ ଲାଳାୟିତ ନୁହେଁ କଂଗ୍ରେସ, ଏକାଠି ନହେଲେ ବିଜେପି ହାରିବନି’, କହିଲେ ଖଡ଼ଗେ

ବେଙ୍ଗଲୁରୁ ବିରୋଧୀ ବୈଠକରେ ସବୁ ବିରୋଧୀଙ୍କୁ ଏକାଠି ହେବାକୁ ମଲ୍ଲିକାର୍ଜୁନଙ୍କ ଆହ୍ୱାନ ।

Assistant Registrar Taking Bribe
ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ଚାକିରି ବର୍ଷେ ପୂରିନି, ଲାଞ୍ଚ ନେଇ ଧରାପଡ଼ିଲେ !

ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।

  • Tuesday, 18 July 2023
  • Bribe
Seema Haider
ବାପା ଭାଇ ପାକ୍ ସେନାରେ ସାମିଲ; ସୀମା ସେପଟୁ ନିୟନ୍ତ୍ରିତ ହେଉନାହାନ୍ତି ତ ସୀମା ?

ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା। ଏଟିଏସ୍‌ ଜେରା ପରେ ଅନେକ ସତ ଏବେ ସାମ୍ନାକୁ ଆସିଛି ।

PM Narendra Modi attacks opposition parties over dynastic politics
ବିରୋଧୀ ମେଳିକୁ ମୋଦିଙ୍କ କଡ଼ା ସମାଲୋଚନା- ‘ଦୁର୍ନୀତି ପ୍ରସଙ୍ଗରେ ପଚାରିଲେ ସମସ୍ତେ ଚୁପ୍‌’

ବେଙ୍ଗାଲୁରୁରେ ବିରୋଧୀ ମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ବୈଠକରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ଦୁର୍ନୀତି ପ୍ରସଙ୍ଗରେ ପଚରାଗଲେ ଚୁପ୍‌ ରହୁଛନ୍ତି। 

  • Tuesday, 18 July 2023
Sahara Chitfund
ଖୁସି ଖବର !! ଟଙ୍କା ଫେରିପାଇବେ ସାହାରା ଚିଟଫଣ୍ଡ ଜମାକାରୀ..

ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା ।

Woman jumps in front of bus
ପୁଅର ପଠପଢ଼ା ଖର୍ଚ୍ଚ ଯୋଗାଡ଼ କରିପାରିଲାନି ମା’... ବସ୍‌ ଆଗକୁ ଡେଇଁ କଲା ଆତ୍ମହତ୍ୟା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସଫେଇ କର୍ମଚାରୀ ଭାବ କାମ କରୁଥିଲେ ଏହି ମହିଳା । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ସେ ଅତି କଷ୍ଟରେ ତାଙ୍କ ପୁଅକୁ ପାଠ ପଢ଼ାଉଥିଲେ ।

18-month-old girl thrown in canal by father
ନୃଶଂସ ବାପା !! ୧୮ ମାସର କଅଁଳା ଛୁଆକୁ କେନାଲକୁ ଫିଙ୍ଗିଦେଲା

ନିଜ ଜନ୍ମ କଲା ଝିଅକୁ କେନାଲକୁ ଫିଙ୍ଗିଦେଲା ବାପା । ମା’କୁ ଧମକ ଦେଲା, ‘ଏ ବିଷୟରେ କାହାକୁ କହିଲେ, ତତେ ବି ଜୀବନରୁ ମାରିଦେବି’ ।

Get tomatoes free with shoes, phones
ନିଆରା ଅଫର୍‌ ! ମୋବାଇଲ୍‌, ଜୋତା କିଣ...ମାଗଣାରେ ଟମାଟୋ ନିଅ

ବେଲଗାମ୍‌ ଟମାଟୋ ଦର। ଟମାଟୋ ଦର ଏତେ ଅଧିକ ଯେ, ଅଧିକାଂଶ ଖାଦ୍ୟରେ ଆପଣ ଟମାଟୋ ପାଇବେ ନାହିଁ। ଏଭଳି ସ୍ଥିତିରେ କିଛି ସ୍ଥାନରେ ଟମାଟୋକୁ ନେଇ ଅଜବ ଘଟଣା ଘଟୁଛି।

  • Tuesday, 18 July 2023
former Kerala chief minister Oommen Chandy passes away
ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡି

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡିଙ୍କ ପରଲୋକ ହୋଇଛି। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।

  • Tuesday, 18 July 2023
Bengaluru Opposition Meeting
୨୪ ମହାସମର ପୂର୍ବରୁ ବିରୋଧୀଙ୍କ ମହାମେଳି; ଦିଲ୍ଲୀରେ ବସୁଛି NDAର ମିଟିଂ

୨୪ ମହାସମର ପୂର୍ବରୁ ରାଜନୈତିକ ଦଳଙ୍କ ମହାମେଳି । ଶକ୍ତି ପ୍ରଦର୍ଶନ ମୁଡରେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ସମେତ ମିଳିତ ବିରୋଧୀ ଆଜିଠୁ ବେଙ୍ଗାଲୁରୁରେ ୨ ଦିନିଆ ବୈଠକ ଆରମ୍ଭ କରିଥିବା ବେଳେ, ବିଜେପି ନେତୃତ୍ୱାଧୀନ NDA କାଲି ଦିଲ୍ଲୀରେ ବଳ ଦେଖାଇବ । ପୂର୍ବରୁ ପାଟନା ବୈଠକରେ ୧୫ଟି ଦଳକୁ ଗୋଟିଏ ମଂଚକୁ ଆଣି ପାରିଥିବା ବିରୋଧୀ ଏଥର ସଂଖ୍ୟା ୨୪କୁ ବଢ଼ିବ ବୋଲି ଆଶା ରଖିଛି । ତେଣେ NDA ବୈଠକରେ ୩୮ଟି ଦଳ ଏକାଠି ହେବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଣେ ବିଜେଡି ସମଦୂରତା ନୀତିରେ ବଜାୟ ରହିଥିବା ଦୋହରାଇଛି ।

Bengaluru Opposition Meeting
୨୪ ମହାସମର ପୂର୍ବରୁ ବିରୋଧୀଙ୍କ ମହାମେଳି; ଦିଲ୍ଲୀରେ ବସୁଛି NDAର ମିଟିଂ

ବୈଠକରେ କଂଗ୍ରେସରୁ ସୋନିଆ, ରାହୁଲ ଓ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଛନ୍ତି । ଏଥିସହ ସାମିଲ ହୋଇଛନ୍ତି ମମତା, ଅଖିଳେଶ, ନୀତୀଶ,ଲାଲୁ, ତେଜସ୍ୱୀ, ଫାରୁକ୍, ମେହବୁବା ଓ ଷ୍ଟାଲିନଙ୍କ ଭଳି ଅନେକ ହେଭିୱେଟ୍ ।

  • Monday, 17 July 2023
Real Life Solay
ରିଲ୍‌ ନୁହେଁ ରିୟଲ ଲାଇଫ୍‌ରେ ବସନ୍ତି-ବୀରୁ ! ମୋବାଇଲ ଟାୱାରରେ ଚଢ଼ି ପ୍ରେମ ନିବେଦନ କଲେ ଯୁବକ

ପୋଲିସକୁ ନାକେଦମ୍ ହେବାକୁ ପଡ଼ିଲା । କିନ୍ତୁ କିଛି ସମୟର ସଂଘର୍ଷ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହେଲା ।

Jharkhand
ୟୁଟ୍ୟୁବ୍‌ ଦେଖି କରୁଥିଲେ ଦାନ୍ତ ଚିକିତ୍ସା; ଚାଲିଗଲା ଜୀବନ

୨୬ ବର୍ଷୀୟ ଯୁବକ ଅଜୟ ମହତୋ ତାଙ୍କ ଦାନ୍ତ ରୋଗରୁ ମୁକ୍ତି ପାଇବା ପାଇଁ ୟୁଟ୍ୟୁବ୍‌ ଦେଖି କନିଅର ମଞ୍ଜି ଖାଇଦେଇଥିଲେ । ଫଳରେ ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

Teacher Punishment Student
ହୋମୱାର୍କ କରିନଥିଲେ ବୋଲି ଛାତ୍ରଙ୍କୁ ପିଟିପିଟି ମାରିଦେଲେ ଶିକ୍ଷକ..!

ମୃତ ଛାତ୍ରର ନା କ୍ରୀଷ୍ଣା ଚୌହାନ । ବାପା କୋକସିଂହ ଚୌହାନ ସେହି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କର ତିନୋଟି ସନ୍ତାନ ।

 Uttar Pradesh National Family Benefit Scheme
ଗରିବ ପରିବାରକୁ ମିଳିବ ୩୦ ହଜାର ଟଙ୍କା; ଏହି ସରକାର ଆଣିଲେ ନୂଆ ଯୋଜନା

ଏହି ଯୋଜନା ଅଧୀନରେ ଲୋକଙ୍କୁ ୩୦ ହଜାର ଟଙ୍କା ମିଳୁଛି । ଯୋଜନାର ନିୟମ ଅନୁସାରେ ଏହି ଟଙ୍କା କେବଳ, ଯେଉଁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଥାଏ ତାଙ୍କୁ ମିଳିବ ବୋଲି କୁହାଯାଇଛି ।ଏହି ଯୋଜନାର ଲାଭ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ମିଳିବ ବୋଲି କୁହାଯାଇଛି ।

girlfriend
ଗର୍ଲଫ୍ରେଣ୍ଡ ମାଗିଲା ୧୦ ଲକ୍ଷ, ଦେଲାନି ବୟଫ୍ରେଣ୍ଡ; ଭାଇରାଲ କରିଦେଲା ଅଶ୍ଳୀଳ ଫଟୋ

ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ଫେସ୍‌ବୁକ୍‌ରେ ଏକ ଫେକ୍‌ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ ।

Bhopal Delhi Vande Bharat Train Catches Fire
ସକାଳୁ ସକାଳୁ ଅଘଟଣ, ବନ୍ଦେ ଭାରତ ଟ୍ରେନ୍‌ରେ ଲାଗିଲା ନିଆଁ

ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଏକ କୋଚ୍‌ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

Delhi flood
ବନ୍ୟା ଘେରରେ ଦିଲ୍ଲୀବାସୀ; ପିଇବା ପାଣି ଓ ଖାଦ୍ୟ ପାଇଁ ଲୋକେ କଲବଲ

ଯମୁନା ବନ୍ୟା ଯନ୍ତ୍ରଣାରୁ ଏବେବି ମୁକୁଳି ପାରିନି ଦିଲ୍ଲୀ । ନଦୀ ଜଳସ୍ତର ଖସିଥିଲେ ବି ଦୁର୍ଦ୍ଦଶା ହଟିନି । ଦିଲ୍ଲୀର ଯେଉଁଆଡେ ଅନାଇଲେ ଜଳାର୍ଣ୍ଣବ ସ୍ଥିତି । ଗତକାଲି ସନ୍ଧ୍ୟାରେ ପ୍ରାୟ ୩ ଘଣ୍ଟା ଧରି ମୂଷଳଧାରାରେ ବର୍ଷା ହେବାରୁ ସ୍ଥିତି ଆହୁରି ବିଗିଡିଛି ।

Mumbai
୨୦ ବୁଲା କୁକୁରଙ୍କୁ ମିଳିଲା ଆଧାର କାର୍ଡ, ହେଲେ କାହିଁକି ?

ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ