ଇଣ୍ଡିଆ ଗଠବନ୍ଧନ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସନାତନ ଧର୍ମ ଉପରେ ଆକ୍ରମଣ କରିବାର ଲୁକ୍କାୟିତ ଏଜେଣ୍ଡା ରଖିଥିବା ବିଜେପି ଅଭିଯୋଗ କରିଛି। ଏହା ସହିତ ପୁରାତନ ବିଶ୍ୱାସକୁ ନେଇ ଡିଏମ୍କେ ନେତା ବାରମ୍ବାର ସମାଲୋଚନା କରୁଥିବା ବେଳେ ବିରୋଧୀ ଦଳର ନେତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛି।
ଗତକାଲି ଲୋକସଭା ସାଂସଦ ପଦ ରଦ୍ଦ ପରେ ଆଜି ପ୍ରେସମିଟରେ ମୁହଁଖୋଲି କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ତାସହ ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି ବୋଲି ପ୍ରଶ୍ନ କରି ରାହୁଲ କହିଥିଲେ- ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ ବହୁ ପୁରୁଣା ।