Advertisment

​​​​​​​ଶେଖ ହସିନାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିଥିଲେ ଋଷି

୪୩ ବର୍ଷୀୟ ସୁନକଙ୍କ ଏଭଳି ନମ୍ର ଆଚରଣର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।

author-image
Satyendu Shekher Mishra

ଚେୟାରରେ ବସିଥିଲେ ୭୫ ବର୍ଷୀୟା ଶେଖ୍ ହସିନା, ବାଂଲାଦେଶର ପ୍ରଧାନମନ୍ତ୍ରୀ । ଆଉ ତାଙ୍କ ପାଖରେ ଆଣ୍ଠୁମାଡ଼ି ବସି କଥା ହେଉଥିଲେ ତାଙ୍କ ପୁଅ ବୟସର ରିଷି ସୁନକ୍, ବ୍ରିଟେନର ପ୍ରଧାନମନ୍ତ୍ରୀ। G20 ସମ୍ମିଳନୀ ବେଳର ଏହି ଫଟୋକୁ ଦେଖିଲେ ଜମାରୁ ଲାଗିବନି, ଇଏ ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ କଥାବାର୍ତ୍ତା । ୪୩ ବର୍ଷୀୟ ସୁନକଙ୍କ ଏଭଳି ନମ୍ର ଆଚରଣର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।

Advertisment
Rishi Sunak
Advertisment
Advertisment