• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ayodhya Ram Mandir
ଅଯୋଧ୍ୟାରେ ବାଳକ ସ୍ବରୂପରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ

ଜାନୁଆରୀ 22ରେ ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଏବେ ଯେମିତି ସବୁଦିନ ଉତ୍ସବ। ସପ୍ତମ ଦୀପୋତ୍ସବରେ ସରଜୁ ନଦୀତଟରେ ଆଜି ଏକକାଳିନ 24 ଲକ୍ଷ ଦୀପ ଜଳିଛି। ଉତ୍ସବରେ ବୁଡ଼ିଛି ଅଯୋଧ୍ୟା..

Ayodhya Ram Mandir
‘ପ୍ରାଣପ୍ରତିଷ୍ଠା ଉତ୍ସବରେ ନଆସି ଜାନୁଆରୀ ୨୬ ପରେ ଅଯୋଧ୍ୟା ଆସନ୍ତୁ’

ଭବ୍ୟ, ଦିବ୍ୟ ଶ୍ରୀରାମ ମନ୍ଦିରରେ କେଉଁଠି ଲାଗିବେ କେଉଁ ପାର୍ଶ୍ୱ ମୂର୍ତ୍ତି । ତ୍ୱରିତ ଗତିରେ ମନ୍ଦିର ନିର୍ମାଣ ସାଙ୍ଗକୁ ମୂର୍ତ୍ତିନିର୍ମାଣ କାର୍ଯ୍ୟଶାଳାରେ ରାମାୟଣର ପ୍ରତିଟି କଥାବସ୍ତୁକୁ ଦର୍ଶାଉଥିବା ଏସବୁ ମୂର୍ତ୍ତି ନିର୍ମାଣ ବି ଶେଷ ପର୍ଯ୍ୟାୟରେ ।

Deepotsav
ଝଲସିଲା ଅଯୋଧ୍ୟାର ସରଜୁ ତଟ; ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ । ଆରତି କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସରଜୁ ନଦୀର ୫୧ଟି ଘାଟରେ ଏକାଠି ଜଳିଲା ୨୪ ଲକ୍ଷ ଦୀପ ।

Nitish Kumar & Jitanram Manjhi
‘ନୀତୀଶଙ୍କ ଦେହରେ ବିଷ ପ୍ରଭାବ, ବାଉଳା ଚାଉଳା ହୋଇ ଏଣୁ ତେଣୁ କହୁଛନ୍ତି’

'ବିଷ ଖାଦ୍ୟ ପ୍ରଭାବ ଯୋଗୁଁ ପ୍ରଥମେ ନୀତୀଶ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜକ ଟିପ୍ପଣୀ ଦେଇଥିଲେ ଏବଂ ଗତକାଲି ମତେ ବିଧାନସଭାରେ ଅପମାନିତ କରି ନିଜକୁ ମୁର୍ଖ ବୋଲି କହିଥିଲେ' ।

Surat Station
ଛଟପୂଜା ପାଇଁ ଷ୍ଟେସନ୍‌ରେ ପ୍ରବଳ ଭିଡ଼, ଜଣେ ମୃତ

ଦୌଡ଼ା ଦୌଡ଼ି ମଧ୍ୟରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Dal Lake Firemishap
ଡାଲ ଲେକ୍‌ରେ ହୁତୁହୁତୁ ହୋଇ ଜଳିଗଳା ଅନେକ ହାଉସ୍‌ବୋଟ୍‌, ଦେଖନ୍ତୁ ଭିଡିଓ...

ଶ୍ରୀନଗରର ଏକ ବୃହତ୍ ଶିଳ୍ପ ଡାଲ୍ ହ୍ରଦ ଉପରେ ନିର୍ଭର କରେ । ଏହି ଅଗ୍ନିକାଣ୍ଡ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

  • Saturday, 11 November 2023
Inauguration of Balak Ram Idol in Ayodhya know what Champat Rai says
ଅଯୋଧ୍ୟାର ପୂଜା ପାଇବେ ବାଳକ ‘ରାମଲାଲା’

୫ ବର୍ଷ ବୟସରେ ଭଗବାନ ଶ୍ରୀରାମ ଯେମିତି ଦିଶୁଥିଲେ ସେଭଳି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀ । 

Ayodhya ram temple construction work end by dec 2024
‘୨୦୨୪ ଡିସେମ୍ବରରେ ସରିବ ରାମ ମନ୍ଦିର କାମ’

୨୦୨୪ ଡିସେମ୍ବରରେ ସରିବ ରାମ ମନ୍ଦିର କାମ । ଓଟିଭିକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି ।

Ram Mandir
ଜାନୁଆରୀ ୨୨ରେ ଆସନ୍ତୁ ନାହିଁ ରାମ ମନ୍ଦିର, ଗାଁ ମନ୍ଦିରରେ କରନ୍ତୁ ପୁଜାର୍ଚ୍ଚନା

ରାମ ମନ୍ଦିର ପାଇଁ ଅଧିକ ବାଟ ଚାଲିବାକୁ ପଡ଼ିବ । ସେଥିପାଇଁ ପ୍ରସ୍ତୁତ ହୋଇ ଆସନ୍ତୁ ।

Pm modi featuring song nominated for grammy awards
Grammy Awards: ଗ୍ରେମୀ ପୁରସ୍କାର ପାଇଁ ମନୋନୀତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ

ନରେନ୍ଦ୍ର ମୋଦି ଏବଂ ଭାରତୀୟ-ଆମେରିକୀୟ ଗାୟକ ଫାଲୁଙ୍କ ଦ୍ୱାରା ରଚନା କରାଯାଇଥିବା ବାଜରାର ଲାଭକୁ ପରିଚିତ କରେଇବା ନେଇ ସ୍ୱତନ୍ତ୍ର ଗୀତ 'ଆବ୍ୟୁଡେନ୍ସ୍ ଇନ୍ ମିଲେଟ୍ସ୍' ଗ୍ରେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ ବର୍ଗରେ ମନୋନୀତ କରାଯାଇଛି। ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

Huge Traffic Jam On Delhi Gurugram Expressway
Video: ଦିଲ୍ଲୀ -ଗୁରୁଗ୍ରାମ ଏକ୍ସପ୍ରେସ୍‌ ୱେରେ ପ୍ରବଳ ଟ୍ରାଫିକ୍‌ ଜାମ୍‌, ଆମ୍ବୁଲାନ୍ସ ବି ଫସିଲା...

ଦିଲ୍ଲୀ -ଗୁରୁଗ୍ରାମ ଏକ୍ସପ୍ରେସ୍‌ ୱେରେ ଗତକାଲି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଭିଡ଼ ଏତେ ଅଧିକ ଥିଲା ଯେ କାର୍‌ ଗୁଡିକ ଆଗକୁ ଯିବା କଷ୍ଟକର ହୋଇପଡ଼ିଥିଲା । 

21 lakh diyas to light up in Ayodhya
ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ, ରାମଲାଲାଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ଶେଷ

ଆଜି ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ ହେବାକୁ ଯାଉଛି ଦୀପୋତ୍ସବ । ଏହି ଅବସରରେ ସରଜୁ ତଟରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ବଳନ କରାଯିବ ।

Bus Fire
ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ

ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ଆସୁଥିଲା । ତେବେ ଖଡ଼ଗପୁର ଅଞ୍ଚଳରେ ବସରେ ହଠାତ୍ ନିଆଁ ଲାଗିଯାଇଥିବା କୁହାଯାଉଛି ।

Ayodhya Deepotsav
ଅଯୋଧ୍ୟା ପାଳିବ ଭବ୍ୟ ଦୀପୋତ୍ସବ

ସରଜୁ ତଟକୁ ଓହ୍ଲାଇ ଆସିବ ଆକାଶର ଅଗଣିତ ତାରାପୁଞ୍ଜ। ଲକ୍ଷ ଲକ୍ଷ ଦୀପାଳିର ଦୀପ୍ତିରେ ଉଦଭାସିତ ହେବ ରାମଲାଲାଙ୍କ ଅଯୋଧ୍ୟା ନଗରୀ। ଆସନ୍ତାକାଲି ସପ୍ତମ ଦୀପୋତ୍ସବରେ ଏକାଠି ଜଳିବ ୨୪ ଲକ୍ଷ ଦୀପ।

Ayodhya Deepotsav
ଝଲସୁଛି ରାମନଗରୀ; ଏକାଠି ଜଳିବ ୨୪ ଲକ୍ଷ ଦୀପ

ଆକର୍ଷଣୀୟ ଆଲୋକମାଳାରେ ଝଲସୁଛି ଉତ୍ତରପ୍ରଦେଶର ଅଯୋଧ୍ୟା। କେଉଁଠି ଏଲଇଡି ତୋରଣ, ଲାଇଟ୍ ସୋ', ତ ଆଉ କେଉଁଠି ବିରାଟ ବିରାଟ ସ୍କ୍ରିନରେ ରାମାୟଣ ପ୍ରଦର୍ଶନ। ଆସନ୍ତାକାଲି ୫୧ଟି ଘାଟରେ ଏକାଠି ଜଳିବ ୨୪ ଲକ୍ଷ ଦୀପ ।

Terrorist Killed
'ଦେଶର ଅମଙ୍ଗଳ ଚିନ୍ତା କରିବ ତ ମରିବ' : ବିଦେଶରେ ବି ଲୁଚିଲେ ବଞ୍ଚିବନି ଶତ୍ରୁ

କିଛିଦିନ ହେବ ପାକିସ୍ତାନରେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଅଜଣା ବ୍ୟକ୍ତିମାନେ ହତ୍ୟା କରୁଛନ୍ତି । ହତ୍ୟା ପରେ ଏହି ବ୍ୟକ୍ତିମାନେ କୌଣସି ସୁରାକ ଛାଡ଼ୁନାହାନ୍ତି ।

Diwali 2023
ଅଯୋଧ୍ୟାରେ ଦୀପୋତ୍ସବ; ଏକାସଙ୍ଗେ ଜଳିବ ୨୪ ଲକ୍ଷ ଦୀପ

ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତା’ ପୂର୍ବରୁ ଏଥର ଦୀପୋତ୍ସବର ଆୟୋଜନ ସ୍ୱତନ୍ତ୍ର କରିବାକୁ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

Cases Against MLA & MP
ନେତାଙ୍କୁ ସୁପ୍ରିମ ଛାଟ; ଦାଗି ଲିଷ୍ଟରେ ନାଁ ଥିଲେ ମିଳିନପାରେ ଟିକେଟ୍‌ !

ସାଂସଦ ଓ ବିଧାୟକ ବିରୁଦ୍ଧରେ ଥିବା ଅପରାଧ ମାମଲାରେ ଶୀଘ୍ର ଶୁଣାଣି କରି ଦଣ୍ଡ ଦିଅ । ଏଥିପାଇଁ ସ୍ୱତନ୍ତ୍ର ବେଞ୍ଚ ଗଠନ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସମସ୍ତ ହାଇକୋର୍ଟ ଓ ଜିଲ୍ଲା କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Israel-Palestine conflict
ହମାସ ଯୁଦ୍ଧ ମନେ ପକାଉଛି ୧୦୦ ବର୍ଷ ତଳର କାହାଣୀ; ବଳିଦାନ ଦେଇଥିଲେ ଭାରତୀୟ ସୈନ୍ୟ

ଜେରୁସେଲମ୍‌ର ମସଜିଦ ସହିତ ଜଡ଼ିତ ରହିଛି ଭାରତୀୟ ସୈନ୍ୟଙ୍କ ଇତିହାସ । ଜେରୁସେଲମ୍‌କୁ ସ୍ୱାଧିନତା ଦେବା ପାଇଁ ଇଂରେଜ୍‌ଙ୍କ ସହ ମିଶି ଯୁଦ୍ଧ ଲଢ଼ିଥିଲେ ଭାରତୀୟ ସୈନ୍ୟ ।

Reservations Bill
ବିହାରର ଐତିହାସିକ ନିଷ୍ପତ୍ତି; ଜାତିଗତ ସଂରକ୍ଷଣ ସୀମା ୬୫% କୁ ବୃଦ୍ଧି

ବିହାରର ନୂଆ ନିୟମ ଅନୁସାରେ SCଙ୍କୁ ମିଳିବ ୨୦ ପ୍ରତିଶତ ସଂରକ୍ଷଣ, ଓବିସି ଓ ଇବିସିଙ୍କୁ ମିଳିବ ୪୩ ପ୍ରତିଶତ ଓ STଙ୍କୁ ମିଳିବ ୨ ପ୍ରତିଶତ ସଂରକ୍ଷଣ ।

Green Crackers
ଗ୍ରୀନ କ୍ରାକରକୁ କେମିତି ଚିହ୍ନିବେ ?

ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍। କେହି ପ୍ରଦୂଷଣକାରୀ ବାଣ ଫୁଟାଇ ପାରିବେନି। ବାଣ ଫୁଟାଲେ ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥାଏ । ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ । ସେଥିପାଇଁ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । କେବଳ ଗ୍ରୀନ୍ କ୍ରାକରକୁ ମିଳିଛି ଅନୁମତି।

Supreme Court
ନେତାଙ୍କ ଅପରାଧିକ ମାମଲାର ଶୀଘ୍ର ଫଇସଲା କର: ସୁପ୍ରିମକୋର୍ଟ

ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକଙ୍କ ମାମଲାର ଶୀଘ୍ର ଫଇସଲା କର । ହାଇକୋର୍ଟ ଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Nitish Kumar makes vulgar speech about population control
ପବିତ୍ର ଗୃହରେ ଏମିତି କହିବା କେତେଦୂର ଠିକ୍ ?

ଜାତି ଆଧାରରେ ଜନଗଣନାର ପ୍ରସଙ୍ଗ ଉପସ୍ଥାପନ ବେଳେ ପରିବାର ନିୟନ୍ତ୍ରଣ ବିଷୟରେ ଅଶୋଭନୀୟ ମନ୍ତବ୍ୟ ଦେଲେ ନୀତିଶ କୁମାର...

Pakisthan
କିଛିଦିନର ନିରବତା ପରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ସାମ୍ବା ସେକ୍ଟରର ରାମଗଡ଼ ଓ ଆର୍ନିଆ ଉପରେ ରାତି ଅଧରେ ପ୍ରବଳ ଗୁଳି ଗୋଳା ମାଡ଼ କରିଛି ପାକ୍ ସେନା।

  • Thursday, 09 November 2023
  • BSF
Mahua Maitra
ସାଂସଦ ପଦରୁ ବିଦାହେବେ ମହୁଆ ମୈତ୍ର !

ସାଂସଦ ପଦରୁ ମହୁଆ ମୈତ୍ରଙ୍କୁ କରାଯାଇପାରେ ବରଖାସ୍ତ। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଅଯୋଗ୍ୟ ଘୋଷଣା ସହ ସାଂସଦ ପଦରୁ ବରଖାସ୍ତ କରାଯାଇପାରେ ।

  • Thursday, 09 November 2023
  • TMC