• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Budget 2024

Interim Budget 2024
ନୂଆ ଓ’ରେ ୩ ବର୍ଷରେ ଖର୍ଚ୍ଚ ହେବ ୩୮୫ କୋଟି

ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି।

Budget
ବିକଶିତ ଭାରତ ଲକ୍ଷ୍ୟ ନେଇ ଅନ୍ତରୀଣ ବଜେଟ୍; ଫୋକସ୍‌ରେ ଗରିବ, ମହିଳା

ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଲକ୍ଷପତି ଦିଦି ଟାର୍ଗେଟ୍ ୩ କୋଟିକୁ ବଢ଼ା ଯାଇଥିବା ବେଳେ, ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆସିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ତେଣେ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ୍ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜଭୁତ୍ କରିବ ।

Tax
ଅନ୍ତରୀଣ ବଜେଟରେ ଟିକସରେ ହାତ ମାରିଲେନି ଅର୍ଥମନ୍ତ୍ରୀ, ଅପରିବର୍ତ୍ତିତ ରହିଲା ସବୁ ଟିକସ

ଅନ୍ତରୀଣ ବଜେଟରେ ଅପରିବର୍ତ୍ତିତ ରହିଲା ଟିକସ ହାର । ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ କରଦାତାଙ୍କୁ କୌଣସି ରିହାତି ଦେଇନି ନିର୍ମଳାଙ୍କ ବଜେଟ୍ ।

Budget 2024
ଆଶା-ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର; ବଜେଟ୍‌ରେ ବଡ଼ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭାରତରେ ପ୍ରାୟ ୨୦ ଲକ୍ଷ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି । ଅଙ୍ଗନବାଡି ଏବଂ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି...

Budget 2024
ବଜେଟ ୨୦୨୪: ଗବେଷଣା ପାଇଁ 'ଜୟ ଅନୁସନ୍ଧାନ'...୫୦ ବର୍ଷ ଯାଏଁ ବିନା ସୁଧରେ ଋଣ

୫୦ ବର୍ଷିଆ ସୁଧ ରହିତ ଯୋଜନାରେ ଦିଆଯିବ ଋଣ । ଗବେଷଣା ପାଇଁ ଜୟ ଅନୁସନ୍ଧାନ ଯୋଜନା ଆରମ୍ଭ କରାଯାଇଛି । ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ ।

Budget 2024
ବଜେଟ୍‌ ୨୦୨୪; ୧୦ଟି କ୍ଷେତ୍ରରେ ଅଧିକ ଫୋକସ୍‌..ଜାଣନ୍ତୁ ବଜେଟ୍‌ର ଟିକିନିକି ଖବର..

ଆଜି ସଂସଦରେ ଆଗତ ହେଇଛି ବଜେଟ ୨୦୨୪। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Pucca House
ବଜେଟ ୨୦୨୪: ଗରିବଙ୍କ ପାଇଁ ବଡ଼ ଘୋଷଣା, ୫ବର୍ଷରେ ମିଳିବ ୨କୋଟି ପକ୍କାଘର

ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବା ସହ ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ।

Electricity
ବଜେଟ୍‌ ୨୦୨୪; ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି

ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଥିବା ଏବଂ ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଥିବା କହିଛନ୍ତି ନିର୍ମଳା ସୀତାରମଣ।

Union Budget Mobile App
ବଜେଟ୍ ୨୦୨୪: ଏହି ମୋବାଇଲ ଆପରେ ମିଳିବ ଟିକିନିକି ତଥ୍ୟ

ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସରକାରୀ ଆପ୍ । ସଂସଦର ସଦସ୍ୟ ତଥା ସାଧାରଣ ଜନତାଙ୍କ ପାଇଁ ଏହି ଆପ୍ ବିକଶିତ କରାଯାଇଛି।

Budget 2024 Who was India's first budget maker
Budget 2024: ଭାରତର ପ୍ରଥମ ଆର୍ଥିକ ବଜେଟ୍‌ର ପ୍ରସ୍ତୁତ କରିଥିଲେ ଜଣେ ଟୋପି ନିର୍ମାତା

ଦେଶର ବଜେଟ୍‌ରୁ ଲୋକମାନେ ଅନେକ କିଛି ଆଶା ବି କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ?

Interim Budget
Interim Budget 2024 LIVE Updates: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ କାହା ପାଇଁ କେତେ ?

ଆଜି ସଂସଦରେ ଉପସ୍ଥାପିତ ହେଉଛି ଅନ୍ତରୀଣ ବଜେଟ୍‌-୨୦୨୪। ଆସନ୍ତା

Budget 2024 Budget definition meaning and type
Budget 2024: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

ବଜେଟ୍ ଉପସ୍ଥାପନା ପୂର୍ବରୁ, ଲୋକଙ୍କ ମନରେ ବଜେଟ୍ ସହିତ ଜଡିତ ଅନେକ ପ୍ରକାରର ପ୍ରଶ୍ନ ଉଙ୍କିମାରେ। ଯେପରିକି ବଜେଟ୍ କ’ଣ, ବଜେଟର ଅର୍ଥ କ’ଣ, ବଜେଟ୍ କେତେ ପ୍ରକାରର ଇତ୍ୟାଦି? ଆପଣ ଯଦି ଏ ବିଷରେ ଜାଣିବାକୁ ଇଚ୍ଛୁକ ତେବେ ଆସନ୍ତୁ ବଜେଟ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଜାଣିନେବା

Budget
ଆଜି ବଜେଟ: ସବୁ ବର୍ଗଙ୍କୁ ଖୁସି କରିବା ପାଇଁ ହୋଇପାରେ ବଡ଼ ଘୋଷଣା

ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକର। ପେଟ୍ରୋଲ, ଡିଜେଲ ଦାମ କମାଇ ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି।

Narendra Modi
ବଜେଟ୍ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ, ‘ଭାରତ ବିଶ୍ୱର ସବୁଠୁ କ୍ଷୀପ୍ର ବେଗରେ ବିକଶିତ ହେଉଥିବା ରାଷ୍ଟ୍ର’

ଅଭିଭାଷଣରେ ରାମ ମନ୍ଦିର, ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ । କେନ୍ଦ୍ରର ବହୁ ଐତିହାସିକ ପଦକ୍ଷେପକୁ ପ୍ରଶଂସା ।