ଏଥର ବଜେଟରେ ସରକାର କିଛି ଘୋଷଣା କରିପାରନ୍ତି । ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ବଜେଟ୍ ଆଗତ ହେବାକୁ ଯାଉଛି ।
ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଲକ୍ଷପତି ଦିଦି ଟାର୍ଗେଟ୍ ୩ କୋଟିକୁ ବଢ଼ା ଯାଇଥିବା ବେଳେ, ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆସିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ତେଣେ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ୍ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜଭୁତ୍ କରିବ ।
ଅନ୍ତରୀଣ ବଜେଟରେ ଅପରିବର୍ତ୍ତିତ ରହିଲା ଟିକସ ହାର । ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ କରଦାତାଙ୍କୁ କୌଣସି ରିହାତି ଦେଇନି ନିର୍ମଳାଙ୍କ ବଜେଟ୍ ।
ଅନ୍ତରୀଣ ବଜେଟରେ ଅପରିବର୍ତ୍ତିତ ରହିଲା ଟିକସ ହାର । ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ କରଦାତାଙ୍କୁ କୌଣସି ରିହାତି ଦେଇନି ନିର୍ମଳାଙ୍କ ବଜେଟ୍ ।
ଭାରତରେ ପ୍ରାୟ ୨୦ ଲକ୍ଷ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି । ଅଙ୍ଗନବାଡି ଏବଂ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି...
୫୦ ବର୍ଷିଆ ସୁଧ ରହିତ ଯୋଜନାରେ ଦିଆଯିବ ଋଣ । ଗବେଷଣା ପାଇଁ ଜୟ ଅନୁସନ୍ଧାନ ଯୋଜନା ଆରମ୍ଭ କରାଯାଇଛି । ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ ।
ଆଜି ସଂସଦରେ ଆଗତ ହେଇଛି ବଜେଟ ୨୦୨୪। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବା ସହ ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ।
ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଥିବା ଏବଂ ସବ୍କା ସାଥ୍, ସବକା ବିକାଶ ଓ ସବ୍କା ପ୍ରୟାସ ଚାଲୁ ରହିଥିବା କହିଛନ୍ତି ନିର୍ମଳା ସୀତାରମଣ।
ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସରକାରୀ ଆପ୍ । ସଂସଦର ସଦସ୍ୟ ତଥା ସାଧାରଣ ଜନତାଙ୍କ ପାଇଁ ଏହି ଆପ୍ ବିକଶିତ କରାଯାଇଛି।
ଦେଶର ବଜେଟ୍ରୁ ଲୋକମାନେ ଅନେକ କିଛି ଆଶା ବି କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ?
ଆଜି ସଂସଦରେ ଉପସ୍ଥାପିତ ହେଉଛି ଅନ୍ତରୀଣ ବଜେଟ୍-୨୦୨୪। ଆସନ୍ତା
ବଜେଟ୍ ଉପସ୍ଥାପନା ପୂର୍ବରୁ, ଲୋକଙ୍କ ମନରେ ବଜେଟ୍ ସହିତ ଜଡିତ ଅନେକ ପ୍ରକାରର ପ୍ରଶ୍ନ ଉଙ୍କିମାରେ। ଯେପରିକି ବଜେଟ୍ କ’ଣ, ବଜେଟର ଅର୍ଥ କ’ଣ, ବଜେଟ୍ କେତେ ପ୍ରକାରର ଇତ୍ୟାଦି? ଆପଣ ଯଦି ଏ ବିଷରେ ଜାଣିବାକୁ ଇଚ୍ଛୁକ ତେବେ ଆସନ୍ତୁ ବଜେଟ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଜାଣିନେବା
ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକର। ପେଟ୍ରୋଲ, ଡିଜେଲ ଦାମ କମାଇ ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି।
ଅଭିଭାଷଣରେ ରାମ ମନ୍ଦିର, ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ । କେନ୍ଦ୍ରର ବହୁ ଐତିହାସିକ ପଦକ୍ଷେପକୁ ପ୍ରଶଂସା ।