• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗଣମାଧ୍ୟମର ଅଗ୍ରଣୀ ଶିକ୍ଷାନୁଷ୍ଠାନ IIMCକୁ ଡିମ୍‌ଡି ୟୁନିଭର୍ସିଟି ମାନ୍ୟତା ମିଳିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍-IIMCକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଡିମ୍‌ଡ ୟୁନିଭର୍ସିଟି ଭାବେ ମାନ୍ୟତା ମିଳିଛି । IIMC ଦିଲ୍ଲୀ ସହ ଏହାର ୫ଟି ଆଞ୍ଚଳିକ କ୍ୟାମ୍ପସକୁ ମାନ୍ୟତା ଦିଆଯାଇଛି ।

IIMCର ୫ ଆଞ୍ଚଳିକ କ୍ୟାମ୍ପସ ମଧ୍ୟରେ ଢେଙ୍କାନାଳ ରହିଛି । IIMCରେ ଏଣିକି ଡିଗ୍ରୀ ଓ ପିଏଚ୍‌ଡି ପାଠ୍ୟକ୍ରମ ଉପଲବ୍ଧ ହେବ । ତେବେ ଡିମ୍‌ଡ ୟୁନିଭରସିଟି ମାନ୍ୟତା ମିଳିବା ପରେ ଶିକ୍ଷା ମନ୍ତ୍ରାଳୟକୁ ସାଧୁବାଦ ଜଣାଇଛି ଆଇଆଇଏମ୍‌ସି ।