ଏମିତି ଜଣେ ମା’ ଅଛନ୍ତି ଯିଏ ଟିକିଏ ଟିକିଏ କଥାରେ ନିଜର କୁନି କୁନି ପିଲାମାନଙ୍କୁ ଚାପୁଡ଼ା କଷି ଦିଅନ୍ତି। କାରଣ ଏମିତି କଲେ ସେମାନେ କଥାକୁ ବୁଝିପାରନ୍ତି ବୋଲି ସେ କୁହନ୍ତି। କିନ୍ତୁ ତାଙ୍କ ଏଭଳି ପ୍ୟାରେଣ୍ଟିଂଙ୍କୁ ଅନେକ ଲୋକ ନିନ୍ଦା କରୁଥିଲେ ବି ତାଙ୍କୁ କୌଣସି ଫରକ ପଡେନି।
ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଦେବର କୁଣ୍ଡ। ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା। ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା।
କ୍ଲିନିକକୁ ବର୍ଷେ ପୂରିଥିବାରୁ ବିଶେଷ ଆୟୋଜନ କରାଯାଇଥିଲା । ନଡିଆ, କଳସ ବସାଇ, ଫିତାକାଟି ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଏଥି ସହିତ ଆରମ୍ଭ ହୋଇଛି ଟଙ୍କିକିଆ ଔଷଧ ବିତରଣ ।
ପାନୀୟ ଜଳ ପ୍ରକଳ୍ପ ପାଇଁ ଜାଗା ନ ଦେବାରୁ ଜଣେ ଅସହାୟ ମହିଳାଙ୍କ ପରିବାର ଉପରେ ଦାଉ ସାଧିଲେ ଗ୍ରାମବାସୀ । ସଂପୃକ୍ତ ମହିଳାଙ୍କୁ ବାସନ୍ଦ କରିବା ଲାଗି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଠାରୁ ମାତ୍ର ୧ କିଲୋମିଟର ଦୂର ଜାମପଲ୍ଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଭଦ୍ରକ ବ୍ୟତୀତ ଭଦ୍ରକ ବାହାର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟିଆସନ୍ତି । ଘରକରଣା ଜିନିଷଠାରୁ ଆରମ୍ଭ କରି ଛୋଟପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ଭଳି ଭଳି ସୁସ୍ୱାଦୁ ଖାଦ୍ୟ ଏଠାରେ ମିଳେ । ଗାଁଗହଳିରେ ଧାନ କଟାକଟି କାମ ସରି ଥିବାରୁ ଏଠାରେ ସଂଧ୍ୟା ସମୟରେ ଆଖପାଖ ଲୋକଙ୍କ ସମାଗମ ବଡମ ହୋତ୍ସବର ଭ୍ରମ ସୃଷ୍ଟି କରିଥାଏ ।
ରାସ୍ତା ପାଇଁ ଆସିଛି ୫ ହଜାର କୋଟି, କିନ୍ତୁ ରାସ୍ତାରେ ମୁଠାଏ ପଡ଼ିନି ମାଟ। ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଲଜ୍ଜିତ ହେବେ ଆଉ କହିବେ ସରକାରଙ୍କ ଯୋଜନା ଏଇଛି କାହିଁକି ପହଞ୍ଚିନାହିଁ? କିଏ ବାଟ ଓଗାଳିଛି? ଗାଁ ଭିତରକୁ ସାଇକେଲରେ ଯିବା ବି କଷ୍ଟ...ଅଧା ରାସ୍ତାରେ ହିଁ ଯାଉ ଛି ରୋଗୀଙ୍କ ଜୀବନ...
ବାପାଙ୍କ ରୋଜଗାର ଥିଲା ୪୦ ଟଙ୍କା , ଖାଇବାକୁ ତ ଅଂଟୁ ନଥିଲା ଖେଳ କଥା କହିଥାଆନ୍ତି କେମିତି? କିନ୍ତୁ ଝିଅ ବୁଝିଥିଲା ବାପାର କଷ୍ଟ...ବିଲରେ ଚାଷରେ ସାହାଯ୍ୟ କରୁଥିଲେ ସନ୍ଧ୍ୟା ବେଳେ ପଡ଼ିଆରେ ଖେଳ ଅଭ୍ୟାସ କରୁଥିଲେ...ଆଜି ସମସ୍ତଙ୍କ ପାଇଁ ସାଜିଛନ୍ତି ପ୍ରେରଣା
୧୯୯୭ରେ OAS ପାଇବା ପରେ ୯୯ ମସିହାରେ ଭୁବନେଶ୍ୱର ସେଟେଲମେଣ୍ଟ ଅଫିସରେ ଚାକିରି ଆରମ୍ଭ କରିଥିଲେ ବିଶ୍ୱଜିତ ମହାପାତ୍ର । ପରେ ପରେ ବିଭିନ୍ନ ସ୍ଥାନରେ ସେଟେଲମେଣ୍ଟ ଅଫିସର, ଅତିରିକ୍ତ ତହସିଲଦାର, ତହସିଲଦାର ଓ ବିଡିଓ ହୋଇଥିଲେ ।
ବିଚ୍ ରାସ୍ତାରେ ରୋବାବ ଦେଖାଇଲେ ମହିଳା। ନିଜେ ସ୍କୁଟି ନେଇ ବସ୍ ଦେହରେ ପିଟିଲେ...ଗାଡ଼ି ଭିତରକୁ ଉଠି ଡ୍ରାଇଭରଙ୍କୁ ବହେ ପିଟିଲେ, ଭାଇରାଲ ହେଉଛି ଭିଡ଼ିଓ...
ରାଜ୍ୟରେ ଏହି ୪ ସ୍ୱାମୀ-ସ୍ତ୍ରୀ କଳି ବେଶ୍ ଚର୍ଚ୍ଚିତ ହୋଇଥିଲା। ଟିଭିଠୁ ସୋସିଆଲ ମିଡ଼ିଆଲ ସବୁଠି ଦେଖିବାକୁ ମିଳିଥିଲା ଏହିମାନଙ୍କ ଆରୋପ-ପ୍ରତ୍ୟାରୋପର କଥା ।
ବିଧାୟକଙ୍କ ନାଁରେ ଶାଢ଼ୀ ବାଣ୍ଟିବା ଅଭିଯୋଗ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ିରୁ ଶାଢ଼ୀ, ଟାଓ୍ୱଲ ଓ ଉତ୍ତରୀୟ ମିଳିବା ଘଟଣା । ବ୍ଲକ୍ ନିର୍ବାଚନ ଅଧିକାରୀ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରି ପାପଡ଼ାହାଣ୍ଡି ଥାନାକୁ ଆଣିଛନ୍ତି।
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳକୁ ଲାଗି ରହିଥିବା ୫ରୁ ୬ଟି ଗାଁକୁ ଅବହେଳିତ ଅବସ୍ଥାରେ ଛାଡିଦେଇଛି ଆନ୍ଧ୍ର । ଏହି ଗାଁ ଗୁଡିକରେ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବାରମ୍ବାର ଅଭିଯୋଗ, ଦାବି ଓ ଗୁହାରି ପ୍ରଶାସନର କାନ ନ ଭେଦିବାରୁ, ଏବେ ମାଲକାନଗିରି ଜିଲ୍ଲା
ମୁଁ ନିଜେ ପରା ଗୋଟେ ସରକାର। ମୋ ପାଖକୁ ସରକାରୀ ଫାଇଲ ଆସିବନି କେମିତି? ମୁଁ ଚୌକି ଉଠେଇ ମାରିବାର କିଏ ଦେଖିଛି?
‘ପୁଷ୍ପା’ ପୋଷ୍ଟର ଶାଢୀର ବହୁତ ଡିମାଣ୍ଡ। ତିଆରି ହେଉଛି ଅଧିକରୁ ଅଧିକ ‘ପୁଷ୍ପା’ ଶାଢୀ। ଯେଉଁଥି ପାଇଁ ‘ତିଆରି କରିବା ଲୋକ ପାଖକୁ ଅନେକ ଅର୍ଡର। ଏବେ ଜାଣନ୍ତୁ ପୂରା କଥା...
ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍ ହାଉସ ଦେଲା ସୂଚନା। କହିଲା, ସତର୍କ ଥାଅ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ…
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ା ଠାରେ ଥିବା ରାସ୍ତା ର୍ନିମାଣ କରିଥିବା ଠିକା ସଂସ୍ଥାର ଗୋଟିଏ ଟ୍ରକ ପୋଡ଼ି ଦେବା ଘଟଣାରେ ଆଜି ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
୧୫ ସେକେଣ୍ଡରେ ତିନି ମହଲା କୋଠାକୁ ଚଢ଼ି ଗଲେ ଏହି ବ୍ୟକ୍ତି। ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ବ୍ୟକ୍ତି। ଏବେ ଦେଖନ୍ତୁ ତାଙ୍କ କୋଠା ଚଢିବା ଶୈଳୀ...
ସେ ନାହାନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଝୁରୁଛି ପୂରା ରାଜ୍ୟ। ହିରୋ ହେଉ କି ଗୁଣ୍ଡା....କମେଡ଼ି ହେଉ କି ନେତା...ସବୁ ଆକ୍ଟିଂ ପାଇଁ ସେ ଥିଲେ ପୂରା ଫିଟ୍, ଦେଖନ୍ତୁ ତାଙ୍କ ଦମଦାର ଆକ୍ଟିଂର କିଛି ସତେଜ୍ ଦୃଶ୍ୟ...
ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ଲେଖିଦେଲେ ଏକ ବହି । ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଛୁଟି ଆସିଲା ପ୍ରଶଂସା ଉପରେ ପ୍ରଶଂସା । ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖାଉଛନ୍ତି ନିଜର କମାଲ । ଭେଟନ୍ତୁ ଏଇ ପ୍ରତିଭାବାନ ଛାତ୍ରଙ୍କୁ ।
ଗେଟ୍ରେ ତାଲା ଦେଇ ଭିତରେ ଘୁଙ୍ଗୁଡ଼ି ମାରୁଛନ୍ତି ଦିଦି। କ୍ୟାମେରା ଲାଇଟ୍ ପଡ଼ିଲାରୁ ଉଠିଲେ...ରାଗ ତମ ତମ ହୋଇ ମୁଁ ୧୩ ଟା ନାଇଟ୍ କଲିଣି...ଏବେ ରେଷ୍ଟ ନେଉଛି ବୋଲି କହି ଚିଡ଼ି ଗଲେରେ ନାରଣ...ମିଡ଼ିଆ ଲାଇଟ୍ ଦେଖେଇକି କହୁଛ ନିଅ ଛୁଟି...
ରାଜ୍ୟରେ ଏହି ୫ ସ୍ୱାମୀ-ସ୍ତ୍ରୀ କଳି ବେଶ୍ ଚର୍ଚ୍ଚିତ ହୋଇଥିଲା। ଟିଭିଠୁ ସୋସିଆଲ ମିଡ଼ିଆଲ ସବୁଠି ଦେଖିବାକୁ ମିଳିଥିଲା ଏହିମାନଙ୍କ ଆରୋପ-ପ୍ରତ୍ୟାରୋପର କଥା..ଦେଖନ୍ତୁ ଏହି ଭିଡ଼ିଓ…
ଭୋଜି ଖାଇ ଫେରିବା ବେଳେ ବିଳମ୍ବିତ ରାତିରେ ଟ୍ରକ୍ ପଛରେ ଏକ କାର୍ ଧକ୍କା ଦେବାରୁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।
ଏବେ ଭାରତୀୟ ରାଜନୀତିରେ ଅନେକ ମହିଳାଙ୍କ ଯୋଗଦାନ ଦେଖିବାକୁ ମିଳେ। ଅନେକ ମଧ୍ୟ ବଡ ବଡ ପଦବୀରେ ଥିବା ପ୍ରମାଣ ରହିଛି। କିନ୍ତୁ ଆପଣ ଜାଣନ୍ତି କି ଭାରତରେ କିଏ ହୋଇଥିଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ଆସନ୍ତୁ ଜାଣିବା ତାଙ୍କ ସଂଗ୍ରାମୀ ଜୀବନୀ ବିଷୟରେ।
ଦିନେ ଏଠି କଅଁଳୁ ନଥିଲା ଘାସ। ବନ୍ଧ୍ୟା ପାହାଡ ଭାବେ ଲୋକଙ୍କ ପାଖରେ ଥିଲା ତା’ର ପରିଚୟ। ଜଣେ ବ୍ୟକ୍ତିଙ୍କ ଛୁଆଁରେ ଏବେ ସବୁଜୀମାରେ ପରିପୂର୍ଣ୍ଣ ଏହି ଜାଗା। ଏଠାରେ ଏବେ ୩୦୦ ଲକ୍ଷରୁ ଅଧିକ ଗଛ ରହିଛି।
ଜନସାଧାରଣ ସବୁ ନିୟମ ପାଳନ କରି ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି ଉପସ୍ଥିତ ବିଶିଷ୍ଟ ବକ୍ତାମାନେ ମତପୋଷଣ କରିଥିଲେ।