ଗେଟ୍ରେ ତାଲା ଦେଇ ଭିତରେ ଘୁଙ୍ଗୁଡ଼ି ମାରୁଛନ୍ତି ଦିଦି। କ୍ୟାମେରା ଲାଇଟ୍ ପଡ଼ିଲାରୁ ଉଠିଲେ...ରାଗ ତମ ତମ ହୋଇ ମୁଁ ୧୩ ଟା ନାଇଟ୍ କଲିଣି...ଏବେ ରେଷ୍ଟ ନେଉଛି ବୋଲି କହି ଚିଡ଼ି ଗଲେରେ ନାରଣ...ମିଡ଼ିଆ ଲାଇଟ୍ ଦେଖେଇକି କହୁଛ ନିଅ ଛୁଟି...
Published: Otv Khabar Bureau
Last updated: 13 February 2022, 08:32 AM IST
ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ ମନୋବଳ ହାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଲା, ସେ କୌଣସି ଦଳର ସମର୍ଥନ ନିଅନ୍ତି ନାହିଁ। ସବୁବେଳେ ସ୍ୱାଧୀନ ପ୍ରାର୍ଥୀ। ତା ପୁଣି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନରେ। ଆସନ୍ତୁ ଭେଟିବା ଏହି ନିଆରା ବ୍ୟକ୍ତିଙ୍କୁ।