• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special Story
କୋଟିଆର ଦେଶୀ ବିରିୟାନୀ

ଅଜୟଙ୍କ ଦେଶୀ ବିରିୟାନୀର ପ୍ରସ୍ତୁତି ଏମିତି ଯେ, ପଛରେ ପଡିଯିବେ ବଡ଼ ବଡ଼ ପଞ୍ଚତାରକା ହୋଟେଲ...

poor woman
ମୂଲ ଲାଗୁଛନ୍ତି ସମିତିସଭ୍ୟା

ଅଲୋଡ଼ା ହୋଇଗଲେ ସମିତିସଭ୍ୟା ତ୍ରିବେଣୀ ନାଇକ। ଏବେ ସେ ମୂଲ ଲାଗି ଚଳୁଛନ୍ତି। ଚାଳ ଘରେ ରହୁଛନ୍ତି। ସ୍ୱାମୀଙ୍କୁ ଟିବି, ତେଣୁ ରୋଜଗାର ବୋଲି କିଛି ନାହିଁ।

Youngest author’s first book published
ବୟସ ମୋଟେ ୫; ହେଇଗଲେ ଦୁନିଆର ସର୍ବକନିଷ୍ଠ ଲେଖକ

କୁହାଯାଏ ଲେଖାଲେଖି କରିବାକୁ ହେଲେ ଅନେକ ପଢିବାକୁ ପଡେ ଆଉ ଅନେକ ଅଭିଜ୍ଞତା ବି ହାସଲ କରିବାକୁ ହୁଏ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କୁନି ଝିଅ। ମାତ୍ର ୫ ବୟସରେ ସେ ଏକ ବହି ଲେଖି ଦେଇଛନ୍ତି।

Vehicle Challan
ସାବଧାନ ! SMSରେ ପଠାଯିବ ୭,୦୦୦ ଟଙ୍କାର ଚାଲାଣ, ଲାଇସେନ୍ସ ବି ହେବ ବାତିଲ୍

ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ସାବଧାନ! କାହିଁକି ନା ରାଜଧାନୀର ଛକ ଛକରେ ଜଗିଛି ଅତ୍ୟାଧୁନିକ ଡିଭାଇସ୍ । ଟ୍ରାଫିକ ଛକରେ ଖଞ୍ଜାଯାଇଛି ଅଟୋମେଟିକ ନମ୍ବର ପ୍ଲେଟ ରେକଗନିସନ ଏବଂ ଟ୍ରାଫିକ ଭାୟୋଲେସନ ଡିଟେକ୍ସନ ସିଷ୍ଟମ, ଯାହା ଆପଣଙ୍କ ଗାଡ଼ିର ବେଗକୁ ମାପିବ ।

Vehicle Challan
୫୦ ସ୍ପିଡରୁ ଅଧିକ ଚଳାଇଲେ ୭ ହଜାର ଫାଇନ୍

ରାଜଧାନୀ ଭୁବନେଶ୍ୱରରେ ୫୦ କିଲୋମିଟରରୁ ଅଧିକ ବେଗରେ ଗାଡି ଚଳାଇଲେ ଦେବାକୁ ପଡିବ ୭ ହଜାର ଟଙ୍କାର ଜରିମାନା । ବାରମ୍ବାର ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଲାଇସେନ୍ସ ।

16 year Pragananda created history in the world of chess
ମାତ୍ର ୧୬ ବର୍ଷରେ ଭାରତ ପାଇଁ ଗର୍ବ ଆଣିଲେ ପ୍ରଗାନାନନ୍ଦା

ଭାରତର ଆର୍‌ ପ୍ରଗାନାନନ୍ଦା ଚେସ୍ ଇତିହାସକୁ ଓଲଟେଇ ଦେଇଛନ୍ତି। ବିଶ୍ୱ ଚାମ୍ପିଅନ୍ ମାଗ୍ନସ କାର୍ଳସନଙ୍କୁ ପରାସ୍ତ କରି ସେ ନୂଆ ମୋଡ ଦେଇଛନ୍ତି। ଏନେଇ ତାଙ୍କ ପାଇଁ ଛୁଟିଛି ପ୍ରଶଂସାର ସୁଅ।

Drunked Pharmacist
ମଦୁଆ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ: ଯୁବକଙ୍କ ଉପରକୁ ମଦ ବୋତଲ ଫିଙ୍ଗିଲେ

ମାତାଲ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ । ଟିକା ନେବାକୁ ଆସିଥିବା ଯୁବକଙ୍କ ଉପରକୁ ମଦ ବୋତଲ ଫିଙ୍ଗିଥିବାର ଅଭିଯୋଗ ହୋଇଛି ।

News Fuse- Candidate Sings To Woo Voters During Panchayat Polls
ପ୍ରାର୍ଥୀଙ୍କ ହାତରେ ମାଇକର ଫୋନ୍, ଗାଇଲେ ରହୁଚି ରହିବି ଗୀତ...

ଭାଷଣ ଦେଲେନି ଏ ପ୍ରାର୍ଥୀ ଜଣକ। ପଂଚାୟତରେ ବୁଲି ବୁଲି ଗାଇଲେ ଗୀତ। ତାଳି ମାଡ ବି ହେଲା। ଭୋଟର ଖୁସି ହେବା ପରେ ଏମିତି ମାଗିଲେ ଭୋଟ...

Digital Beggar- Poor Man In MP Accepting Spare Change On PhonePe
ବେକରେ ଫୋନପେ, ଗୁଗଲପେ ଝୁଲାଇ ଭିକ ମାଗୁଛନ୍ତି ଏ ବୃଦ୍ଧ, କହୁଛନ୍ତି...

ହାତରେ ତାଟିଆ ନାହିଁ। ବେକରେ ଝୁଲାଇଛନ୍ତି ଫୋନପେ, ଗୁଗଲପେ। କେହି ଯଦି ଖୁଚୁରା ନାହିଁ ବୋଲି ଭିକ ଦେଉ ନାହିଁ, ତେବେ ଭିକାରି ଜଣକ କହୁଛନ୍ତି ବାରକୋଡ ସ୍କାନ କରି ଦାନ ଦିଅନ୍ତୁ। ଦେଖନ୍ତୁ ଏହି ଡିଜିଟାଲ ଭିକାରିକୁ...

Panchayat Election
ଭୋଟ୍‌ ବିଭ୍ରାଟ: କାଲି ୪୫ ବୁଥ୍‌ରେ ସାନି ମତଦାନ

କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନି।

Sumit Tapaswini
ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ ସୁମିତ୍

ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି ହାଇକୋର୍ଟ

Top 5 youngest female IAS officer
ମାତ୍ର ୨୨ ବର୍ଷ ବୟସରେ ୫ ମହିଳା IAS ଅଧିକାରୀ; ଜଣେ ଓଡିଆ ବି ଅଛନ୍ତି

୫ ଜଣ କମ ବର୍ଷର ଯୁବତୀ ପ୍ରମାଣ କରିଦେଇଛନ୍ତି ଯେ ସ୍ୱପ୍ନକୁ ସାକାର କରିବା ପାଇଁ ବୟସ ଏକ ପ୍ରତିବନ୍ଧକ ନୁହେଁ। ଏନେଇ ଦୃଢ ଇଛା ଶକ୍ତି ରହିବା ଦରକାର। ତେବେ ଆସନ୍ତୁ ଜାଣିବା ଦେଶର ଏହି ପାଞ୍ଚଜଣ କନିଷ୍ଠ ମହିଳା IAS ଅଧିକାରୀଙ୍କ ବିଷୟରେ।

Twosday 2022: What Is It? Know the Significance of the Date 22/2/22
ଅନ୍ୟ ତାରିଖଠାରୁ କାହିଁକି ସ୍ୱତନ୍ତ୍ର ୨୨/୨/୨୨, ଜାଣନ୍ତୁ ଏହାର ମହତ୍ତ୍ୱ...

ଜୀବନରେ ଥରେ ହିଁ ୨୨/୨/୨୨ ପଡିଥାଏ । ବର୍ଷର ସବୁ ତାରିଖରୁ ଏହି ତାରିଖ ଟିକେ ସ୍ୱତନ୍ତ୍ର ଓ ଭିନ୍ନ ଅଟେ । କାରଣ ଏହାକୁ ଆରମ୍ଭରୁ ଓ ଶେଷ ଆଡୁ ପଢିଲେ ସମାନ ସଂଖ୍ୟା ରହିଥାଏ ।

Old Couple In West Bengal Remarry, Set An Example Of Cherishing Love
୧୦୦ ବର୍ଷ ବୟସରେ ପୁଣି ଥରେ ହାତକୁ ଦି’ହାତ ହେଲେ ବୃଦ୍ଧ, ସହଯୋଗ କଲେ ପରିବାର

୭୦ ବର୍ଷ ପୂର୍ବେ ପ୍ରଥମ ବିବାହ ହୋଇଥିଲା। ୬ ପୁ‌ଅ, ତିନି ଝିଅ ହୋଇଥିଲେ। ସେମାନେ ସମସ୍ତେ ବିବାହ ହୋଇ ପିଲାଛୁଆ କରି ସାରିଲେଣି। ବୃଦ୍ଧ କାଳେ ନାତିନାତୁଣୀମାନଙ୍କୁ ଦେଖିବା ପରେ ପୁଣି ବାଜିଲା ସାହାନାଇ। ଆଉ ପଡିଲା ହାତ ଗଣ୍ଠି...

Model offered sell teeth to fan in 15 lakh rupees
ମଡେଲ୍‌ଙ୍କ ଗୋଟିଏ ଦାନ୍ତକୁ ୧୫ ଲ‍କ୍ଷ!

ସୋସିଆଲ୍ ମିଡିଆରେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି। ଜଣେ ବ୍ୟକ୍ତି ମଡେଲଙ୍କ ଦାନ୍ତର ପ୍ରେମରେ ପଡିଯାଇଥିଲେ। ସେ ତାଙ୍କ ଦାନ୍ତ କିଣିବାକୁ ଚାହୁଁଥିଲେ। ଏନେଇ ସେ ୧୫ ଲକ୍ଷ ଟଙ୍କା ଦେବାକୁ ରାଜି।

The Great Odisha Political Circus- Children Hired For Election Works
ମୋ ଧନଲୋ, ଚକେଲେଟ୍ ଖାଆ... ସ୍କୁଲ୍ ନ ଯାଇ ବୁଲାବୁଲି କର

ତୁ ସ୍କୁଲ୍ ନ ଯାଇ ବୁଲାବୁଲି କର। ରାତିରେ ବୁଲି ବୁଲି ପୋଷ୍ଟର ଚିରି। ଦିନରେ କାନ୍ଥରେ ପୋଷ୍ଟର ମାର... ପିଲାଙ୍କୁ ଏମିତି ମତାଉଛନ୍ତି ପ୍ରାର୍ଥୀ। ଯେମିତି ଆମ...

When Soul Leaves Body! Truck Splits Into Two Watch
ରାସ୍ତାରେ ଦୁଇଖଣ୍ଡ ହେଲା ଟ୍ରକ୍, ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆଇଏଫଏସ୍ ଅଧିକାରୀ

ଯେମିତି ମାଲ ବୋଝେଇ କରି ଟ୍ରକ ଯାଏ, ସେମିତି ଯାଉଥିଲା ଏହି ଟ୍ରକ୍। ହଠାତ ରାସ୍ତା ବୁଲିବା ବେଳେ ଟ୍ରକଟି ହୋଇଗଲା ଦୁଇଖଣ୍ଡ। ପାଖରେ ଦୁଇ ଜଣ ବଂଚିଗଲେ। ଆଉ ଡ୍ରାଇଭର ଓ ଟ୍ରକକୁ ଦେଖି ଚମକି ପଡିଲେ ଆଇଏଫଏସ୍ ଅଫିସର୍...

Fake Post
ଓଟିଭି ଲୋଗୋ ବ୍ୟବହାର କରି ସୋସିଆଲ ମିଡିଆରେ ମିଛ ପୋଷ୍ଟ

ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ।

How Safe Online Transactions Are, Know More
ଭୁଲରେ କରନ୍ତୁ ନାହିଁ ଏହି ୫ ଭୁଲ୍‌, ଏମିତି କଲେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ

ଜାଣତରେ ହେଉ କି ଅଜାଣତରେ କେବେ ହେଲେ ଏପରି ଭୁଲ୍ କରନ୍ତୁନି। ଯଦି କରି ଦିଅନ୍ତି, ତେବେ ଖାଲି ହୋଇ ଯାଇଥାଏ ଆପଣଙ୍କର ସବୁ ଟଙ୍କା। ଏବେ ଜାଣି ନିଅନ୍ତୁ ସେହି ୫ ଭୁଲ୍‌...

Road accident
ଖୁସିରେ ଫେରୁଥିଲେ, ମୃତ୍ୟୁ ଛକିଥିଲା

ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

Family Of Gram Rakhi, Who Died In Road Mishap While Going To Poll Duty, Breaks Down & Seeks Aid
ବର୍ଷକ ଭିତରେ ଚାଲିଗଲା ଦୁଇ ଜୀବନ; ରୋଜଗାରିଆଙ୍କୁ ହରାଇ ଧର୍ଯ୍ୟହରା ପରିବାରଲୋକେ

ବର୍ଷକ ଭିତରେ ଚାଲିଗଲା ୨ ଜୀବନ । ପ୍ରଥମେ ୮ ମାସ ତଳେ ଶ୍ୱଶୁର ଆଉ ଏବେ ସ୍ୱାମୀ ଚାଲିଗଲେ । ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାରରେ ଏବେ ଘେରିଛି ଦୁଃଖର କଳାବାଦଲ ।

For 11 years people considered a boy as girl
୧୧ ବର୍ଷ ପର୍ଯ୍ୟନ୍ତ ଝିଅ ଥିଲେ, ଚୁଟି କାଟିଦେଲା ପରେ ପୁଅ ହୋଇଗଲେ

ଦୀର୍ଘ ୧୧ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଆଖିରେ ସେ ଥିଲେ ଜଣେ ଝିଅ। କିନ୍ତୁ ୧୧ ବର୍ଷ ପରେ କୌଣସି କାରଣକୁ ତାକୁ ଚୁଟି କାଟିବାକୁ ପଡିଲା। ଏବେ ସେ ଝିଅରୁ ହୋଇଗଲେ ପୁଅ।

Election
ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍: ସବୁ ବୁଥ୍‌ରେ କଡ଼ା ସୁରକ୍ଷା

ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ।

Jackfruit is being sold in for 16 thousand rupees
୧୬ ହଜାର ଟଙ୍କାରେ ବିକ୍ରି ହେଉଛି ଗୋଟିଏ ପଣସ

ସୁସ୍ୱାଦୁ ବ୍ୟଞ୍ଜନ ଭିତରେ ପଣସ ତରକାରୀ ନିଆରା। ଏହା ଶାକାହାରୀଙ୍କ ପାଇଁ ଏକ ମାଂସର ବିକଳ୍ପ ଭାବେ କାମ କରେ। ଭାରତର ଗଳି କନ୍ଦିରେ ଏହା ପ୍ରାୟ ଦେଖାଯାଏ। ଏହା ଖୁବ ଶସ୍ତାରେ ମଧ୍ୟ ମିଳିଯାଏ। କିନ୍ତୁ ଏମିତି ଏକ ଜାଗା ଅଛି ଯେଉଁ ଗୋଟେ ପଣସକୁ ୧୬ ହଜାର ଟଙ୍କାରେ ବିକ୍ରି କରାଯାଏ।

CM Naveen Pattnaik
ଟି-ଶାର୍ଟ ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧି ଷ୍ଟାଡିୟମରେ ନବୀନ

ଷ୍ଟାଡିୟମ ପରିସରରେ ର୍ନିମାଣାଧୀନ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।