ତାଙ୍କ ହାତକୁ କ୍ଷମତା ଆସିଥିଲା। ଦସ୍ତଖତ କଲେ ଲୋକଙ୍କୁ ମିଳୁଥିଲା ଇନ୍ଦିରା ଆବାସ, ମିଳୁଥିଲା ଭତ୍ତା। କିନ୍ତୁ ନିଜପାଇଁ କିଛି କରିପାରିଲେ ନାହିଁ। ଅନ୍ୟମାନେ ଖାଇଗଲେ। ରାଜନୀତିର କୁଟକପନ ବୁଝିପାରିଲେ ନାହିଁ। ତେଣୁ ଅଲୋଡ଼ା ହୋଇଗଲେ ସମିତିସଭ୍ୟା ତ୍ରିବେଣୀ ନାଇକ। ଏବେ ସେ ମୂଲ ଲାଗି ଚଳୁଛନ୍ତି। ଚାଳ ଘରେ ରହୁଛନ୍ତି। ସ୍ୱାମୀଙ୍କୁ ଟିବି, ତେଣୁ ରୋଜଗାର ବୋଲି କିଛି ନାହିଁ।
Published: Prangyan Parimita
Last updated: 23 February 2022, 11:21 AM IST
ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।