ଢେଙ୍କାନାଳ ଗୋବିନ୍ଦପୁରର ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନରେ ମେଡିକାଲ ପାଠ ପଢ଼ିବାକୁ ଯାଇଛନ୍ତି। ବାରମ୍ବାର ଭିଡିଓ କଲ୍ କଲା ପରେ ବି ଲାଗୁ ନ ଥିଲା। ଏବେ ଦେଖନ୍ତୁ କଣ ରହିଛି ସ୍ଥିତି।
ୟୁକ୍ରେନ୍ରେ ଫସି ରହିଛନ୍ତି ଢେଙ୍କାନାଳ ଗୋବିନ୍ଦପୁରର ସୁପ୍ରିତ ସ୍ୱାଇଁ । ଯେ କୌଣସି ମୂହୂର୍ତ୍ତରେ ସୁପ୍ରିତ ସ୍ୱାଇଁଙ୍କୁ ଫ୍ଲାଇଟରେ ପଠାଯିବାର ବ୍ୟବସ୍ଥା କରାଯାଇପାରେ ବୋଲି ମାଆ ସଂଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଲୋଚନା ବେଳେ ଭିଡିଓ କଲରେ କହିଛନ୍ତି ସୁପ୍ରିତ ।
ବାପା ନିର୍ବାଚନ ପାଇଁ ବ୍ୟସ୍ତ ରହିବା ଯୋଗୁ ପୁଅ ପାଇଁ ଆଉ ବିରିୟାନୀ ଆଣି ପାରିନଥିଲେ। ଶେଷରେ ବିରିୟାନୀ ପାଇଁ ପୁଅ ଜୀବନ ହାରିଛି।
କିଏ କହୁଛନ୍ତି ଏହାଙ୍କ ବୟସ ୧୬୩ ବର୍ଷ। ୟୁଜର୍ସଙ୍କୁ ଚକିତ କରୁଥିବା ଏହି ଭିଡିଓଟିକୁ ନେଇ ସବୁ ଆଡେ ଚର୍ଚ୍ଚା। କିଏ କଲା ଏହି ଭିଡିଓ ରେକଡିଂ? ସତରେ କ’ଣ ଏତେ ବୟସରେ ପାଦ ଦେଲେଣି ଏହି ବୌଦ୍ଧ ଭିକ୍ଷୁ ?
୨ ଶିଶୁଙ୍କ ସଲିଳ ସମାଧି । ପୋଖରୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଶିଶୁକନ୍ୟା । ମାଲକାନଗିରି ଚାଲାଣଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।
କାମକୁ ଗଲେ ମୋବାଇଲ ସାଙ୍ଗରେ ଥିବା ଦରକାର। ଗୀତ ବାଜୁଥିବା, କାମ ହଉଥିବ। ସେ ଯୋଉ ମଜା, ଆଉ କୋଉଥିରେ ନାହିଁ। ମୋବାଇଲର ଗୀତକୁ ନେଇ ଆସିଲା ମହା ଅଭିଯୋଗ...
ଭାବିଥିଲେ ଇଂଜିନିୟର ହେବି। ଭଲ ରୋଜଗାର କରି ପରିଣତ ବୟସରେ ମାଆକୁ ଭଲରେ ରଖିବେ ବୋଲି। ହେଲେ ଦଇବ ଏମିତି ଦେଲା ଯନ୍ତ୍ରଣା। ଏବେ ମାଆ କାନ୍ଧ ହୋଇଛି ସାହା ଭରସା...
ଗାଁ ଗାଁ ବଣ୍ଟା ବଣ୍ଟି ହଉଛି। ଏଇଥି ପାଇଁ ମେଡିକାଲ ବେଡ୍ ଛାଡି ପଳାଇ ଆସିଲି। କିଛି ମିଳିଗଲେ ମୋ ଔଷଧ ଖର୍ଚ୍ଚ ଉଠିଯିବ। କେହି କିଛି ଦିଅ...
ବିବାଦ ବନାମ ବିକାଶ। କୋରାପୁଟର ଯେଉଁ କୋଟିଆ ଅଂଚଳକୁ ନେଇ ବିବାଦ ଦେଖାଦେଇଛି, ସେଇ ମାଟିରେ ଫଳିଲା ଲାଲ୍ ଟହଟହ ଷ୍ଟ୍ରବେରୀ। ଆଦିବାସୀ ମାନଙ୍କୁ ଏହି ଚାଷ କୌଶଳ ଶିଖାଇ ଦିଆଯିବା ପରେ ସେମାନଙ୍କ ଭିତରେ ହସ ଫେରିଛି। ଏ ଚିତ୍ର ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ।
ସେ କଟକର ବିଧାୟକ ଥିଲେ। ଏବେ ପୁଅକୁ ବିଧାୟକ କରି ମୁହାଁଇଛନ୍ତି କେନ୍ଦ୍ରାପଡା ଆଡେ। ଭୋଟ ବେଳେ ଗାଁକୁ ଯାଇ ଦେଉଛନ୍ତି ଭୋଜି...
ଭୋଟର ତାଲିକାରେ ତ୍ରୁଟି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ । ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।
ଅନଲାଇନ ଲୋନ୍ ପଡି ସର୍ବସ୍ୱାନ୍ତ ହୋଇଗଲେ ସୁରଥ ବାରିକ। ୭୫ ଲକ୍ଷ ଟଙ୍କା ମାୟାରେ ପଡି ଗଲେ ଦିଲ୍ଲୀ। ହେଲେ ଫେରିଲେ ଖାଲି ହାତରେ...
ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ଦୁନିଆରେ ମାଆ ହେଉଛି ଏମିତି ଏକ ଶବ୍ଦ, ଯାହା କି ଦୁନିଆର ସବୁଠାରୁ ଶକ୍ତିଶାଳୀ। ଆଉ ମାଆ ହେଉଛି ଏମିତି ଏକ ସଂଜ୍ଞା, ଯାହା ଖୋଜି ପାଇବା ବୋଧ ହୁଏ ଏ ମଣିଷ ସମାଜ ପାଇଁ କଷ୍ଟକର। ଆପଣମାନେ ଅନେକ ମାଆ-ପୁଅଙ୍କ କଥା ଶୁଣିଥିବେ, ଯେଉଁଠି ମାଆର ଅଧୁରା ସ୍ୱପ୍ନକୁ ପୂରଣ କରିଥାଏ ପୁଅ। ହେଲେ ଏଠି ସଂପୂର୍ଣ୍ଣ ଓଲଟା। ମାଆ ପୂରଣ କଲା ପୁଅର ଅଧୁରା ସ୍ୱପ୍ନ ।
କେନ୍ଦ୍ରୀୟ ଡେପୁଟେସନ୍ରେ ଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ଦେଖିବାକୁ ବାକି ରହିଲା ଯେ, କ୍ରିଷନ କୁମାର ଓଡ଼ିଶା ଛାଡ଼ି ଯାଉଛନ୍ତି ନା ନାହିଁ ।
ଢିଙ୍କିଆ ସ୍ଥାନୀୟ ଅଞ୍ଚଳରେ ଜନଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନଶୁଣାଣି ପାଇଁ ସବୁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ, ଏସ୍ପିଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।
ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେର ସହ ଅନୁଗୁଳରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ ସହ ରହିଛି ଅନେକ ଖଣି ଖାଦାନ । ଶିଳ୍ପ ସଂସ୍ଥାର ସଂଖ୍ୟାକୁ ଦୃଷ୍ଟିରେ ରଖି ଅନୁଗୋଳକୁ ଶିଳ୍ପ ସମୃଦ୍ଧ ଜିଲ୍ଲା କୁହାଯାଉଥିବାବେଳେ ଏହାର ଅନ୍ୟ ଏକ ପରିଚୟ ହେଉଛି ଦେଶ ତଥା ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ।
ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କ୍ଲିନିକରେ ରହିଛି ରହସ୍ୟମୟ ଅନ୍ଧାରୀ ଭୂତଳ ଗୁପ୍ତ କୋଠରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାସଭବନରେ ଥିବା କ୍ଲିନିକ ଭିତରେ ଅନ୍ଧାରୀ ଭୂତଳ ଗୁପ୍ତ ଘରକୁ ନେଇ ଏବେ ଚର୍ଚ୍ଚା।
ତେଲେଙ୍ଗାନାର ଡୁମାଗୁଡାମ ଅଞ୍ଚଳରେ ଚିଣ୍ଟାଗୁଫା ବ୍ରିଜ ନିର୍ମାଣରେ ନିୟୋଜିତ ସାତୋଟି ଗାଡ଼ିରେ ନିଆଁ ଲଗାଇଲେ ମାଓବାଦୀ.. ଖାଲି ଏତିକି ନୁହେଁ, ୩ଟି ଟ୍ରାକ୍ଟର ଜଙ୍ଗଲକୁ ନେଇ ଯାଇଛନ୍ତି.
ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୋଲୁଛି ଗୋଟେ ପରେ ଗୋଟେ ଗୁମର। ଆଜି ଏକ ଠକେଇ ମାମଲାରେ ଢେଙ୍କାନାଳ ଖୁଣ୍ଟୁଣି ସ୍ଥିତ ଖମଲରେ ଥିବା ଫାର୍ମହାଉସରେ ଚଢାଉ ହୋଇଛି।
ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେଉଥିବାରୁ ଭୋଟର୍ ବହୁତ ଖୁସି ଅଛନ୍ତି।
ଦାଣ୍ଡରେ ପ୍ରେସର ଦେଏନା। ବୋହି ଯିବ କିଏ ସମ୍ଭାଳିବ। ହେଲେ ଆଗ ନିର୍ବାଚନ, ପରେ ନିଷ୍କାସନ... ଆଉ ଡେରି କରନା, ବେଗି ବେଗି ଚାଲ ଯିବା.
ପୁଲଓ୍ୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧା ସୁମନ ଦେଲା ବିଜେଡି। ଦେଶ ମାତୃକାର ସେବା କରିଥିବା ପ୍ରସନ୍ନ ସାହୁଙ୍କ ନାଁ ନେବା ବଦଳରେ ଦଳୀୟ କର୍ମୀ କହିଲେ ବିଜେଡି ଜିନ୍ଦାବାଦ୍…
ଦୁନିଆରେ ମାଆ ହେଉଛି ଏମିତି ଏକ ଶବ୍ଦ, ଯାହା କି ଦୁନିଆର ସବୁଠାରୁ ଶକ୍ତିଶାଳୀ। ଆଉ ମାଆ ହେଉଛି ଏମିତି ଏକ ସଂଜ୍ଞା, ଯାହା ଖୋଜି ପାଇବା ବୋଧ ହୁଏ ଏ ମଣିଷ ସମାଜ ପାଇଁ କଷ୍ଟକର। ଆପଣମାନେ ଅନେକ ମାଆ-ପୁଅଙ୍କ କଥା ଶୁଣିଥିବେ, ଯେଉଁଠି ମାଆର ଅଧୁରା ସ୍ୱପ୍ନକୁ ପୂରଣ କରିଥାଏ ପୁଅ। ହେଲେ ଏଠି ସଂପୂର୍ଣ୍ଣ ଓଲଟା। ମାଆ ପୂରଣ କଲା ପୁଅର ଅଧୁରା ସ୍ୱପ୍ନ...
ଆପଣ ୧୫ ହଜାରରୁ ଅଧିକ ଟଙ୍କା ଦରମା ପାଉଛନ୍ତି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସୁଛି ଏହି ଖୁସି ଖବର। ଆଉ କେଇଟା ଦିନ ଭିତରେ ଇପିଏଫଓ ଆଣୁଛୁ ନୂଆ ପେନସନ୍ ସ୍କିମ୍।