Advertisment

ବେକରେ ଫୋନପେ, ଗୁଗଲପେ ଝୁଲାଇ ଭିକ ମାଗୁଛନ୍ତି ଏ ବୃଦ୍ଧ, କହୁଛନ୍ତି...

ହାତରେ ତାଟିଆ ନାହିଁ। ବେକରେ ଝୁଲାଇଛନ୍ତି ଫୋନପେ, ଗୁଗଲପେ। କେହି ଯଦି ଖୁଚୁରା ନାହିଁ ବୋଲି ଭିକ ଦେଉ ନାହିଁ, ତେବେ ଭିକାରି ଜଣକ କହୁଛନ୍ତି ବାରକୋଡ ସ୍କାନ କରି ଦାନ ଦିଅନ୍ତୁ। ଦେଖନ୍ତୁ ଏହି ଡିଜିଟାଲ ଭିକାରିକୁ...

author-image
Otv Khabar Bureau

ହାତରେ ତାଟିଆ ନାହିଁ। ବେକରେ ଝୁଲାଇଛନ୍ତି ଫୋନପେ, ଗୁଗଲପେ। କେହି ଯଦି ଖୁଚୁରା ନାହିଁ ବୋଲି ଭିକ ଦେଉ ନାହିଁ, ତେବେ ଭିକାରି ଜଣକ କହୁଛନ୍ତି ବାରକୋଡ ସ୍କାନ କରି ଦାନ ଦିଅନ୍ତୁ। ଦେଖନ୍ତୁ ଏହି ଡିଜିଟାଲ ଭିକାରିକୁ...  

Advertisment
Poor Man Digital Beggar PhonePe MP
Advertisment
Advertisment