Fake Post
ଓଟିଭି ନାଁରେ ସୋସିଆଲ ମିଡିଆରେ ଫେକ୍ ପୋଷ୍ଟ। କେହି ଦୁର୍ବୃତ୍ତ ଓଟିଭିର ଲୋଗୋ ବ୍ୟବହାର କରି ଏପରି ମିଛ ପୋଷ୍ଟ କରିଛି। ଏହି ପୋଷ୍ଟରେ ଲେଖାଯାଇଛି, ଏକଜିଟ୍ ପୋଲ ଅନୁସାରେ ବିଜେଡି ଆଗୁଆ ଅଛି।
Advertisment
ଓଟିଭି ତରଫରୁ ଏପରି କୌଣସି ଖବର ପ୍ରସାରଣ କରାଯାଇନାହିଁ। ଆମେ ପୁଣି ଥରେ ସ୍ପଷ୍ଟ ଭାବେ କହୁଛୁ ଯେ, ଓଟିଭି ଏମିତି କୌଣସି ଏକଜିଟ୍ ପୋଲ୍ ଖବର ପ୍ରସାରଣ କରିନାହିଁ। ଏହା ଏକ ଫେକ୍ ପୋଷ୍ଟ। ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)