ଚାଲିଛି ନାମାଙ୍କନ ପର୍ବ । ଆଜି ବିଜେପିର ହେଭିୱେଟ୍ ନାମାଙ୍କନ ଦାଖଲ କରୁଛନ୍ତି । ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଶାଳ ଶୋଭଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ।
ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ପୁଣି ବିଜେଡିର ସମର୍ଥନ । ବିଜେଡି ସମର୍ଥନରେ ନାମାଙ୍କନ ଭରିବେ ଅଶ୍ୱିନୀ । ନାଁ ଘୋଷଣାର କିଛି ସମୟ ମଧ୍ୟରେ ବିଜେଡିର ସମର୍ଥନ ।
ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ବିଜେପି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି । ଆଉ ବିଜେପିର ଘୋଷଣାର କିଛି ସମୟ ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇଛି ବିଜେଡି ।
ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?
ଲୋ ପଳାଲୋ...ମାଡ଼ ଗୋଟିଏ ଚାରଣା କରିଦେବେ ଏମାନେ....ମାତିଛନ୍ତି ଗୁଲାପୀ ଗ୍ୟାଙ୍ଗରେ ନାରଣ। ବଂଚିବୁ ଯଦି ଏରିଆ ଛାଡିଦେ, ନହେଲେ...
ତମେ ଖାଲି ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି, ଖାଲି ସିଗ୍ନାଲ ମିଳିବା ପରେ ଖୋବାଳି ଦେବୁ...ଟଙ୍କା ଟଙ୍କା ଖାଲି ହୁଅନି, କାମ କଲେ ସିନା ଭୋଟ୍ ପାଇବରେ ନାରଣ...
ସରପଂଚ ଜିତିଲା ବୋଲି...ବୋତଲ ଭାଙ୍ଗିବି ତୋ ଦୁଆରେଠୁ ଗେଲ୍ହୁ ତ ଚିପୁଡ଼ି ଦେଲୁ, ସବୁ ଗୀତରେ ଭାଇ ଆମର ଏମିତି ନାଚିଲେ ଯେ, ପୂରା ପଡ଼ିଆକୁ ହଳ କରିଦେଲେ...ଦେଖୁନୁରେ ନାରଣ କେମିତି ଗୋଡ଼କୁ ଉପରକୁ ଟେକି ନାଚୁଛନ୍ତି...
ଭାଷଣ ଦେଲେନି ଏ ପ୍ରାର୍ଥୀ ଜଣକ। ପଂଚାୟତରେ ବୁଲି ବୁଲି ଗାଇଲେ ଗୀତ। ତାଳି ମାଡ ବି ହେଲା। ଭୋଟର ଖୁସି ହେବା ପରେ ଏମିତି ମାଗିଲେ ଭୋଟ...
ଇଲୋ ହେଇଲୋ...ମେଢ କଣ ବାଇକ୍ରେ ଆଇଲାଣି? ଓଃ. ମଉସାଙ୍କର ପା’ ଖୋଲା ଦେହ ଚିହ୍ନ...ପୂରା ବିନଦାସ୍....କିଛି ନେବାର ନାହିଁ କି କିଛି ଦେବାର ନାହିଁ
ପରିସ୍ଥିତି ଏପରି ହେଲା କି ରଘୁନାଥଙ୍କୁ ପୋଲିସ୍ ସୁରକ୍ଷାରେ ଆଣିବାକୁ ପଡ଼ିଲା।
ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ଅଭିନୟ ପର୍ବ। କିଏ ତଳେ ବସି ପଖାଳ ଖାଇ ଦିଏ ତ ଆଉ କିଏ ହାତ ଯୋଡି କରେ ଗୁହାରି। ଆଉ ଏଠି...
ଭୋଟ ମାଗିବାକୁ ଯାଇଥିଲେ ନେତା...ତାଙ୍କ ବେକରେ ଏମିତି ଗେଣ୍ଡୁମାଳ ଲୋକେ ଦେଲେ ଯେ, ତରତର ହୋଇ ମାଳ କାଢି ପକାଇଲେ ନେତା...ନାରଣରେ ଏଇନୁ ମାରିଦେଇଥାଆନ୍ତେ....