• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Candidate

Sambit Patra
ନାମାଙ୍କନ ଦାଖଲ କଲେ ହେଭିୱେଟ୍; ପୁରୀରୁ ସମ୍ବିତ, ରାଉରକେଲାରୁ ଦିଲ୍ଲୀପଙ୍କ ପ୍ରାର୍ଥୀପତ୍ର ଦାଖଲ

ଚାଲିଛି ନାମାଙ୍କନ ପର୍ବ । ଆଜି ବିଜେପିର ହେଭିୱେଟ୍ ନାମାଙ୍କନ ଦାଖଲ କରୁଛନ୍ତି । ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଶାଳ ଶୋଭଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ।

BJD
ଅଶ୍ୱିନୀଙ୍କୁ ସମର୍ଥନ କଲା ବିଜେଡି

ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ପୁଣି ବିଜେଡିର ସମର୍ଥନ । ବିଜେଡି ସମର୍ଥନରେ ନାମାଙ୍କନ ଭରିବେ ଅଶ୍ୱିନୀ । ନାଁ ଘୋଷଣାର କିଛି ସମୟ ମଧ୍ୟରେ ବିଜେଡିର ସମର୍ଥନ ।

Rajya Sabha Candidate
ଅଶ୍ୱିନୀ ବୈଷ୍ଣବ ବିଜେପି ରାଜ୍ୟସଭା ପ୍ରାର୍ଥୀ

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ବିଜେପି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି । ଆଉ ବିଜେପିର ଘୋଷଣାର କିଛି ସମୟ ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇଛି ବିଜେଡି ।

News Fuse। Congress’ BMC Candidate Madhusmita Acharya Begins Election Campaign
ମୁଁ ମେୟର ହେଲେ, ସକାଳୁ ଉଠିଲା ବେଳର ସମସ୍ୟାଟା ସୁଧାରିବି...

ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍‌ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍‌ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?

News Fuse ॥ Violent Protest At Bhawanipatna BJP Office After Denial Of Ticket To A Candidate
ୟୁକ୍ରେନରୁ ଆଇଲା କି ଗୋଲାପୀ ଗ୍ୟାଙ୍ଗ୍‌? ଇଏ କଣ ଏମିତି ଉତ୍ପାତ ହେଉଛନ୍ତି?

ଲୋ ପଳାଲୋ...ମାଡ଼ ଗୋଟିଏ ଚାରଣା କରିଦେବେ ଏମାନେ....ମାତିଛନ୍ତି ଗୁଲାପୀ ଗ୍ୟାଙ୍ଗରେ ନାରଣ। ବଂଚିବୁ ଯଦି ଏରିଆ ଛାଡିଦେ, ନହେଲେ...

News Fuse । Congress Announces Madhusmita Acharya As Mayor Candidate For BMC
ଆଗେ ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି...

ତମେ ଖାଲି ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି, ଖାଲି ସିଗ୍ନାଲ ମିଳିବା ପରେ ଖୋବାଳି ଦେବୁ...ଟଙ୍କା ଟଙ୍କା ଖାଲି ହୁଅନି, କାମ କଲେ ସିନା ଭୋଟ୍‌ ପାଇବରେ ନାରଣ...

News Fuse- Inebriated Youth Rolls On Field To Celebrate Victory Of Candidate
ଜିତିବା ଖୁସି କଲା ପାଗଳ... ଖାଲି ଗେଲ୍ହୁ ତୁ ଚିପୁଡ଼ି ଦେଲୁ ଦିଲ୍‌ଟା

ସରପଂଚ ଜିତିଲା ବୋଲି...ବୋତଲ ଭାଙ୍ଗିବି ତୋ ଦୁଆରେଠୁ ଗେଲ୍ହୁ ତ ଚିପୁଡ଼ି ଦେଲୁ, ସବୁ ଗୀତରେ ଭାଇ ଆମର ଏମିତି ନାଚିଲେ ଯେ, ପୂରା ପଡ଼ିଆକୁ ହଳ କରିଦେଲେ...ଦେଖୁନୁରେ ନାରଣ କେମିତି ଗୋଡ଼କୁ ଉପରକୁ ଟେକି ନାଚୁଛନ୍ତି...

News Fuse- Candidate Sings To Woo Voters During Panchayat Polls
ପ୍ରାର୍ଥୀଙ୍କ ହାତରେ ମାଇକର ଫୋନ୍, ଗାଇଲେ ରହୁଚି ରହିବି ଗୀତ...

ଭାଷଣ ଦେଲେନି ଏ ପ୍ରାର୍ଥୀ ଜଣକ। ପଂଚାୟତରେ ବୁଲି ବୁଲି ଗାଇଲେ ଗୀତ। ତାଳି ମାଡ ବି ହେଲା। ଭୋଟର ଖୁସି ହେବା ପରେ ଏମିତି ମାଗିଲେ ଭୋଟ...

News Fuse। 2-Time Candidate Needs Promoting During Campaign For Panchayat Polls
ମଉସାଙ୍କ ଚିହ୍ନ ଖୋଲା ଦେହ, କିଛି ନେବାର ନାହିଁ କି କିଛି ଦେବାର ନାହିଁ...

ଇଲୋ ହେଇଲୋ...ମେଢ କଣ ବାଇକ୍‌ରେ ଆଇଲାଣି? ଓଃ. ମଉସାଙ୍କର ପା’ ଖୋଲା ଦେହ ଚିହ୍ନ...ପୂରା ବିନଦାସ୍‌....କିଛି ନେବାର ନାହିଁ କି କିଛି ଦେବାର ନାହିଁ

BJD-BJD Clash
ବିଜେପି ପାଇଁ ପ୍ରଚାର କଲେ ବିଜେଡି ନେତା !

ପରିସ୍ଥିତି ଏପରି ହେଲା କି ରଘୁନାଥଙ୍କୁ ପୋଲିସ୍ ସୁରକ୍ଷାରେ ଆଣିବାକୁ ପଡ଼ିଲା।

News Fuse- Village Residents Corner BJD Leaders During Campaigning For Candidate
ଚାନ୍ଦିନୀ ଉପରେ ଚୌକି, ଚୌକି ଉପରେ ନେଇ ନେଇ ନେତା

ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ଅଭିନୟ ପର୍ବ। କିଏ ତଳେ ବସି ପଖାଳ ଖାଇ ଦିଏ ତ ଆଉ କିଏ ହାତ ଯୋଡି କରେ ଗୁହାରି। ଆଉ ଏଠି...

News Fuse- Special Episode On Odisha Panchayat Polls & Candidate\'s Campaigning Approach
ବେକରେ ଏମିତି ଗେଣ୍ଡୁ ଦେଲେ ଯେ, ନେତା ନିଶ୍ୱାସ ନେବା ପାଇଁ ତରତର ହୋଇ କାଢି ଦେଲେ

ଭୋଟ ମାଗିବାକୁ ଯାଇଥିଲେ ନେତା...ତାଙ୍କ ବେକରେ ଏମିତି ଗେଣ୍ଡୁମାଳ ଲୋକେ ଦେଲେ ଯେ, ତରତର ହୋଇ ମାଳ କାଢି ପକାଇଲେ ନେତା...ନାରଣରେ ଏଇନୁ ମାରିଦେଇଥାଆନ୍ତେ....

Mask With Electronic Device Seized From Candidate Appearing For Recruitment Exam In Maharashtra
କପି ପାଇଁ ନୂଆ ବାଟ

ପରୀକ୍ଷାରେ କପି କରିବା ପାଇଁ ନୂଆ ତରିକା । ଭିଡିଓରେ ଦେଖନ୍ତୁ କପିର ନୂଆ ତରିକା କଣ ରହିଛି