ଏହି ସ୍ଥାନରେ ଗ୍ୟାରେଜ୍ କରିବା ମାନେ ମୃତ୍ୟୁବତ୍ ପୀଡ଼ାକୁ ନିଜେ ନିମନ୍ତ୍ରଣ କରିବା । ଏହି ସ୍ଥାନରେ ଗ୍ୟାରେଜ୍ କରିକି ଯଦି ସବୁବେଳେ ଗାଡ଼ି ପାର୍କିଂ କରାଯାଉଥାଏ ଏବଂ ଏହି ସ୍ଥାନରେ ଗାଡ଼ିର ପୁରୁଣା ସ୍ପେୟାର ପାର୍ଟ ଏବଂ ଗାଡ଼ିର ଚକା ଆଦି ରଖାଯାଉଥାଏ ତେବେ ଏହା ଘୋର ବାସ୍ତୁଦୋଷ ସୃଷ୍ଟିକରିଥାଏ । ଏହି ସ୍ଥାନକୁ ସବୁବେଳେ ସଫା ଏବଂ ହାଲୁକା ରଖାଯାଏ ବୋଲି ଆମେ ଆଗରୁ ଜାଣିଛୁ ।
ଦୀର୍ଘ ୧୦ ବର୍ଷ ହେଲା ଚାଲିଥିବା ଏହି ସେବାରୁ କେବେ ଅବସର ନେବା କଥା ଭାବିନାହାନ୍ତି ମନୋରଞ୍ଜନ। ପ୍ରତ୍ୟେକଦିନ ଦିନ ସକାଳୁ ଉଠି ପରିବା ଆଣିବାକୁ ହାଟକୁ ଯାଆନ୍ତି ଆଉ ହାଟରୁ ତଟକା ତଟକା ପରିବା ଆଣି ସ୍ତ୍ରୀ ଆଗରେ ଗଦେଇ ଦିଅନ୍ତି .... ସେପଟେ ସ୍ତ୍ରୀ ମାଣିକ ରୋଷେଇ କରି ଅତି ଶ୍ରଦ୍ଧାର ସହ ପଠେଇ ଦିଅନ୍ତି ଲୋକଙ୍କ ପାଇଁ...।
ହାତରେ ତାଟିଆ ନାହିଁ। ବେକରେ ଝୁଲାଇଛନ୍ତି ଫୋନପେ, ଗୁଗଲପେ। କେହି ଯଦି ଖୁଚୁରା ନାହିଁ ବୋଲି ଭିକ ଦେଉ ନାହିଁ, ତେବେ ଭିକାରି ଜଣକ କହୁଛନ୍ତି ବାରକୋଡ ସ୍କାନ କରି ଦାନ ଦିଅନ୍ତୁ। ଦେଖନ୍ତୁ ଏହି ଡିଜିଟାଲ ଭିକାରିକୁ...