ମୁଁ କ’ଣ ଖୋଲିକି କହିବି? ପାଖରେ ଅଖା ନାହିଁ କି ବିରି ନାହିଁ ଖାଲି ଷ୍ଟାଇଲ୍ ମାରୁଛି ସାଇଁ ସାଇଁ...ଅନ୍ଧାରିଆ ଦେଖିକି ଖାଲି ଝୁଣ୍ଟେଇ ହେଉଛି...ଇଏ କାଳେ ମୋର ଜ୍ୱାଇଁ?
ଘଣ୍ଟାଏ ଯାଏଁ ବନ୍ଦ ହୋଇଗଲା ରାସ୍ତା। ବିଚ୍ ରାସ୍ତାରେ ଯୁବକ-ଯୁବତୀ ହାତାହାତି। ଡ୍ରାମା ଦେଖୁଥିଲା ପୂରା ଦୁନିଆ।...ଅଟକାଇବାକୁ ଆସୁନଥିଲେ କେହି, ଦେଖନ୍ତୁ କେମିତି ଥିଲା ସେହି ଦୃଶ୍ୟ...
କ୍ଷୁଦ୍ର ଜଳସେଚନ ବିଭାଗରେ ଚାଲିଛି ଭୟଙ୍କର ଦୁର୍ନୀତି। ୨୨ ବର୍ଷ ପରେ ବି ସରିପାରୁନି ପ୍ରକଳ୍ପ...୨୦୦୦ ମସିହାରେ ୪ କୋଟି ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ପ୍ରକଳ୍ପ ୨୦୨୨ରେ ୩୦ କୋଟିରେ ପହଞ୍ଚିଲାଣି। ହେଲେ ଏବେ ବି ସରିପାରିନି ପ୍ରକଳ୍ପର କାମ...ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କେବେ?
ଖରାଦିନକୁ ପେଟେ ପଖାଳ ନାଦି ଦେଇ ବିଧାନସଭା ଭିତରେ ଶୋଇ ପଡ଼ିଲେ ଭାଲୁ ଭାଇ। ନାରଣ ଇଏ ପା’ ଇଲେକ୍ସନରେ ଖଟି ଖଟି ଥକି ପଡ଼ିଛନ୍ତି। ତେଣୁ ଟିକିଏ ଥଣ୍ଡାରେ ବସିଲେ ଆଖି ଖାଲି ଝାଙ୍କି ଦେଉଛି, ସେପଟେ ବିଷ୍ଣୁ ଭାଇ ଯେତେ ପାଟିକଲେ ବି ଭାଲୁ ଭାଇଙ୍କ ନିଦ ଭାଙ୍ଗୁନି, ଦେଖୁନାହାନ୍ତି କେତେ ନିଦରେ ଅଛନ୍ତି ଭାଲୁ ଭାଇ...
କେଉଁଠି ନଳକୂପରୁ ଗୋଳିଆ ପାଣି ବାହାରୁଛି ତ ଆଉ କେଉଁଠି ଷ୍ଟାଣ୍ଡପୋଷ୍ଟ ଥାଇ ଆସୁନି ପାନୀୟ ଜଳ । ପାଟଣାଗଡ ବ୍ଲକ ମରୁଆ ପଞ୍ଚାୟତ ପଣ୍ଡରିପାଣି ମହୁଲପଡାରୁ ସାମ୍ନାକୁ ଆସିଛି ଏହି ଘଟଣା ।
ଋଷ ବର୍ତ୍ତମାନ ବିଶ୍ୱକୁ ଶାସନ କରିବ କି? ଋଷ୍ ଆମେରିକାକୁ ଅତିକ୍ରମ କରି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ହେବ କି? ଏହି ପ୍ରଶ୍ନଗୁଡ଼ିକ ଉଙ୍କିମାରିବା ପଛରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ରହିଛି। ସେ ପୂର୍ବାନୁମାନ କରିଛନ୍ତି ଯେ ଦିନେ ଋଷ୍ ବିଶ୍ୱର ସ୍ୱାମୀ ହେବ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଶେୟାର ହେଉଛି ଯାହା ତୁମ ଆଖିକୁ ଛଳ ଛଳ କରିଦେବ। ଏହି ଭିଡିଓରେ ଦେଖାଯାଉଛି ଯେ ହ୍ୱିଲ୍ ଚେୟାରରୁ ଉଠିପଡି ସୈନିକ ପୁଅକୁ ସାଲ୍ୟୁଟ୍ ମାରୁଛନ୍ତି ବାପା।
ଚଢେଇ ହେଇଗଲା ତାଙ୍କ ବନ୍ଧୁ। ତାଙ୍କୁ ଛାଡି ରହି ପାରିଲା ନାହିଁ। ତାଙ୍କ ଚୁଟିରେ ତିଆରି କଲା ବସା ଆଉ ସେଇଠି ରହିଲା।
ଏ ସରକାରକୁ ଧର୍ମ ସହିବନି ଇଲେକ୍ସନ ହେବ, ବାଜା ବାଜିବ, ହେଲେ ପିଣ୍ଡ ଦେଲା ବେଳକୁ କରୋନା ଖାଇବ?
କାନ୍ଥରୁ ବାହା ଚିତା ଲିଭିନି, ଆଉ ଗାଁ ମଶାଣୀରେ ପୁଅ-ବୋହୂଙ୍କ ଚିତା ଲାଗିଲା। ବିବାହର ମାତ୍ର ୮ ମାସ ପରେ ବିଷ ପିଇ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ । ଏଦୃଶ୍ୟକୁ ଭଲରେ ଦେଖନ୍ତୁ, କେମିତି ଏକା ସାଙ୍ଗରେ ପୁଅ-ବୋହୂଙ୍କର ଉଠୁଛି କୋକେଇ।
ଦିନକୁ ଦିନ ମାଟିର ମାନ କମି କମି ଯାଉଛି। ଏହା ଭବିଷ୍ୟତ ବଂଶଧର ପାଇଁ ସତର୍କ ଘଣ୍ଟି। ଏହାକୁ ନେଇ କ’ଣ କୁହନ୍ତି ସନ୍ଥ ସଦଗୁରୁ ଆସନ୍ତୁ ଜାଣିବା…
ସଚଳ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କକୁ ଚିଠି କରାଯାଇଥିଲା । ହେଲେ ରିଜର୍ଭ ବ୍ୟାଙ୍କ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ବୋଲି ସେ କହିଛନ୍ତି ।
ଟେଣ୍ଡରରେ ୪ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିବା ବେଳେ ଏସ୍ବିଆଇ ସର୍ବାଧିକ ବିଡିଂ ଡାକି ଟଙ୍କା ଜମା କରିବାର ଅଧିକାର ପାଇଛି । ଏକ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।
ଦେଶର ଅଭିବୃଦ୍ଧି ହାର ୭.୮% ରହିବା ଆକଳନ କରାଯାଇଛି । ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୨% ରହିବ ବୋଲି ମଧ୍ୟ ଆକଳନ କରାଯାଇଛି ।
ଏମିତି ହେଲେ ସ୍କୁଲରେ ଉପସ୍ଥାନ ବଢିବ ହିଁ ବଢିବ । ଏଠି ନାହିଁ ପାଠପଢାର ବୋଝ । ସରକାରୀ ସ୍କୁଲରେ ଡିଜିଟାଲ ସହାୟତାରେ ପାଠ ପଢାଉଛନ୍ତି ପ୍ରଧାନଶିକ୍ଷକ ।
ଭାଗ୍ୟ ବଦଳାଇ ଦେଲା ଭାଇରାଲ ଭିଡ଼ିଓ। ଟର୍ଣ୍ଣାଡୋରେ ଗାଡ଼ି ଭାଙ୍ଗି ଛତୁ ହୋଇଯାଇଥିଲା...ଏବେ ନୂଆ ଗାଡ଼ି ତ ପାଇଲେ ପୁଣି ୧୧ ଲକ୍ଷର ଚେକ୍ ବି ପାଇଲେ।
ବେକରେ ମନ୍ଦାର ମାଳ ଦେଲେ ଜନତା, ପକେଟ୍ରୁ ଗାନ୍ଧିମୁଣ୍ଡ ବଢାଇ ଦେଲେ ନେତା। ନେତାଙ୍କ ବେକରେ ମନ୍ଦାର ମାଳ ଦେଲେ ଜନତା।
ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସର ବିରୋଧ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଆସି ଗୃହରେ ଉତ୍ତର ରଖିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ ସହ ହଟ୍ଟଗୋଳ କରିଛି।
ବର୍ଷେ ପରେ ଘରକୁ ଫେରିଛନ୍ତି BSF ଯବାନ। ବାଜା ବଜାଇ, ବାଣ ଫୁଟାଇ ବୀର ପୁଅକୁ ବୀର ମାଟିରେ କରଗଲା ସ୍ୱାଗତ। ଭାବବିହ୍ୱଳ ହେଲେ ଗାଁ ଲୋକେ। ସେପଟେ ମାଆ କହିଲେ, ସିଏ ମୋ ପୁଅ ନୁହେଁ ବରଂ ଭାରତ ମାତାର ପୁଅ
ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ
ଇ-ଗାଡ଼ିର ଡିଲରସିପ୍ ନେବାର ଦେଖୁଥିଲେ ସ୍ୱପ୍ନ। ବ୍ୟାଙ୍କରୁ କିସ୍ତି ଆଣି ମାଆଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିବେ କ’ଣ? ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା,
ମହୁଲ ତୋଳାରୁ ତୀରମାଡ଼ । ମହୁଲ ତୋଳିବାକୁ ନେଇ ଜଣଙ୍କୁ ତୀରମାଡ଼ ହୋଇଥିବା ସୂଚନା ମିଳିଛି । କେନ୍ଦୁଝରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
କଟକ ନରାଜ କାଠଯୋଡିରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।
ଭିଜିଲାନ୍ସ ଜାଲରେ ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଦ୍ୱାରା ରେଡ୍ କରାଯାଉଛି ।
ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। ସବୁଠାରୁ ବଡ଼ କଥା, ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିବା ଜଣାପଡ଼ିଛି।