ଘଣ୍ଟାଏ ଯାଏଁ ବନ୍ଦ ହୋଇଗଲା ରାସ୍ତା। ବିଚ୍ ରାସ୍ତାରେ ଯୁବକ-ଯୁବତୀ ହାତାହାତି। ଡ୍ରାମା ଦେଖୁଥିଲା ପୂରା ଦୁନିଆ।...ଅଟକାଇବାକୁ ଆସୁନଥିଲେ କେହି, ଦେଖନ୍ତୁ କେମିତି ଥିଲା ସେହି ଦୃଶ୍ୟ...
ସ୍ୱାମୀ,ସ୍ତ୍ରୀ ଏକାଠି ହେବେ କଣ ବରଂ ସ୍ଥିତି ବିଗିଡ଼ିଗଲା। ଫିଲ୍ମ ଷ୍ଟାଇଲରେ ପ୍ରେମ ବିବାହ କରିଥିବା ଦୁଇ ପ୍ରେମୀ ଯୁଗଳଙ୍କ ଏଭଳି କ୍ଲାଇମେକ୍ସ ଚର୍ଚ୍ଚାର ବିଷୟ ହୋଇଛି।