ବର୍ଷେ ପରେ ଘରକୁ ଫେରିଛନ୍ତି BSF ଯବାନ। ବାଜା ବଜାଇ, ବାଣ ଫୁଟାଇ ବୀର ପୁଅକୁ ବୀର ମାଟିରେ କରଗଲା ସ୍ୱାଗତ। ଭାବବିହ୍ୱଳ ହେଲେ ଗାଁ ଲୋକେ। ସେପଟେ ମାଆ କହିଲେ, ସିଏ ମୋ ପୁଅ ନୁହେଁ ବରଂ ଭାରତ ମାତାର ପୁଅ
Published: Prangyan Parimita
Last updated: 30 March 2022, 01:29 PM IST
ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ