ଖରାଦିନକୁ ପେଟେ ପଖାଳ ନାଦି ଦେଇ ବିଧାନସଭା ଭିତରେ ଶୋଇ ପଡ଼ିଲେ ଭାଲୁ ଭାଇ। ନାରଣ ଇଏ ପା’ ଇଲେକ୍ସନରେ ଖଟି ଖଟି ଥକି ପଡ଼ିଛନ୍ତି। ତେଣୁ ଟିକିଏ ଥଣ୍ଡାରେ ବସିଲେ ଆଖି ଖାଲି ଝାଙ୍କି ଦେଉଛି, ସେପଟେ ବିଷ୍ଣୁ ଭାଇ ଯେତେ ପାଟିକଲେ ବି ଭାଲୁ ଭାଇଙ୍କ ନିଦ ଭାଙ୍ଗୁନି, ଦେଖୁନାହାନ୍ତି କେତେ ନିଦରେ ଅଛନ୍ତି ଭାଲୁ ଭାଇ...
Published: Otv Khabar Bureau
Last updated: 31 March 2022, 08:42 AM IST
ହତଶିରୀ ସୁନାର ଲଙ୍କା ପ୍ରାଚୁର୍ଯ୍ୟର ଭୂଖଣ୍ଡରେ ନାହିଁ ନାହିଁର ଆର୍ତ୍ତ ଚିତ୍କାର । ଗୁରୁତର ଆର୍ଥିକ ସଙ୍କଟର ଶୀକାର ପରେ ପଡ଼ୋଶୀ ଶ୍ରୀଲଙ୍କାରେ ସୃଷ୍ଟି ହୋଇଛି ଅତି ଉତ୍କଟ ଅବସ୍ଥା ।