• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

nilagiri
କାଉନସିଲର ହେବା ପରେ ବି ବେଉସା ଛାଡି ନାହାଁନ୍ତି , ରାଜନୀତିକୁ ନିଶା ଓ କୌଳିକ ବୃତ୍ତିକୁ ପେଶା କରିଛନ୍ତି ପ୍ରତାପ

ଏମିତି ଜଣେ ଲୋକ ପ୍ରତିନିଧି, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ...

Allegation Against Headmaster
ପ୍ରଧାନଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ସକାଳୁ ସକାଳୁ ସ୍କୁଲ୍‌ ଛାଡ଼ିଲେ ଛାତ୍ରୀ

ସରକାରୀ ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ଏହାସହ ପ୍ରଧାନଶିକ୍ଷକ ଦୁର୍ବ୍ୟହାର କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଚାଲି ଚାଲି ଯାଇ ବିଡିଓଙ୍କ ଫେରାଦ ହେଲେ ଛାତ୍ରୀ। 

Crude Oil & Natural Gas
ଗୋପ ବ୍ଲକରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ : କ୍ଷେତ୍ର ପରିଦର୍ଶନ କରିଛନ୍ତି ଭୂତତ୍ତ୍ୱବିତ୍

ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା

Vandalism Of Chulhas Inside Puri Jagannath Temple
ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣା; ୨୪ ଘଣ୍ଟା ପରେ ବି ମିଳିପାରିନି ଦୁର୍ବୃତ୍ତଙ୍କ ଟେର

ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ ।

Little girl sings kahin pyar na ho jaye song
ଭାଇରାଲ୍ ଗାର୍ଲ: କୋମଳ କଣ୍ଠରେ ମୋହିଲା ମନ

ଭାଇରାଲ୍ ହେଉଛି କୁନି ଝିଅ। ଗୀତ ଗାଇ ମନ ମୋହୁଛି। ଯିଏ ଶୁଣିଛି ସିଏ ଅଟକି ଯାଉଛି। ପ୍ରଶଂସା କରିବାକୁ ପଛଉ ନାହିଁ।

Alcohol addiction know scientist shocking reasons
ମଣିଷ କାହିଁକି ପିଉଛି ମଦ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମଦ୍ୟପାନ ଅନେକ ମଣିଷଙ୍କ ନିତି ଦିନିଆ ଅଭ୍ୟାସ ହୋଇଯାଇଛି। ଅନେକ ମଣିଷ ଅଛନ୍ତି ମଦ୍ୟପାନ ନ କଲେ ରହିପାରନ୍ତି ନାହିଁ। ତେବେ ମଣିଷର ଏହି ଅଭ୍ୟାସ କାହିଁକି ହେଲା ଜାଣିବା ପାଇଁ ପଢନ୍ତୁ।

Chula Broken Special Story
ବଡ଼ଠାକୁରଙ୍କ ଶ୍ରୀମନ୍ଦିରରେ ସାଂଘାତିକ ଦୁଃସାହସ: କିଏ ଭାଙ୍ଗିଲା 'ଜଗା'ର ଚୁଲି?

ହେଲେ ରାତିରେ କିଏ ଏଭଳି କାଣ୍ଡ କଲା-ସବୁ ଅସ୍ପଷ୍ଟ।

tragic story
୭୫ ବର୍ଷ ଅସହାୟ ଅଜା ଭରସାରେ ଦୁଇ ନାତି : ଓଳିଏ ଖାଇଲେ ଓଳିଏ ଉପାସ, ଦୁଃଖରେ ସାଗରରେ ଅସହାୟ ପରିବାର

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିନାପାଲିର ଅନିରୁଦ୍ଧ ମେହେର । ଦୁଇ ନାତିକୁ ଧରି ବୟସରେ ଅପରାହ୍ନରେ ଘର କୋଣରେ ପଡ଼ି ରହିଛନ୍ତି । ପରିବାର ଚଳାଇବା ପାଇଁ କେହି ନାହାନ୍ତି ।

school
ଶିକ୍ଷାଦାନର ବିକଳ ଦୃଶ୍ୟ : ବାରଣ୍ଡା ଓ ଗଛମୂଳେ ଗଢ଼ା ଯାଉଛି ଦେଶର ଭବିଷ୍ୟତ

ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତ ଭୋଇସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟଟି ୧୩୭ ବର୍ଷର ପୁରୁଣା । ବିଦ୍ୟାଳୟରେ ଘଗ ଅଭାବରୁ ରୋଷେଇ ଘରେ ଚାଲିଛି ପିଲାଙ୍କ ପାଠପଢା।

save soil movement
ଅବକ୍ଷୟମୁଖୀ ମୃତ୍ତିକା: ୪୦ରୁ ୬୦ ବର୍ଷ ପରେ ଅମଳକ୍ଷମ ହେବନି ମାଟି

ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମୃତ୍ତିକା ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଲଣ୍ଡନର ଟ୍ରାଫାଲଗଡ ସ୍କୋୟାରରୁ ସେ ୧୦୦ ଦିନିଆ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ

loyal dog
ଋଣ ଶୁଝିଲା ନିରୀହ ପଶୁ; ମାଲିକର ଶବ ସତ୍କାର ହେବା ପର୍ଯ୍ୟନ୍ତ ଜଗି ରହିଲା କୁକୁର

ମଣିଷ ଏବଂ ପଶୁ ଭିତରେ ପ୍ରେମର କରୁଣ ଚିତ୍ର । ଜୀବନ ଥିବା ବେଳେ ସାଥିରେ ବୁଲୁଥିଲା କୁକୁର , ହେଲେ ମାଲିକ ମରିଗଲା ପରେ ମଧ୍ୟ ଘଣ୍ଟା ଘଣ୍ଟା ଶବ ପାଖରେ ଜଗି ବସିଲା କୁକୁର ।

Skeleton
ଖେଳିଗଲା ଆତଙ୍କ ! ରାଜଧାନୀ ପରେ କୋରାପୁଟ ରାସ୍ତାରୁ ମିଳିଲା ଖପୁରୀ

ପ୍ରମାଣ ନଷ୍ଟ ପାଇଁ ହତ୍ୟା କରି ପୋଡିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ଛାନ୍‌ଭିନ୍ ଚଳାଇଛି । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୋରାପୁଟ ଏସ୍‌ଡିପିଓ କହିଛନ୍ତି ।

Special Story | Transgender Community Members Open Tea Stall In Premises Of Gajapati Collectorate
କିନ୍ନରଙ୍କ ମୁହଁରେ ହସ ଫୁଟିଲା, ଜିଲ୍ଲାପାଳ ପିଇଲେ ଚା’

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚା ଦୋକାନ ଖୋଲିଲେ କିନ୍ନର। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ନିଆରା ଚା ଦୋକାନ ଖୋଲିଛି। ଚାଲନ୍ତୁ ଥରେ ବୁଲି ଆସିବା ଆଉ ଦେଖିବା ସେଠି କିଏ କିଏ ସବୁ ଚା ପିଉଛନ୍ତି

Yojana Ra Hariloot – Locals Allege Massive Irregularities In AWAS Yojana In Mayurbhanj
ଆବାସ ଯୋଜନାରେ ଘର ପାଇଲେ। ହେଲେ, ଏମାନଙ୍କୁ ଠକି ଟଙ୍କା ନେଇଗଲା ଠିକାଦାର

୫ ବର୍ଷ ହେଲାଣି ଆବାସ ଯୋଜନା ଘର ମିଳିଥିଲା ଏମାନଙ୍କୁ। ହେଲେ ଆଜି ପର୍ଯ୍ୟନ୍ତ ଘର ପାଇଲେନି...ସମସ୍ତଙ୍କୁ ଠକି ଦେଲା ଠକ ଠିକାଦାର...ନିଜ ପକେଟ୍‌ ଗରମ କଲା, ଶୀତକାକରରେ ଛଟପଟ ବସ୍ତିବାସିନ୍ଦା...

OTV Khola Katha - Post Urban Poll Success, Bapi Sarkhel Weighs On His Future Prospects
କଂଗ୍ରେସରୁ ଆଉ ପ୍ରାର୍ଥୀ ହେବେନି ବାପି ସର୍ଖେଲ? ପ୍ରଗତିକୁ ନେଇ ରାଜନୀତି କରିବୁନି...

ଭବିଷ୍ୟତ କିଏ ଦେଖିଛି? ମତେ ବିଜେଡ଼ି-ବିଜେପି ଉଭୟ ଡାକିପାରନ୍ତି...ଲୋକଙ୍କ ଭରସା ଅଛି, ଯାହା ଦରକାର ପଡ଼ିବ ମୁଁ କିରିବି...ଶୁଣନ୍ତୁ କଣ କହୁଛନ୍ତି ବାପି ବାବୁ?

Special Story | Koraput Man Weaves Magic With Flute, Lights Way For Disciples
ବାୟା କରୁଛି ସାର୍‌ଙ୍କ ବଂଶୀ ସ୍ୱର

କିମିଆ କରୁଛି ସାର୍‌ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍‌ଙ୍କ ବଂଶୀ ସ୍ୱର

Special Story | Once An English Teacher, Bengaluru Man Now Wins Hearts Driving Auto
ଅଟୋ ଚଳାଉଛନ୍ତି ଇଂରାଜୀ ଅଧ୍ୟାପକ : କହୁଛନ୍ତି, ମୁଁ ରୋଡ୍‌ ରାଜା...

ଅଧ୍ୟାପକରୁ ଅଟୋ ଡ୍ରାଇଭର। ଦିନେ ଇଂରାଜୀରେ ଅଧ୍ୟାପକ ଥିଲେ, ଏବେ ଅଟୋ ଡ୍ରାଇଭର ହେଲେ। ଚାକିରି ପରେ ପେନସନ୍‌ ନମିଳିବାରୁ ପରିବାର ଚଳାଇବା ପାଇଁ ବାଛି ନେଇଛନ୍ତି ଏମିତି ରାସ୍ତା...କହୁଛନ୍ତି ମୁଁ ରୋଡ୍‌ ରାଜା। ଯେତେବେଳେ ଇଚ୍ଛା ହେବ ଖଟିବି ଯେତେବେଳେ ଇଚ୍ଛା ହେବ ଶୋଇବି...

Special Story | Elderly Couple In Soro Suffer indescribable Physical Torture By Son
ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା-ମାଆ: ମାଡ଼ ମାରିଲେ, ଘରୁ ବାହାର କରିଦେଲେ

ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହେଲେଣି ବୁଢା ବାପା-ମାଆ। ଶାଶୂଙ୍କୁ ଚାକରାଣୀ ବୋଲି ଖଟାଉଥିଲା ବୋହୂ। କଥା ମାନିଲାନି ବୋଲି ବୁଢୀ କାଳରେ ଦାଆ ଧରି ହାତ କାଟିଲା, ଘୋଷାରି ଘୋଷାରି ଘରୁ ବାହାର କରିଦେଲା...ସେପଟେ ବାପାର ଡ୍ରେସ୍‌ ଚିରି ଘରୁ ବାହାର କରିଦେଲା କଳିଯୁଗର କୁଳାଙ୍ଗାର ପୁଅ

News Fuse – Utkal Diwas Special – Odias Who Don’t Know About Odisha
ପ୍ଲିଜ୍‌ ମତେ କିଛି ପଚାରନା...ମୋ ପାଟି ଥରିବ, ମୁଁ ଏଇ ୱାର୍ଡର ବି ନୁହେଁ...

ପ୍ଲିଜ୍‌ ପ୍ଲିଜ୍‌ ମତେ ଜମା ପଚାରନା। ମୋ ପାଟି ଥରିବ...ଏମିତିରେ ବି ଏ ୱାର୍ଡରେ ମୋ ଘର ନୁହେଁ । ମାରିଦେଲୁରେ ନାରଣ। ଆମେ କଣ ୱାର୍ଡ ୱାରି ପଚାରୁଛୁ ? ଆମେ ପଚାରୁଛୁ ଉତ୍କଳ ଦିବସ ପାଳନ ହୁଏ କାହିଁକି ? ଆଉ ତୁମେ ଏମିତି ଛାଟିପିଟି କାହିଁକି ହେଉଛ?

Elderly Couple In Soro Suffer indescribable Physical Torture By Son
ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା-ମାଆ: ମାଡ଼ ମାରିଲେ, ଘରୁ ବାହାର କରିଦେଲେ

ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହେଲେଣି ବୁଢା ବାପା-ମାଆ। ଶାଶୂଙ୍କୁ ଚାକରାଣୀ ବୋଲି ଖଟାଉଥିଲା ବୋହୂ। କଥା ମାନିଲାନି ବୋଲି ବୁଢୀ କାଳରେ ଦାଆ ଧରି ହାତ କାଟିଲା, ଘୋଷାରି ଘୋଷାରି ଘରୁ ବାହାର କରିଦେଲା...ସେପଟେ ବାପାର ଡ୍ରେସ୍‌ ଚିରି ଘରୁ ବାହାର କରିଦେଲା କଳିଯୁଗର କୁଳାଙ୍ଗାର ପୁଅ ।

 Koraput Man Weaves Magic With Flute, Lights Way For Disciples
ବାୟା କରୁଛି ସାର୍‌ଙ୍କ ବଂଶୀ ସ୍ୱର, ସ୍କୁଲ ଯିବା ପାଇଁ ତରତର କୁନି ପିଲା

କିମିଆ କରୁଛି ସାର୍‌ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍‌ଙ୍କ ବଂଶୀ ସ୍ୱର...

I Love Bhubaneswar
ମହାଦେବ ଶିବଙ୍କ ନାଁରୁ ଆସିଛି ଭୁବନେଶ୍ୱର ! ଏପ୍ରିଲ ୧୩-୧୫ ଯାଏଁ ରାଜଧାନୀ ଦିବସ

୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖ ଦିନ, ‘ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ’ ଭାବରେ ପାଳନ କରାଯାଏ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା ।

Puri Temple
ଶ୍ରୀମନ୍ଦିର ଚାରିପାଖେ ଖନନ କାର୍ଯ୍ୟ: ଥମୁନି ବିବାଦ ! କୁଆଡ଼େ ଗଲା ମାଟି, କ’ଣ ହେଉଛି ନିର୍ମାଣ ?

ନିର୍ମାଣ ବେଳେ ଶ୍ରୀମନ୍ଦିର ଚାରିପଟୁ ବହୁ ମାଟି କାଢ଼ି ନିଆଯାଇଛି । ସେସବୁ ଗଲା କୁଆଡ଼େ ? ତାକୁ ନେଇ ବି ନାନା ପ୍ରଶ୍ନ । ଅପରପକ୍ଷେ ଏବେ ବି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ଓ ଶଙ୍କା ରହିଛି ।

Jagannath Temple, Puri
BIG BREAKING ! ଶ୍ରୀମନ୍ଦିର ରୋଷ ଘରେ ଭଙ୍ଗିଲା ୮୦ରୁ ଅଧିକ ଚୁଲା

ଶ୍ରୀମନ୍ଦିର ରୋଷଘରେ ବ୍ୟାପକ ଭଙ୍ଗାରୁଜା । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲାକୁ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି ।

Badbil ESI hospital
ନାଁକୁ ମାତ୍ର ଇଏସ୍‌ଆଇ ହସ୍ପିଟାଲ, ସ୍ୱାସ୍ଥ୍ୟସେବା କଥା ନକହିବା ଭଲ

କେନ୍ଦୁଝରର ବଡ଼ବିଲ ଅଞ୍ଚଳରେ ଥିବା କିଛି ଡାକ୍ତରଖାନା ଉପରେ ଆମର ନଜର ପଡ଼ିଥିଲା । ଯେଉଁଠି କେବଳ କାଗଜପତ୍ରରେ ଚାଲିଛି ସ୍ୱାସ୍ଥ୍ୟସେବା ।