ଏତେ ଟଙ୍କା ଖର୍ଚ୍ଚ କାହା ପାଇଁ ? କି କାମ ହେଲା ଯେ SDC ବାଦ୍ ଆହୁରି ୨୦ ଲକ୍ଷ ଦରକାର ପଡ଼ିଲା ?
ମୂଳରୁ ରାସ୍ତା କାମ ହୋଇନି, ନାଁକୁ ମୋରମ ପଡିଛି । ହେଲେ ବିଲ୍ ହୋଇଛି ୫ ଲକ୍ଷ ଟଙ୍କା..ଶ୍ରମିକଙ୍କୁ ପୁଣି ୩୪୫ ବଦଳରେ ମିଳିଛି ମାତ୍ର ୨୦୦ ଟଙ୍କା
ମୂଳରୁ ରାସ୍ତା କାମ ହୋଇନି, ନାଁକୁ ମୋରମ ପଡିଛି । ହେଲେ ବିଲ୍ ହୋଇଛି ୫ ଲକ୍ଷ ଟଙ୍କା..ଶ୍ରମିକଙ୍କୁ ପୁଣି ୩୪୫ ବଦଳରେ ମିଳିଛି ମାତ୍ର ୨୦୦ ଟଙ୍କା
୫ ବର୍ଷ ହେଲାଣି ଆବାସ ଯୋଜନା ଘର ମିଳିଥିଲା ଏମାନଙ୍କୁ। ହେଲେ ଆଜି ପର୍ଯ୍ୟନ୍ତ ଘର ପାଇଲେନି...ସମସ୍ତଙ୍କୁ ଠକି ଦେଲା ଠକ ଠିକାଦାର...ନିଜ ପକେଟ୍ ଗରମ କଲା, ଶୀତକାକରରେ ଛଟପଟ ବସ୍ତିବାସିନ୍ଦା...
ଏ ରାସ୍ତାକୁ ଟିକିଏ ଭଲରେ ଦେଖନ୍ତୁ...ମୂଳରୁ ମାଟି ମୁଠାଏ ପଡ଼ିନି କିନ୍ତୁ କାମ ପାଇଁ ବିଲ୍ ହୋଇଛି ୧୭ ଲକ୍ଷ ଟଙ୍କା...ଜଣାପଡ଼ିବା ପରେ ଏବେ ପଡୁଛି ପ୍ୟାଚ୍...