୨୦୧୪ରେ ପ୍ରସ୍ତାବିତ ଏହି ପ୍ରକଳ୍ପ ୨୦୨୧ରେ ଆଗକୁ ବଢିଥିଲା । କେନ୍ଦ୍ର ସରକାର ସେତେବେଳେ ଦୁଇଟି ବାଣିଜ୍ୟିକ ଓ ଷ୍ଟ୍ରାଟେଜିକ୍ ରିଜର୍ଭକୁ ଅନୁମୋଦନ ଦେଇଥିଲେ । ଜମି ବିବାଦ ଓ ଅନ୍ୟ ଅସୁବିଧା ଯୋଗୁଁ ୭ ବର୍ଷ ଧରି ପ୍ରକଳ୍ପରେ ବିଳମ୍ବ ହେଇଥିଲା ।
ଆଜିକାଲି ବଜାରରେ ମିଳୁଥିବା ଖାଇବା ତେଲରେ କିଛି ଏମିତି ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଲକୁ ସଠିକ୍ ଢଙ୍ଗରେ ବ୍ୟବହାର ନ କରିପାରିଲେ ଏଥିରେ ଥିବା ଉପକାରୀ ସ୍ନେହସାର ମଧ୍ୟ ଅପକାରୀ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଆମେ କିପରି ଭଲ ତେଲ ପାଇବା।
ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା
୨୦୧୪ ପରେ ପ୍ରଥମ ଥର ପାଇଁ ବିଶ୍ୱ ବଜାରରେ ତୈଳ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ୟୁକ୍ରେନ ଉପରେ ରୁଷର ଆାକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି