ପ୍ରଶ୍ନ ଉଠୁଛି, ହତ୍ୟା ତୁଳନାରେ କାହିଁକି ଅଧିକ ରହୁଛି ଆତ୍ମହତ୍ୟା? ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ- NCRB ତଥ୍ୟ କହୁଛି, ଓଡ଼ିଶାରେ ହତ୍ୟାକାଣ୍ଡ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି, ତା ତୁଳନାରେ ଆତ୍ମହତ୍ୟା ହାର ୩.୮ ଗୁଣା ।
ଓଡ଼ିଶାରେ ବର୍ଷକୁ ପ୍ରତି ଲକ୍ଷେ ଲୋକରେ ହତ୍ୟାକାଣ୍ଡ ନେଉଛି ୩ ଜୀବନ । କିନ୍ତୁ ଆତ୍ମହତ୍ୟାରେ ଚାଲିଯାଉଛି ୧୨ ପ୍ରାଣ । କେବଳ ଓଡ଼ିଶା କାହିଁକି, ଭାରତ ତଥା ସାରା ବିଶ୍ୱରେ ହତ୍ୟାଜନିତ ମୃତ୍ୟୁ ତୁଳନାରେ ଆତ୍ମହତ୍ୟା ହାର ଢେର୍ ଅଧିକ ।
ଧାମନଗର କଲ୍ୟାଣ ମଣ୍ଡପ ଭୋଟ ଗଣତି କେନ୍ଦ୍ର ନିକଟରେ ୪ ଚକିଆ ଯାନ ଯିବା ଆସିବା ସମ୍ପୂର୍ଣ୍ ମନା ।
ଭୁବନେଶ୍ୱର ସାଂସଦଙ୍କ ପରେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଖନନକୁ ବିରୋଧ କରିବା ସହ ରାଜ୍ୟ ଅନ୍ତତଃ ପକ୍ଷେ ପ୍ରତି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଧ୍ୱଂସଲୀଳା ବନ୍ଦ କରାଯାଉ ବୋଲି କହିଛନ୍ତି ।
ସିସିଟିଭିରେ ଥିବା ଲୋକ କିଏ ? କେହି ଜାଣି ପାରୁନାହାନ୍ତି । ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି । ଏପରିକି ପୁରୀର ବିଭିନ୍ନ ଥାନାଧିକାରୀମାନେ ମୋବାଇଲ୍ରେ ସଂପୃକ୍ତ ବ୍ୟକ୍ତିର ଫଟୋ ଧରି ଲୋକଙ୍କୁ ଦେଖାଉଛନ୍ତି ।
ଗତକାଲି ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ନିର୍ମାଣ କାମ ବନ୍ଦ ରଖିବାକୁ ASIର ଚିଠି ସହ ଟ୍ୱିଟ୍ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା ।
ବାସୁଦେବପୁର ବ୍ଲକ ବିନୋବାଭାବେନଗର ପଞ୍ଚାୟତର ବିନୋବାଭାବେ ଗାଁ ଲୋକଙ୍କ ତୃଷା ମେଣ୍ଟାଇ ପାରୁନି ସରକାରଙ୍କ ବସୁଧା ଯୋଜନା
ନିଜକୁ ଅସହାୟ ଭାବୁଥିବା ପ୍ରତିଟି ଦିବ୍ୟାଙ୍ଗ ତଥା ସାଧାରଣ ଲୋକଙ୍କ ପାଇଁ ଟୁକୁନା ଏକ ପ୍ରେରଣା.. ମୋଟା ଅଙ୍କର ବ୍ୟାଙ୍କ୍ ବାଲାନ୍ସ, ଦାମୀ ଗାଡ଼ି, ଆଲିଶାନ କୋଠାଘରକୁ ଯଦି ସଫଳତାର ମାନଦଣ୍ଡରୁ ବାଦ୍ ଦିଆଯାଏ ତେବେ ଦିବ୍ୟାଙ୍ଗ ଟୁକୁନା ବି ଜଣେ ସଫଳ ବ୍ୟବସାୟୀ
ମା’ ହେବା ନେଇ କେଉଁ ମହିଳା ବା ନ ଚାହେଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ମା’ ହେବା ପରେ ଦୁଃଖ ପ୍ରକାଶ କରିଛନ୍ତି। ଏହାର କାରଣ ମଧ୍ୟ ସେ କହିଛନ୍ତି। ଆସନ୍ତୁ ଜାଣିବା।
ମାନବିକତା ଦେଖାଇଲା କୁକୁର। ପଡ଼ିଆରେ ମରିପଡ଼ିଥିଲା ମାଲିକ, କୁଆଡ଼େ ନଯାଇ ପାଖରେ ଜଗି ରହିଥିଲା...ଶେଷରେ ଖବର ପାଇ ମାଲିକର ଶବସଂସ୍କାର କଲେ ପୋଲିସ୍ ବାବୁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ସବୁ ଯୋଜନା ଆମର, ୩୦ ଜିଲ୍ଲା ପରିଷଦ ଆମର...ଅଧିକ ପୌର ଦଖଲ କଲୁ ଆମେ। ରାସ୍ତାଘାଟ ଯେଉଁଠି ଇଚ୍ଛା ହେବ ଆମେ ଶଙ୍ଖ ଫୁଙ୍କିବୁ। ତୁମର କ’ଣ ଗଲା ସେଇଠୁ?
ନିଜ ପାଇଁ ଜଳଖିଆ ଦୋକାନଟିଏ କରିଛନ୍ତି। ଯାହା କିଛି ରୋଜଗାର ହୁଏ ପରିବାର ଚଳେ। ଏସବୁ ଭିତରେ ଅସହାୟ-ଦିବ୍ୟାଙ୍ଗମାନଙ୍କୁ ମାଗଣା ଜଳଖିଆ ଦିଅନ୍ତି ମୋହିତ। ପେଟ ଫୁଲ ହେବା ପର୍ଯ୍ୟନ୍ତ ଖାଇବାକୁ ଦେଇ ଆନନ୍ଦ ପାଆନ୍ତି
ଉଚ୍ଚତା ୩ ଫୁଟ ୯ ଇଞ୍ଚ । ସେ ବାମହାତୀ ବ୍ୟାଟସମ୍ୟାନ୍ କିନ୍ତୁ ବିରାଟ କୋହୋଲି ଏବଂ ଯୁବରାଜ ସିଂଙ୍କ ବଡ ଫେଲୋଅର୍ ।
ଭଞ୍ଜନଗର: ଦୁର୍ଘଟଣାରେ ବାପ ଓ ୨ ଝିଅ ମୃତ, ନାତି ଗୁରୁତର
ଜଗନ୍ନାଥ ହେରିଟେଜ୍ କରିଡର ଖନନ ବାବଦରେ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି।
ନିଜ ପାଇଁ ଜଳଖିଆ ଦୋକାନଟିଏ କରିଛନ୍ତି। ଯାହା କିଛି ରୋଜଗାର ହୁଏ ପରିବାର ଚଳେ। ଏସବୁ ଭିତରେ ଅସହାୟ-ଦିବ୍ୟାଙ୍ଗମାନଙ୍କୁ ମାଗଣା ଜଳଖିଆ ଦିଅନ୍ତି ମୋହିତ। ପେଟ ଫୁଲ ହେବା ପର୍ଯ୍ୟନ୍ତ ଖାଇବାକୁ ଦେଇ ଆନନ୍ଦ ପାଆନ୍ତି...
ମୃତ୍ତିକା କ୍ଷୟର ସବୁଠୁ ଭୟଙ୍କର ପରିଣାମ ହେଉଛି ଜଳ ସଂକଟ। ମାଟିରୁ ଆମେ ପାଣି ଶୋଷି ଚାଲିଚେ, କିନ୍ତୁ ମାଟିକି ପାଣି ଯାଉଛି କେମିତି, ସେକଥା ଥରେ କେବେ ଚିନ୍ତା କରିନେ.. ମାଟିର ଉପରି ଭାଗକୁ ଆମେ ଏଭଳି ରଖିଛେ ଯେ, ତା’ ଭିତରକୁ ପାଣି ଯିବାକୁ ବାଟ ନାହିଁ..। ସୁତରାଂ ମାଟି ତଳେ ଥିବା ସଂଚିତ ପାଣି ଶେଷ ହବାକୁ ବସିଲାଣି। ଆଗ ଭଳି ଆଉ କମ୍ ଗଭୀରତାରୁ ପାଣି ବାହାରୁନି। ସେପଟେ ଗଛକଟା ଚାଲିଚି, ଯାହା ମୃତ୍ତିକା କ୍ଷୟର ଆଉ ଏକ ପ୍ରମୁଖ କାରଣ...
ଦିନେ ଯେଉଁ ପୁଅକୁ ଜନ୍ମ କରିବାକୁ ମାଆଟି ଠାକୁରଙ୍କ ପାଖରେ ପୂଜା କରିଥିଲା, ଆଜି ସେଇ ପୁଅ ଜୀବିତ ଥିବା ମାଆ ଉପରେ ଇଟା ଲଦିଛି, ତାହା ପୁଣି ସମ୍ପତ୍ତି ଲୋଭରେ। ଭାଇ ଭାଗବଣ୍ଟାରେ ଅସନ୍ତୁଷ୍ଟ ହୋଇ ପୁଅ ଓ ବୋହୂ ମିଶି ମାଆ ଉପରେ ଇଟା ଥୋଇଛନ୍ତି। ମାଆଟି ବିଚାରୀ ହାତ ଯୋଡ଼ି କେବଳ କାନ୍ଦୁଛି।
ବୟସ ମାତ୍ର ୫ ବର୍ଷ। ଏଇ ବୟସରେ ସେ ସ୍ୱପ୍ନ ଦେଖିଛନ୍ତି, ଦିନେ ଟିମ୍ ଇଣ୍ଡିଆରେ ଖେଳିବେ। ସେ ହେବେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଏଥିପାଇଁ ସେ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି। ଏହି କୁନି କ୍ରିକେଟରଙ୍କ ବ୍ୟାଟିଂ ଦେଖିଲେ ଆପଣଙ୍କ ମନ ଭରିଯିବ। କି ଷ୍ଟାଇଲ୍ ! ଆସନ୍ତୁ ଭେଟିବା ତାଙ୍କୁ।
ମୃତ୍ୟୁ ଏମିତି ବି ଆସେ । ଗାଡ଼ି ଚଲାଇବା ବେଳେ ହଠାତ୍ ହେଲା ହୃଦଘାତ । ଚାଲିଗଲା ଡ୍ରାଇଭରଙ୍କ ପ୍ରାଣବାୟୁ ।
କଟକରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।
ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ପୋଲିସର ମିଳିତ ଆନୂକୂଲ୍ୟରେ ERV ସେବାର ଶୁଭାରମ୍ଭ ହୋଇଛି ।
ଦିଲ୍ଲୀରୁ ରିର୍ଟନ ପରେ ଏବେ ସାର୍ଙ୍କୁ ଭାରି ଭୋକ। ଦେଖୁନାହାନ୍ତି କେମିତି ୫ ଟଙ୍କା ଦେଇ ଆହାର କେନ୍ଦ୍ରରେ ସାଙ୍ଗେ ସାଙ୍ଗେ ଖାଇଗଲେ ଭାତ ଆଉ ଡାଲମା। ଦେଖୁନାହାନ୍ତୁ କେଡ଼େ କେଡ଼େ ଗୁଣ୍ଡା ଗୁଡ଼ାକ ଖାଉଛନ୍ତି...
ସୋସିଆଲ୍ ମିଡିଆରେ ବାସନ ଧୋଇଲା ଭଳି ସ୍ପଞ୍ଜ୍ କେକ୍ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। କୁହାଯାଉଛି ତାଇୱାନ୍ ସ୍ପଞ୍ଜ କେକ୍ ବହୁ ପ୍ରସିଦ୍ଧ। ଏହା ଆକର୍ଷଣ ଆଉ ସୁସ୍ୱାଦୁ ଯେ ଏହାକୁ ଦେଖିବା ମାତ୍ରେ ଆପଣ ପାଟିରୁ ଲାଳ ବୋହିଯିବ।
ସବୁଠୁ ବଡ଼ କଥା ହେଉଛି କେଉଁ ଦୁର୍ବୃତ୍ତ ଏ କାମ କଲେ, ୟା ପଛରେ ଉଦ୍ଦେଶ୍ୟ କଣ? ତ୍ରିସ୍ତରୀୟ ସୁରକ୍ଷା ବଳୟ ଭେଦି ଦୁର୍ବୃତ୍ତ ରୋଷଶାଳା ଭିତରକୁ ଗଲେ କେମିତି?