• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tourture Lady

Son & Daughter-in-Law Load Bricks
ଧିକ୍ ଏମିତି ପୁଅବୋହୂ ! ସମ୍ପତ୍ତି ଲୋଭରେ ମାଆ ଉପରେ ଇଟା ଲଦିଲେ

ଦିନେ ଯେଉଁ ପୁଅକୁ ଜନ୍ମ କରିବାକୁ ମାଆଟି ଠାକୁରଙ୍କ ପାଖରେ ପୂଜା କରିଥିଲା, ଆଜି ସେଇ ପୁଅ ଜୀବିତ ଥିବା ମାଆ ଉପରେ ଇଟା ଲଦିଛି, ତାହା ପୁଣି ସମ୍ପତ୍ତି ଲୋଭରେ। ଭାଇ ଭାଗବଣ୍ଟାରେ ଅସନ୍ତୁଷ୍ଟ ହୋଇ ପୁଅ ଓ ବୋହୂ ମିଶି ମାଆ ଉପରେ ଇଟା ଥୋଇଛନ୍ତି। ମାଆଟି ବିଚାରୀ ହାତ ଯୋଡ଼ି କେବଳ କାନ୍ଦୁଛି।