/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649174629.jpg)
Rosa Ghara Chula
ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ । ସନ୍ଦିଗ୍ଧ ବ୍ୟକ୍ତିଙ୍କୁୁ ଅଟକ ନେଇ ପୁରୀ ପୋଲିସର ସୂଚନା । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଆଧାରରେ ଉକ୍ତ ବ୍ୟକ୍ତିକୁ ଚିହ୍ନଟ କରି ଧରାଯାଇଥିବା ପୋଲିସ କହିଛି । ଖୋର୍ଦ୍ଧା ଜିଲ୍ଲା ସିମର ଅଞ୍ଚଳରୁ ତାକୁ ଧରାଯାଇଥିବା ସୂଚନା ।ତେବେ ସେ କାହିଁକି ଚୁଲି ଭାଙ୍ଗିଲା, କ’ଣ ରହିଛି ତାର ଉଦେଶ୍ୟ ସେନେଇ ଅଧିକ ସୂଚନା ପାଇଁ ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।
Advertisment
Temple Rosaghara Case -
The suspect identified in CCTV footage has just now been detained. Further interrogation is underway. @odisha_police@cmo_odisha@Puri_Official@MoSarkar5Tpic.twitter.com/G0g3Vu34vb
— Puri Police (@SPPuri1) April 5, 2022
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)