• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha Drivers\' Association Hits Bhubaneswar Streets Over 11-Point Charter Of Demands
୧୧ ଦଫା ଦାବି ପୂରଣ ନେଇ ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘର ହଲ୍ଳାବୋଲ

ବାଣୀବିହାରରୁ ରାଜମହଲ, ଆଚାର୍ଯ୍ୟ ବିହାରରୁ ଏଜି ଛକ ଯୁଆଡ଼େ ଚାହିଁବ, ଖାଲି ଡ୍ରାଇଭର ଆଉ ଡ୍ରାଇଭର। ଆଜି ଦ୍ବିତୀୟ ଥର ପାଇଁ ୧୦ ଦଫା ଦାବି ପୂରଣ ଉଦ୍ଦେଶ୍ୟରେ ଧାରଣା ଡାକରା ଦେଇଥିଲା ମହାସଂଘ। 

OTV
ଦୀର୍ଘ ୨୫ ବର୍ଷରେ ପାଦ ଥାପିଲା ଓଟିଭି; ଓଟିଭି ମୁଖ୍ୟ କାର୍ଯ୍ୟାଳୟ ସମେତ ସବୁ ବ୍ୟୁରୋରେ ସେଲିବ୍ରେସନ୍

ଏପ୍ରିଲ ୧୮, ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି । ସ୍ୱଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ ଆଉ ସମସ୍ୟାର ସୁଅ ଭିତରେ ବାଟ କାଟି ଧିରେ ଧିରେ ଆଗକୁ ଯାଇଥିଲା । ସ୍ୱଛ, ନିରପେକ୍ଷ, ନିର୍ଭିକତାର ଖବର ପ୍ରସାରଣର ଧାରାକୁ ବ୍ରତ କରି ବର୍ଷ ପରେ ବର୍ଷ ଅତିକ୍ରମ କରିଥିଲା ଓଟିଭି ।

Padma Shri Prafulla Kar's Mortal
ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର

ସେ ଗୀତରେ ଅମର । ସଂଗୀତରେ ମଧ୍ୟ ଅମର । ସ୍ୱରରେ ବି ଅମର । ସିଏ ହେଉଛନ୍ତି ପ୍ରଫୁଲ୍ଲ କର । କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।

Boycott Steering Protest
କାଲିଠୁ ଗଡ଼ିବନି ବସ୍‌, ଟ୍ରକ୍‌

ଭୁବନେଶ୍ୱରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୩ ମାସ ମଧ୍ୟରେ ଦାବି ପୂରଣ ନ ହୁଏ, ତା’ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ। 

Bus Fares Hiked Again In Odisha
ପୁଣି ବଢ଼ିଲା ବସ୍‌ ଭଡ଼ା

ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ାକୁ ବୃଦ୍ଧି କରାଯାଇଛି। ସାଧାରଣ ଓ ଏକ୍ସପ୍ରେସ୍‌ ବସ୍ ଭଡ଼ା ୨ ପଇସା ବୃଦ୍ଧି ଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି।

News Fuse
ହଠାତ୍ ହୋଟେଲ ଭିତରେ ପଶିଗଲେ ଅଫିସର୍, ଦେଖିଲେ ଧଳା ଚିକେନ୍

ଏ ଏମିତି ଏକ ସିନେମା ଯାହାକୁ ପସନ୍ଦ କରୁଛି ସାରା ଭାରତ। ପଞ୍ଜାବରୁ କୋଲକାତା ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଏତେ ସାରା ଭଲ ପାଇବା ପଛର କାରଣ ଜାଣିବାକୁ ଚାହୁଁଥିଲେ, ଦେଖନ୍ତୁ...

KGF Chapter 2
Kରୁ ଆରମ୍ଭ KGF-2 ସୁପର୍ ଡୁପର୍ ହିଟ୍ ହେବାର କାରଣ ଜାଣନ୍ତୁ

ଏ ଏମିତି ଏକ ସିନେମା ଯାହାକୁ ପସନ୍ଦ କରୁଛି ସାରା ଭାରତ। ପଞ୍ଜାବରୁ କୋଲକାତା ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଏତେ ସାରା ଭଲ ପାଇବା ପଛର କାରଣ ଜାଣିବାକୁ ଚାହୁଁଥିଲେ, ଦେଖନ୍ତୁ...

Retired Govt Employee Steps In Pond From Own Pocket
ଗାଁ ନଈ ତୁଠରେ ନଥିଲା ପାହାଚ

ଗାଁ ନଈ ତୁଠରେ ନଥିଲା ପାହାଚ। ପ୍ରଶାସନକୁ ବାରମ୍ବାର ଗୁହାରି ପରେ ବି କେହି ଶୁଣିଲେନି। ଶେଷରେ ନିଜ ପେନ୍‌ସନ୍‌ ଟଙ୍କାରେ ଗାଁ ନଈ ତୁଠରେ ପାହାଚ ତିଆରି କରି ଦେଲେ ରାମଚନ୍ଦ୍ର। ସାରା ଅଂଚଳରେ କରାଯାଉଛି ଭୂରି ଭୂରି ପ୍ରଶଂସା...

school
ମଧ୍ୟାହ୍ନ ଭୋଜନ ଟଙ୍କା ଆତ୍ମସାତ୍ ଅଭିଯୋଗ : ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ

ପୂର୍ବତନ ପ୍ରଧାନ ଶିକ୍ଷକ ଟଙ୍କା ହେରଫେର କରିଥିବା ଅଭିଯୋଗରେ ସ୍କୁଲ ସାମ୍ନାରେ ଧାରଣା ଦିଆଯାଇଛି ।

LOKA SEVAK
ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନ ଏଣ୍ଟ୍ରି ! ହେଲେ ସାଧାରଣ ଲୋକଙ୍କୁ ମିଳୁନି ପାସ୍‌

ଆଜିଠାରୁ ଅର୍ଥାତ ଏପ୍ରିଲ୍‌ ୧୮ ତାରିଖରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ଏଣ୍ଟ୍ରି କରିବାର ଅନୁମତି ପୂର୍ବରୁ ଦେଇଥିଲେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି ।

matric exam
ମାଟ୍ରିକ ପରୀକ୍ଷା ସେଣ୍ଟର ବଦଳାଇବାକୁ ଦାବି : ଧାରଣା ଦେଲେ ଜାମୁତି ଗାଁର ଛାତ୍ରଛାତ୍ରୀ ଓ ଅଭିଭାବକ

ଦଶମ ଶ୍ରେଣୀ ପରୀକ୍ଷା ସେଣ୍ଟରକୁ ନେଇ ଛାତ୍ର ଅଶାନ୍ତି । ସେଣ୍ଟର ବଦଳାଇବା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ।

Poster Boards Of Srimandir Heritage Corridor Changed In Puri
ହଟିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲଗାଯାଇଥିବା ଫଳକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଫଳକକୁ ଫଳକ କଢା ଯାଇ ନୂଆ ଡିଜାଇନର ଫଳକ ଲଗାଯାଇଛି ।

panjika
ଚଳିତ ବର୍ଷ ପୁଣିଥରେ ପାଞ୍ଜିକୁ ନେଇ ବିବାଦ : ବିଶ୍ୱସନୀୟ ନୁହେଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପଞ୍ଜିକା ?

ପାଞ୍ଜି ସମୀକ୍ଷକ ଓ ଗଣନାକାରୀଙ୍କ ପକ୍ଷରୁ ବାରମ୍ବାର ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ବି ନିର୍ଭୁଲ ପାଞ୍ଜି ପ୍ରକାଶ ହେଉନଥିବା ଅଭିଯୋଗ କରାଯାଇଛି ।

Mamita Meher Murder Case | Gobinda Sahu, His Driver Radhe Produced In Court
ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲା; ମୁଖ୍ୟ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ମଧ୍ୟ ହୋଇପାରିଲା ନାହିଁ ଶୁଣାଣି

କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଚଣ୍ଡୀ l

Man arrested by Badagada Police for allegedly stealing bicycle reportedly falls ill in custody, decl
ପୋଲିସ ହେପାଜତରେ ମୃତ୍ୟୁ ! ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ପୋଲିସ ହେପାଜତରେ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ ଥାନା ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Whatsapp new feature users can hide their last seen from selected specific contacts know it will wor
ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର; ଏଣିକି ଆସିଲା ନୂଆ ଫିଚର୍ସ

ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର । ‘ଲାଷ୍ଟ ସିନ୍‌’କୁ ନେଇ କମ୍ପାନୀ ଆଣିଛି ଏହି ନୂଆ ଫିଚର୍ସ...

OTV Completes Journey Of 25 years
ଓଟିଭିକୁ ପୂରିଲା ୨୫ ବର୍ଷ

ଓଟିଭିକୁ ପୂରିଲା ୨୫ ବର୍ଷ : କେବୁଲରୁ ସାଟେଲାଇଟ୍, ସାଟେଲାଇଟରୁ ଡିଜିଟାଲ- ଏକ ଦୀର୍ଘ ପଥ, ସବୁଠି ବଢିଛି ଆଦୃତି, ସବୁଠି ଛାଡ଼ିଛି ସ୍ୱର୍ଣ୍ଣିମ ସ୍ୱାକ୍ଷର ।

Radio fair organised in Bhubaneswar
ରାଜଧାନୀରେ ରେଡିଓ ଫେୟାର ଅନୁଷ୍ଠିତ

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ରହିଛି ।

konark
ASI ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିନରେ ମାଗଣା ଦର୍ଶନ ବ୍ୟବସ୍ଥା

ପୁରାତନ କୀର୍ତ୍ତିରାଜିର ମାଗଣା ଦର୍ଶନ ପାଇଁ ASIର ସ୍ୱତନ୍ତ୍ର ବ୍ୟବସ୍ଥା । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିବସ ଗୁଡ଼ିକରେ ମାଗଣାରେ ପରିଭ୍ରମଣ କରିବେ ପର୍ଯ୍ୟଟକ ।

accident
ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୪ ଜଣଙ୍କୁ ଚାପି ଦେଲା ଟ୍ରକ ; ୩ ମୃତ, ୧ ଗୁରୁତର

ମୟୁରଭଞ୍ଜ ବିଶୋଇ ଥାନା ନୂଆଗାଁ ନିକଟ ୪୯ ନମ୍ବର ଜାତୀୟ ପଥରେ ରବିବାର ବିଳମ୍ବିତ ରାତିରେ ଟ୍ରକ ଚାପାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ।

GST Evasion
୧୨୪ କୋଟିର GST ଠକେଇ; ୪ ଗିରଫ

ଅନ୍ୟର ପାନ କାର୍ଡ ଓ ବିଭିନ୍ନ କାଗଜପତ୍ରର ଦୁରୁପଯୋଗ କରି ୧୨୪ କୋଟି ଟଙ୍କାର GST ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି।

otv
ଓଟିଭିକୁ ପୂରିଲା ୨୫ ବର୍ଷ : ସବୁଠି ବଢିଛି ଆଦୃତି, ସବୁଠି ଛାଡ଼ିଛି ସ୍ୱର୍ଣ୍ଣିମ ସ୍ୱାକ୍ଷର

ବିଜୁ ବାବୁଙ୍କ ମହାଯାତ୍ରାରୁ ଆରମ୍ଭ ହୋଇଥିଲା ଓଟିଭିର ପ୍ରସାରଣ । ଏହାମଧ୍ୟରେ କେବୁଲରୁ ସାଟେଲାଇଟ ଏବଂ ସାଟେଲାଇଟରୁ ଡିଜିଟାଲ୍ ଯାହା ସଠିକ, ଯାହା ଆପଣ ଚାହୁଁଛନ୍ତି, ଆପଣଙ୍କ ପାଇଁ ଏବଂ ଓଡିଶାର ସ୍ୱାର୍ଥ ପାଇଁ ଯେଉଁଟା ଠିକ୍ ସେସବୁ ଦେଖାଇ ଚାଲିଛି

  • Monday, 18 April 2022
  • Otv
Padmashri Prafulla Kar
କଳା ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କଲା ପ୍ରଫୁଲ୍ଲଙ୍କ ବିୟୋଗ : ଆଜି ସ୍ୱର୍ଗଦ୍ୱାରରେ ସଂଗୀତ ସ୍ରଷ୍ଟାଙ୍କ ଶେଷକୃତ୍ୟ

୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

Largest female mouth Samantha ramsdell
ସବୁଠୁ ବଡ ପାଟି ଥିବା ମହିଳା, ଥରକେ ଖାଇଦିଅନ୍ତି ବରଗର

ଭଗବାନ ଜଣେ ମହିଳାଙ୍କୁ ଏତେ ବଡ଼ ପାଟି ଦେଇଛନ୍ତି ଯେ ସେ ଗୋଟିଏ କାମୁଡ଼ାରେ ମ୍ୟାକଡୋନାଲ୍ଡର ଗୋଟିଏ ବରଗର ଏବଂ ଗୋଟିଏ ଥରରେ ମଧ୍ୟମ ଆକାରର ଫ୍ରେଞ୍ଚ୍‌ ଫ୍ରାଇଜ୍‌କୁ ଖାଇଦେଉଛନ୍ତି। ଖାଲି ସେତିକି ନୁହେଁ, ସେ ବଡ ବଡ ଗ୍ଲାସ୍‌କୁ ବି ପାଟି ରଖିଦିଅନ୍ତି।