• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Driver Protest
ଡ୍ରାଇଭର ସଂଘ ଆନ୍ଦୋଳନ ବେଳେ ଭଂଗାରୁଜା, ୩ ମାମଲା ରୁଜୁ

ସୁରକ୍ଷା, ବୀମା, ପ୍ରତି ୧୦୦ କିଲୋମିଟରରେ ବିଶ୍ରାମ ଘର ଓ କାର୍ଯ୍ୟ ସମୟ ୮ ଘଣ୍ଟା ର୍ନିଦ୍ଧାରଣ ଭଳି ଦାବିରେ ଲକ୍ଷାଧିକ ଡ୍ରାଇଭର ଏକାଠି ହୋଇଥିଲେ ।

8 Year Odia Girl
କୁନି ହାତରେ ରାମାୟଣ ଲେଖା; ଆମାଜନ୍‌ରେ ହେବ ପବ୍ଲିସ୍‌

କୌଣସି ପୌରାଣିକ ଶାସ୍ତ୍ର ପୁସ୍ତକ ରଚନା କରିବାକୁ ହେଲେ ଯେ କେତେ ବଡ ବଡ ଗ୍ରନ୍ଥ ପଢ଼ିବା ସହ ତର୍କ ଶାସ୍ତ୍ର, ଦର୍ଶନ ଶାସ୍ତ୍ର ଆଦି ଭଲ କରି ପଢିବା ଆବଶ୍ୟକ, ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ୮ ବର୍ଷୀୟ ଓଡ଼ିଆ ଝିଅ ଓସିନ ।

Custody Death Case
ଭୁବନେଶ୍ୱରରେ ପୋଲିସ ହେପାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା; ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ୍ ହେପାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ । ବଡ଼ଗଡ଼ ଥାନାରେ ଥିବା ମାମଲାର ତଦନ୍ତକାରୀ ଅଧିକାରୀ ଏସ୍‌କେ ବେହେରାଙ୍କୁ ବଦଳି କରାଯାଇଛି ।

BJP Leader Reaction on Driver Protest
ସାରା ରାଜଧାନୀରେ ଠେଙ୍ଗା ବାଡ଼ି ବୁଲିଲା, ପୋଲିସ ଗଲା କୁଆଡେ?

ଡ୍ରାଇଭର ଭାଇମାନଙ୍କ ପ୍ରତି ଆମର ସହାନୁଭୂତି ଅଛି। କିନ୍ତୁ କାଲି ଯେଉଁଭଳି ସେମାନେ ବ୍ୟବହାର କଲେ ତାହା ନିନ୍ଦନୀୟ।

Big Announcement For Kendu Leaf Pluckers
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବଡ଼ ଘୋଷଣା କଲେ ଓଡ଼ିଶା ସରକାର

କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୭ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ୨୪୦ କୋଟି ଟଙ୍କାର ଅଧିକ ରୋଜଗାର ପାଇବେ ବୋଲି ଆକଳନ ହୋଇଛି।

Drivers Association Protest In Bhuabaneswar
ଗୁଇନ୍ଦା ତଥ୍ୟ ଥାଇ ବି କାହିଁକି ଅସମ୍ଭାଳ ? ରାଜଧାନୀରେ ଡ୍ରାଇଭରଙ୍କ ବିକ୍ଷୋଭ ନେଇ ପୂର୍ବରୁ ମିଳିଥିଲା ସୂଚନା

ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପାଇଁ ଏକାଠି ହେବେ ୪୦ ହଜାରରୁ ଅଧିକ ଡ୍ରାଇଭର। ଏପରିକି ସେମାନେ ଛୋଟ ଛୋଟ ଭାଗ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ପରିବହନ ମନ୍ତ୍ରୀଙ୍କ ଘର, ବିଧାନସଭା, ଲୋକସେବା ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାରେ ପଶି ପାରନ୍ତି।

Student Found Dead
ରହସ୍ୟରେ କଲେଜ ଛାତ୍ରଙ୍କ ମୃତ୍ୟୁ, ହଷ୍ଟେଲରେ ବେହୋସ ହୋଇପଡ଼ିଥିଲେ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତକାଲି ମଧ୍ୟାହ୍ନରେ ସେ କ୍ଲାସ୍‌ ସାରି ହଷ୍ଟେଲକୁ ଫେରିବା ବେଳେ ହଠାତ୍ ତଳେ ପଡ଼ି ଅଚେତ୍‌ ହୋଇପଡ଼ିଥିଲେ।

Kidney Stones, Its Diagnosis And Treatment
ଷ୍ଟୋନ ଖସି ଆସି ପରିସ୍ରା ନଳିରେ ରହିଲେ କରିବେ କ’ଣ?

କିଡ଼ନୀରେ ଷ୍ଟୋନ ହେଲେ କରିବେ କ’ଣ? ଅଲଟ୍ରାସାଉଣ୍ଡରୁ ଜଣା ପଡ଼ିବ ପୂରା ତଥ୍ୟ କେମିତି ଜାଣିବେ ଆପଣଙ୍କ କିଡ଼ନୀରେ ହୋଇଛି ଷ୍ଟୋନ ? ଯଦି ପରିଶ୍ରାରେ ରକ୍ତ ପଡ଼େ ତେବେ....

  • Tuesday, 19 April 2022
Fake detergent powder Factory Busted In Cuttack
କଟକରେ ପୁଣି ଭେଜାଲ୍ ! ଖାଦ୍ୟ ସାମଗ୍ରୀ ପରେ ଏବେ ଡିଟରଜେଣ୍ଟ ବି ନକଲି

କଟକ ମାଲଗୋଦାମ ପୋଲିସ୍ ଦ୍ୱାରା ନକଲି ଡିଟରଜେଣ୍ଟ ଫ୍ୟା୍ରିରେ ଚଢାଉ ହୋଇଛି । କଟକ ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ଥିବା ୨ଟି ନକଲି କାରଖାନାରେ ଚଢାଉ ହୋଇଥିବା ସୂଚନା ମିଳିଛି ।

THE GREAT ODISHA POLITICAL CIRCUS
ବିଶଲ୍ୟକରଣୀ କିଣୁ କିଣୁ ମାର୍କେଟ୍‌ରେ ହଜିଗଲେ କି ହନୁମାନ?

ହନୁମାନ ତୁମେ ଆଉ ମୋ କଥା ଶୁଣୁନ। ତୁମକୁ ମୁଁ କହିଲି ବିଶଲ୍ୟକରଣୀ ଆଣିବାକୁ ହେଲେ ତୁମେ ପୂରା ଗନ୍ଧମାର୍ଦ୍ଧନ ଉଠାଇ ଆଣିଲ କାହିଁକି? ଦ୍ୱାପର ଯାଇ କଳିଯୁଗ ହେଲାଣି ମୁଁ ବିଶଲ୍ୟକୁ ଚିହ୍ନିବି କେମିତି?

News Fuse - BJD's Pramila Mallick Enjoys Swing
!! ରଜ ତ ହୋଇନି, ପ୍ରମିଳା ମାଡାମ୍‌ କଣ ରଜ ଦୋଳିରେ ଝୁଲିଲେଣି?

ଇରେ ହାଉଲେ ଝୁଲା...ରଜ ଦୋଳି କଲା କଟମଟ...ମୋ ବୋଉଲେ, କି ହସ !! ରଜ ମୂଳରୁ ଆସିନି ମାଡାମ ଆମର ସଜବାଜ ହୋଇ ଝୁଲୁଛନ୍ତି ଦୋଳି, ଦେଖନ୍ତୁ କେମିତି ହସି ହସି ଝୁଲା ଝୁଲୁଛନ୍ତି ପ୍ରମିଳା ଅପା

  • Tuesday, 19 April 2022
Business Odisha
କେଉଁଠି କେତେ ଟଙ୍କା ନିବେଶ କଲେ ପାଇବେ ଅଧିକ ରିଟର୍ଣ୍ଣ?

ଆଜିକାଲି ସମସ୍ତେ ଟଙ୍କା ରଖି ସୁଧ ପାଇବାକୁ ଚାହୁଁଛନ୍ତି। ବେଳେ ବେଳେ ଭୁଲ ଜାଗାରେ ଟଙ୍କା ରଖିଦେଲେ ଆପଣ ହଇରାଣ ହୋଇପାରନ୍ତି। ହେଲେ କେଉଁଠି ଆଉ କେତେ ଟଙ୍କା ରଖିଲେ ଆପଣଙ୍କ ମିଳିବ ଅଧିକ ରିଟର୍ଣ୍ଣ...ଦେଖନ୍ତୁ ଇନ୍‌ଭେଷ୍ଟମେଂଟ୍‌ ଗୁରୁ

Woman gives birth under mobile phone light in Ganjam
ମେଡିକାଲ୍‌ର ଅବ୍ୟବସ୍ଥାର ଚିତ୍ର; ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ପ୍ରସବ

ମେଡିକାଲ୍‌ରେ ଅବ୍ୟବସ୍ଥାର ଚିତ୍ର । ଜନନୀ ଯନ୍ତ୍ରଣା ସମୟରେ ବତି ଗୁଲ୍‌ । ଶେଷରେ ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ହେଲା ପ୍ରସବ ।

Model School In Bhadrak Lacks Basic Facilities
ଉପରକୁ ସବୁ ଚକାଚକ୍, ହେଲେ ଭିତର ଫମ୍ପା

ଗାଁ ପିଲାଙ୍କୁ ସ୍ମାର୍ଟ କରିବା ସହ ଆଗକୁ ବଢିବା ପାଇଁ ରାଜ୍ୟ ସରକାର ଖୋଲିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ହେଲେ ଭଦ୍ରକ ଜିଲ୍ଲା ଇରମ ଆଦର୍ଶ ବିଦ୍ୟାଳୟରେ କିନ୍ତୁ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି। 

62 Year Old Woman Climbs Mountain
ଏତେ ବୟସରେ ହାର ମାନିନାହାନ୍ତି....୬୨ ବର୍ଷରେ ବି ଘିଡ଼ିଘିଡ଼ି ଚଢୁଛନ୍ତି ପାହାଡ

ହାରିନି ବୟସ, ମରିନି ଜୋସ୍‌। ୬୨ ବର୍ଷରେ ଘିଡ଼ିଘିଡ଼ି ପାହାଡ଼ ଉପରକୁ ଚଢିଯାଉଛନ୍ତି ମହିଳା...ଟିକିଏ ବି ଥକା ଲାଗୁନି କି କଷ୍ଟ ବି ଲାଗୁନି। ଦେଖନ୍ତୁ ବିନା କୌଣସି ବିଶ୍ରାମରେ ଦଉଡ଼ି ଧରି କେମିତି ପାହାଡ଼ ଚଢୁଛନ୍ତି ଏଇ ମହିଳା

Young ISRO Scientist Drowns To Death While Bathing
ପୋଖରୀରେ ବୁଡ଼ି ଇସ୍ରୋ ବୈଜ୍ଞାନିକଙ୍କ ମୃତ୍ୟୁ, ଛୁଟିରେ ଗାଁକୁ ଆସିଥିଲେ

ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ। ଗତକାଲି ପୋଖରୀରେ ଗାଧୋଇବା ପାଇଁ ଯାଇ ଥିବାବେଳେ ଯୁବ ବୈଜ୍ଞାନିକ ପାଣିରେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଭୁକ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

The struggle life of Sunita Dasgupta
ଲଗାତାର ସଂଘର୍ଷ ଓ ଉଦ୍ୟମ ଯୋଗୁଁ ପରିବାରର ସାହାରା ବନିଲେ ସୁନିତା

ନିଜର ଉଦ୍ୟମ ଏବଂ ଧୈର୍ଯ୍ୟ ବଳରେ ନାରୀ ସବୁଥିରେ ସଫଳତା ପାଇଥାଏ। ସେ ପରିବାରର ଗର୍ବ ବନିଥାଏ, ସମାଜର ମାର୍ଗଦର୍ଶକ ବି ହୋଇଥାଏ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁନୀତା ଦାସଗୁପ୍ତା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

Cat tries making pottery pot
ବିଲେଇ ଶିଖୁଛି ମାଟି ପାତ୍ର ତିଆରି କରିବାର କଳା

ଜଣେ ବ୍ୟକ୍ତି କୁମ୍ଭାର ଚକରେ ଏକ ମାଟି ପାତ୍ର ତିଆରି କରୁଥିବା ବେଳେ ଏକ ବିଲେଇ ଧ୍ୟାନର ସହ ଏହାକୁ ଦେଖୁଛି। ଲାଗୁଛି ଯେପରି ସେ ଏହି କାମରେ ବହୁତ ଆଗ୍ରହ ଦେଖାଉଛି, ସେ ଏହାକୁ ଶିଖୁଛି।

OMFED Hikes Milk Price By Rs 2 In Odisha
ଏଣିକି ବଢ଼ିବ ଓମଫେଡ୍ କ୍ଷୀର ମୂଲ୍ୟ; ଏପ୍ରିଲ ୨୧ରୁ ଲାଗୁ ହେବ ନୂଆ ଦର

ବଢିବ ଓମଫେଡ୍ କ୍ଷୀର ଦର । ଏପ୍ରିଲ ୨୧ ରୁ ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇବ ।

STA Guidelines for School Bus
ଯାଞ୍ଚ ହେବ ସ୍କୁଲ ପିଲାଙ୍କୁ ନେଉଥିବା ଗାଡ଼ି: STA

ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

Padma Shri Prafulla Kars Mortal
ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର

ସ୍ୱରରେ ବି ଅମର...ସିଏ ପ୍ରଫୁଲ୍ଲ କର... କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଂଗୀତ ଜଗତକୁ ଆଚ୍ଛାଦିତ କରି ରଖିଥିବା ସେହି ଅମଳିନ ପ୍ରତିଭା। 

Srimandir Corridor Project
ବଦଳିଗଲା କି ଶ୍ରୀମନ୍ଦିର ଐତିହ୍ୟ କରିଡର ଡିଜାଇନ୍ ?

ବଦଳିଛି କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ? ବିବାଦ ମୁଣ୍ଡ ଟେକିବା ପରେ ପ୍ରକଳ୍ପ ଢାଞ୍ଚାରେ କରାଯାଇଛି କି ପରିବର୍ତ୍ତନ? ପୁରୁଣା ଫଳକ ହଟାଇ ତା ସ୍ଥାନରେ ମେଲ୍ ଟଏଲେଟ୍, ଫିମେଲ୍ ଟୟଲେଟ୍ ଲେଖାଥିବା ବୋର୍ଡ ଲଗାଯିବା ପରେ ଉଠିଛି ଏମିତି ପ୍ରଶ୍ନ।

OTV
ଦୀର୍ଘ ୨୫ ବର୍ଷରେ ପାଦ ଥାପିଲା ଓଟିଭି

ଏପ୍ରିଲ ୧୮, ୧୯୯୭। ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି।

Srimandir Corridor Project
ବଦଳିଛି କି ଶ୍ରମୀନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ ସବୁଦିନ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ । ଏବେ ପୁଣି ଏକ ନୂଆ ଚିତ୍ର ଦେଖିବାକୁ ମିଳିଛି ନିର୍ମାଣଧୀନ ପ୍ରକଳ୍ପ ସ୍ଥଳରେ । ପଶ୍ଚିମ ଦ୍ୱାରରୁ ହଟିଛି ପ୍ରକଳ୍ପର ପୁରୁଣା ଫଳକ, ଲାଗିଛି ନୂଆ ଫଳକ ।

Driver
ଯୁଆଡ଼େ ଚାହିଁବ ଖାଲି ଡ୍ରାଇଭର ଆଉ ଡ୍ରାଇଭର ! ରାଜଧାନୀରେ ହଲ୍ଲାବୋଲ

ଦ୍ୱିତୀୟ ଥର ପାଇଁ ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘର ହଲ୍ଲାବୋଲ । ୧୧ ଦଫା ଦାବି ପୂରଣ ନେଇ ସରକାର ୩ ମାସ ସମୟ ମାଗିବା ପରେ ଧାରଣାରୁ ତ ହଟିଲେ ହେଲେ ଆସନ୍ତାକାଲି ଠାରୁ ଷ୍ଟିୟରିଂ ଛାଡ଼ ଡାକରା ଦେଇଛି ମହାସଂଘ ।