Advertisment

ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ

ଡହଡହ ଖରାରେ ଜୀବନ ଡହଳ ବିକଳ। ନା ଘରେ ରହି ହେଉଛି ନା ବାହାରେ। ତା ସାଙ୍ଗକୁ ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ।

author-image
Chandan Shishu

ଡହଡହ ଖରାରେ ଜୀବନ ଡହଳ ବିକଳ। ନା ଘରେ ରହି ହେଉଛି ନା ବାହାରେ। ତା ସାଙ୍ଗକୁ ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ।

Advertisment
Unscheduled Power Cuts
Advertisment
Advertisment