• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Satkosia Tiger Reserve
ପଶୁପ୍ରେମର ନିଆରା ନିଦର୍ଶନ: ବାଘ ପାଇଁ ବେଘର ହେବେ ଗାଁ ଲୋକେ

ପାଗଳ କରିଛି ପଶୁପ୍ରେମ । ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

seven-years-old-boy-flew-airplane
୭ ବର୍ଷର କୁନି ପାଇଲଟ୍‌ : ଛୋଟ ବୟସରେ ବଡ଼ ଉଡ଼ାଣ

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ଏପରି ବିମାନ ଉଡ଼ାଇ ସାରିଛନ୍ତି ।

  • Friday, 13 May 2022
  • Pilot
Bargarh forester
ଚାକିରିରୁ ନିଲମ୍ବିତ ହେଲେ, ପ୍ରତିବାଦରେ DFO ଙ୍କ ଅଫିସ୍‌ ଆଗରେ ଆମ୍ବ ବିକିଲେ ଫରେଷ୍ଟର୍‌

ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍‌ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍‌ରେ କଲ୍‌ କରୁଥିଲେ ।

Cobra Javanese made the angel
ଦେବଦୂତ ସାଜିଲେ କୋବ୍ରା ଯବାନ, ସାଥୀ ଯବାନଙ୍କ ଝିଅର ବାହାଘର କରାଇଲେ

ଦେବଦୂତ ସାଜିଲେ କୋବ୍ରା ଯବାନ । ସାଥୀ କମାଣ୍ଡୋଙ୍କ ଝିଅ ବାହାଘର କରାଇ ନିଜର ମହାନତା ଦେଖାଇଛନ୍ତି କୋବ୍ରା ଯବାନ। ବାହାଘର ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ ଜିନିଷପତ୍ର କିଣାକିଣି ଲାଗି ଯୋଗାଇଦେଲେ ଗାଡ଼ି ।

Khola Katha
ଜୁଲାଇ, ଅଗଷ୍ଟରେ ଆସିବ, ସେପ୍ଟେମ୍ବରରେ କମିବ କରୋନାର ୪ର୍ଥ ଲହର?

କୁନି କୁନି ପିଲା କରୋନା ଟିକା ନେବା କେତେ ଜରୁରୀ? ଯଦି ଟିକା ନେଇ ନାହାନ୍ତି ତେବେ କରୋନା ସେମାନଙ୍କୁ ସମସ୍ୟାରେ ପକାଇବ କି? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଶିଶୁ ରୋଗ ବିଶେଷଜ୍ଞ..

Satkosia Tiger Reserve
ବାଘ ବଂଶ ବିସ୍ତାର ପାଇଁ ଗାଁ ଛାଡ଼ିବାକୁ ନିଷ୍ପତ୍ତି ନେଲେ ଲୋକେ...

ପାଗଳ କରିଛି ପଶୁପ୍ରେମ। ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଯଗଲା ବଡ଼ ନିଷ୍ପତ୍ତି। ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ...ଦେଖନ୍ତୁ ପୂରା ରିପୋର୍ଟ

Heart Wrenching
ସାଥ୍‌ ଦେଉନି ଶରୀର : ଇଚ୍ଛା ଥିଲେ ବି ରୋଜଗାର କରିବାକୁ ସୁଯୋଗ ଦେଉନି ଅସାଧ୍ୟ ରୋଗ...

ତିନିଭାଇଙ୍କ ସମାନ ଦୁଃଖ। କେମିତି ବଖାଣିବେ ସେ ନିଜେ ବି ଜାଣିପାରୁନାହାନ୍ତି। ଅସାଧ୍ୟକୁ ସାଧ୍ୟ କରିବା ବୟସରେ ବାଡ଼ି ଧରି ବାଟ ଚାଲୁଛନ୍ତି ଏମାନେ ସମସ୍ତେ...ଅଭାବୀ ପରିବାର ପିଲା ବୋଲି ସବୁ ଦୁଃଖ ସହିଯାଉଛନ୍ତି। ଚିକିତ୍ସା ତ ଦୂରର କଥା ମେଡ଼ିକାଲ ପର୍ଯ୍ୟନ୍ତ ପହଞ୍ଚିବା ଏମାନଙ୍କ ପାଖରେ ମୁସ୍କିଲ

Bargarh forester
ପିସି ଦେଲେନି ବୋଲି ସସ୍‌ପେଣ୍ଡ ହେଲେ...DFOଙ୍କ ଅଫିସ୍‌ ସାମ୍ନାରେ ଆମ୍ବ ବିକିଲେ...

ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍‌ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍‌ରେ କଲ୍‌ କରୁଥିଲେ..

Making News
ହେ..ଛାଡ଼ ମୋ ଲୁଙ୍ଘିକୁ। ସିଏ ଖସୁ, ହେଲେ ମୁଁ ବସିବି

ଆଲୋ ମୋ ସ୍ୱାମୀ ଆସିଥିଲେ, କୁଆଡ଼େ ଗଲେ କିଲୋ? ହେ...ମତେ ଜମାରୁ ନିଶା ହେଇନି। ଏଇଟା ବିଦେଶୀ ଭଳିଆ ତ ଜମାରୁ ଲାଗୁନି। ପୂରା ଦେଶୀ ବୋଧହୁଏ...ଲୁଙ୍ଘି ଖୋଲିଗଲାଣି, ତଥାପି ଚେୟାର ଉପରେ ବସିବାକୁ ଦୌଡ଼ୁଛନ୍ତି

Crocodile Attack
ପୁଅ ଜନ୍ମ ହେବା ଦିନ ବାପାକୁ ଖାଇଦେଲା କୁମ୍ଭୀର...କାନ୍ଦ ବୋବାଳିରେ ଫାଟୁଛି ପରିବାର

ପୁଅ ଜନ୍ମ ହେବ ବୋଲି କେତେ କଣ ଆୟୋଜନ କରିଥିଲା ବାପା। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲା ସ୍ତ୍ରୀ...ଶୌଚ ହେବାକୁ ଯାଇଥିବା ବେଳେ ବାପାକୁ ଖାଇଦେଲା କୁମ୍ଭୀର। ପୁଅ ଜନ୍ମ ହେବା ଖୁସିରେ ନାଁ ସ୍ୱାମୀକୁ ହରାଇବା ଦୁଃଖରେ କାନ୍ଦିବ ସ୍ତ୍ରୀ....କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର

Chicken Price Skyrockets In Odisha
ବଢ଼ି ବଢ଼ି ଚାଲିଛି ଚିକେନ ଦାମ୍‌, ଏବେ ୨୮୦

ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ସାଧାରଣ ଜନତା। ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୨୮୦ ଟଙ୍କାରେ ପହଞ୍ଚିଲାଣି।

kolab dam
ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର, ପାନୀୟ ଜଳ ସମସ୍ୟା ଆଶଙ୍କା

ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର । ଏହାର ଜଳଧାରଣ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଉଛି । ଏମିତି ହେଲେ ସାଙ୍ଘାତିକ ବିଦ୍ୟୁତ ସଂକଟ ସହ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଦେଖାଯିବା ଆଶଙ୍କା ରହିଛି । ସ୍ଥିତିକୁ ନେଇ ଜଳଭଣ୍ଡାର ଯେତିକି ଉପକାର କରିଛି ତାର ବହୁଗୁଣା ସମସ୍ୟାର କାରଣ ପାଲଟିବ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ ।

Doctor kills self in Bhubaneswar
ଭୁବନେଶ୍ୱରରେ ଡାକ୍ତରଙ୍କ ଆତ୍ମହତ୍ୟା, ୧୫ ଦିନ ଆଗରୁ କରିଥିଲେ ବିବାହ...

ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଗତକାଲି ନିଜ ଚାମ୍ବରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

clean drinking water
ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ, ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି

ବିଶୁଦ୍ଧ ପାନୀୟ ଜଳର ଘୋର ସଂକଟ ଦେଖାଦେଇଛି ନୂଆପଡ଼ା ଜିଲ୍ଲା ଝିକିଡୋଙ୍ଗରି ଗାଁରେ । ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି । ଅତ୍ୟଧିକ ମାତ୍ରାରେ ଲୌହ ମିଶ୍ରିତ ପାଣି ବାହାରୁଥିବାରୁ ଏହାକୁ ପିଇ ଲୋକେ ରୋଗରେ ପଡୁଛନ୍ତି । ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୧୫ରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।

Bolangir man
ହତ୍ୟା ମାମଲାରେ ବେଲ୍‌ ମିଳିଲା...ବୁଢା ହୋଇଯିବାରୁ ଘରକୁ ନେଲେନି ପରିବାର ଲୋକ

ଦୀର୍ଘଦିନ ପରେ ହତ୍ୟା ମାମଲାରେ ଜାମିନ୍‌ ମିଳିଲା ସତ। କିନ୍ତୁ ବୟସ ହୋଇଯିବାକୁ ବୃଦ୍ଧ ଦମ୍ପତ୍ତିଙ୍କୁ ଘରକୁ ନେବାକୁ ମନା କରିଦେଲେ ପରିବାର ଲୋକ। ୩ ମାସ ପରେ ପୁଣି ବେଲ୍‌ କରାଇ ଜେଲରୁ ଜରାଶ୍ରମକୁ ନେଲେ ଜଣେ ଆଇନଜୀବୀ। ପରିବାର ଲୋକଙ୍କ ମାନସିକତା ନାପସନ୍ଦ କଲେ ଅଂଚଳବାସୀ

Tomato Price Hike
ଟମାଟୋ ଦରରେ ନିଆଁ; କେଉଁଠି ୧୦୦ ତ କେଉଁଠି ୧୨୦

ପରିବା ମାର୍କେଟକୁ ଗଲେ ଟମାଟୋରୁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ । ଟମାଟୋ କିଲୋ ୧୦୦ ଟଙ୍କା ପାର୍ କରିଛି ।

Woman, two children charred to death in sleep after fire engulfs their house
କେମିତି ଲାଗିଲା ନିଆଁ ? ରାତି ଅଧରେ ଜଳିଗଲା ଘର, ମା’ ସହ ୨ ଶିଶୁ ଜୀବନ୍ତ ଦଗ୍ଧ

ନିଆଁ ଲାଗି ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

People with obesity with alcohol are at greater risk of cancer
ଅଧିକ ଓଜନ ଥିବା ବ୍ୟକ୍ତି ମଦ୍ୟପାନ କରୁଥିଲେ କର୍କଟ ଭଳି ବିପଦ ରହିଛି

ମେଦବହୁଳ ବ୍ୟକ୍ତିଙ୍କ ପାଇଁ ମଦ୍ୟପାନ ବିପଦ ହୋଇପାରେ। ସେମାନଙ୍କୁ ପ୍ରମୁଖ କର୍କଟ ଭଳି ସମସ୍ୟାରେ ପୀଡିତ ହେବାକୁ ପଡିପାରେ। ମଦ୍ୟପାନ କରିବା ଦ୍ୱାରା ଅନେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ରହିଛି।

Forrester was suspended for speaking against corruption
ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ନିଲମ୍ବିତ ହେଲେ ଫରେଷ୍ଟର

ନିଜ ବିଭାଗରେ ଚାଲିଥିବା ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ନିଲମ୍ବିତ ହେଲେ ଫରେଷ୍ଟର। ନିଜର ଉଚ୍ଚ ଅଧିକାରୀଙ୍କ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ହରାଇଛନ୍ତି ନିଜ ଚାକିରି। ଏହାର ପ୍ରତିବାଦ ପୂର୍ବକ ଫରେଷ୍ଟର ଜଣକ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବ ବିକ୍ରୟ କରୁଛନ୍ତି।

srimandira
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାହାରେ ହେବ ବାହ୍ୟ ରାସ୍ତା

ASI ଡିଜିଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରକୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ସ୍ଥାନାନ୍ତର ପ୍ରସ୍ତାବ ଉପରେ ରାଜି ହୋଇଛି ସିଏସି ।

  • Thursday, 12 May 2022
Not getting wood for Three Cart of Puri
ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ, ଫାଶି-ଅସନ-ଧଉରା କାଠ ସହଜରେ ମିଳୁନି

ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ସଂଶୟ ବଢୁଥିବାବେଳେ ଏଭଳି ଗଛ ଲଗାଇବାକୁ ଜଗନ୍ନାଥ ପ୍ରେମୀଙ୍କ ପାଖକୁ ନିଜେ ଗଜପତି ମହାରାଜା ଯିବେ ବୋଲି ଜଣାପଡ଼ିଛି।

Dance bar will open till late night
ଏଣିକି ବିଳମ୍ବିତ ରାତି ଯାଏଁ ରଙ୍ଗୀନ ହେବ ରାଜଧାନୀର ରାତି

ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ

Dance bar will open till late night
ବିଳମ୍ବିତ ରାତି ଯାଏଁ ଖୋଲିବ ଡ୍ୟାନ୍ସବାର୍‌; ରଙ୍ଗୀନ ହେବ ରାଜଧାନୀ

ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗର ଏହି ନିଷ୍ପତ୍ତି ସୃଷ୍ଟି କରିଛି ଦ୍ୱନ୍ଦ୍ୱ। କାରଣ ଓଡ଼ିଶା FIRE WORKS AND LOUDSPEAKER ACT -1958 ଅନୁସାରେ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟୁଜିକାଲ୍‌ ଲାଇସେନ୍ସ ଅନୁମତି ରହିଛି।

Women made trust to help poor
ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା। ଶତାଧିକ ମହିଳା ଏକାଠି ହୋଇ ଗଢିଲେ ‘ହେଲ୍ପ ଓଡ଼ିଶା ଟ୍ରଷ୍ଟ୍’।

What is tomato flu? Who does it affect?
କରୋନା ପରେ ଏବେ ଚିନ୍ତା ପାଲଟିଛି ‘ଟମାଟୋ ଫ୍ଲୁ’ ? ଜାଣନ୍ତୁ କାହିଁକି ଏହା ବ୍ୟାପୁଛି

ଟମାଟୋ ଫ୍ଲୁକୁ ନେଇ ଏବେ ଦେଶରେ ହାଇଆଲର୍ଟ। ସ୍ଥିତି ଏମିତି ହେଲାଣି ଯେ, କର୍ଣ୍ଣାଟକ ଓ ତାମିଲନାଡ଼ୁ ସରକାର ଏହି ରୋଗ ପାଇଁ ହାଇଆଲର୍ଟ ଜାରି କରିଛନ୍ତି । ତେବେ ଜାଣନ୍ତି କି କାହିଁକି ବ୍ୟାପୁଛି ଏହି ଟମାଟୋ ଫ୍ଲୁ ?