ବିବାହକୁ ଖେଳ ଘର ଭାବି ମଦ ପିଇ ମାତାଲ୍ ହୋଇ ନିଜ ବିବାହରେ ନିଜେ ନାଚି ନାଚି ବାରାତି ଯାଉଛି ବର ।
ସିଂହମୂର୍ତ୍ତିଟି ଆଜି ବି ସେମିତି ବାଲିମାଟିରେ ଲୋଟୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ।
ବାଲେଶ୍ୱର ଜିଲ୍ଲା ରେମୁଣା ଗାଁ । ଅଗ୍ନିକୁ ସାକ୍ଷୀ ରଖି ହାତକୁ ଦିହାତ ହେଲେ ବର କନ୍ୟା । ପଣ୍ଡିତଙ୍କ ମନ୍ତ୍ରପାଠ ପରେ ବେଦୀ ଉପରେ ହସ୍ତଗଣ୍ଠି ପଡ଼ିଲା । ଠିକ୍ ଏତିକି ବେଳକୁ କନ୍ୟା କାଢ଼ି ପକାଉଛନ୍ତି ଶଙ୍ଖା, ଚୁଡ଼ି ସହ ସୁନା ମୁଦି ।
ବିଜୁଳି କାଟ ସମସ୍ୟାର ସମାଧାନ ଲାଗି ଟାଇମ ମ୍ୟାନେଜମେଣ୍ଟ ସହ ବର୍ଷାଦିନ ପୂର୍ବରୁ ମେଣ୍ଟେନାନ୍ସ କାମ ସାରିବାକୁ ବିତରଣ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛି ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଏମିତିକି ବିଦ୍ୟୁତ୍ ବିଲ୍ ସମ୍ପର୍କିତ ସମସ୍ୟାକୁ ଜିଲ୍ଲାସ୍ତରରେ ବିଜୁଳି ଅଦାଲତ ମାଧ୍ୟମରେ ସମାଧାନ କରିବାକୁ କମିଟି ପରାମର୍ଶ ଦେଇଛି ।
ବିନିକାର ଗାନ୍ଧିନଗରପଡାର ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ସିନ୍ଦ୍ରିଆ ରିକ୍ସାରେ ଭତ୍ତା ନେବାକୁ ପ୍ରତିମାସରେ, ଏମିତି ପ୍ରତି ମାସରେ ଟ୍ରଲିରେ ବୁହା ହୋଇ ଯାଆନ୍ତି ସରକାରୀ ଭତ୍ତା ଆଣିବାକୁ ।
ବାପାଙ୍କ ମୃତ୍ୟୁ ପରେ ଇଚ୍ଛା ନଥାଇ ପାଠ ଛାଡ଼ିଦେଲା ବଡ଼ ଝିଅ । ସରକାର ଦେଉଥିବା ୨୦ କିଲୋ ଚାଉଳ ଏବେ ଏମାନଙ୍କ ପାଇଁ ସବୁକିଛି ।
ବାପା-ମାଆଙ୍କ ପରି ହେବାର ସେ ସୁନେଲୀ ସ୍ୱପ୍ନ ଦେଖୁଥିଲା । କିନ୍ତୁ ଆଜି ସବୁ ଚୁରମାର ହୋଇଗଲା । ମୁଁ ନିଜେ ଡାକ୍ତର ହୋଇ ମଧ୍ୟ ତା ରୋଗ ଚିହ୍ନିପାରିଲିନି ।’
ରାଉରକେଲା ରେଳଷ୍ଟେସନ ନିକଟରେ ଥିବା କ୍ରସ୍ରୋଡ୍ ମଲ୍ରେ ଏଭଳି ଘଟଣା ଘଟିଛି । ଜଣେ ଯୁବତୀ ମଲ୍କୁ ବୁଲିବାକୁ ଆସିଥିଲେ ବୋଲି କହିଛନ୍ତି ।
ଭୂତ ଖାଉଛି ପିଡିଏସ ସାମଗ୍ରୀ। ହିତାଧରକାରୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି ପରିବାରକୁ ଅନ୍ଧାରରେ ରଖି ପିଡିଏସ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ଆସିଛି। ଏବେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଯାଇଛି...
ମୁଁ କାମଦାମ ସାରି ଆଇଲି...ପାତେଳୀ ନାନି ତୁ ଆଇଛୁ କି? କହନି କହନି, ଏ ସ୍ୱାମୀ-ସ୍ତ୍ରୀ କଳି, ରାତି ପାହିଲା ବେଳକୁ ଯିବ ଟଳି। କହୁନୁ ବାହାଘର ପରେ କେମିତି ବଳ ହୁଏ ଟିକିଏ...
ରହିଛି ରହିବି ତୋ ସାଥୀରେ ମଲା ଯାଏଁ। ଆବେ ମୁଁ ଶାସକ ଦଳର ନେତା, ତତେ ପୁଣି ମୁଁ ନମସ୍କାର କରିବି? ମଦୁଆ ଗୁଡ଼ା ବଢିଲେଣି, ଏ ସିକ୍ୟୁରିଟି ୟାକୁ ଟେକିକି ଫୋପାଡ଼ି ଦେଲ
ସିଆର୍ପି ଛକରେ ଗୁଳିକାଣ୍ଡ ଘଟଣାରେ ନୂଆ ଖୁଲାସା । ସ୍ତ୍ରୀ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି କରିଥିବା ସୂଚନା ମିଳିଛି ।
ସେ ସୁସ୍ଥ ହେଲେ ଭୁଲ ଔଷଧ ଖାଇବା ପଛର କାରଣ ଜଣାପଡ଼ିବ ବୋଲି ବିଧାୟକ କହିଛନ୍ତି।
ପ୍ରଜାକୋର୍ଟରେ ଜଣକୁ ପିଟିପିଟି ହତ୍ୟା କରାଯାଇଛି । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି
ବର ବେହୋସ ହୋଇ ପଡ଼ିଯିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ଭାଇ ଚାଲିଯିବାର ଦୁଃଖକୁ ଗ୍ରହଣ କରିପାରୁନି ଭଉଣୀ। ଚିଠି ଲେଖି କହିଲା, ଏତେ ଶୀଘ୍ର ତୁମେ କାହିଁକି ଚାଲିଗଲ ? ଆମେ ଆଉ ଗୋଟିଏ ଦିନ ଏକାଠି ରହିଥାଆନ୍ତେ, ଆଉ ଟିକିଏ ଫୋନ୍ରେ କଥା ହୋଇ ଥାଆନ୍ତେ...କିନ୍ତୁ ତୁମେ ଠକିଦେଲ....ସାଇମଣ୍ଡଙ୍କ ଚାଲିଯିବା ଦୁଃଖରେ ଏମିତି ଚିଠି ଲେଖିଛନ୍ତି ତାଙ୍କ ଭଉଣୀ
ମଦକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ପଡ଼ିଥିଲା ଫାଟ। କିନ୍ତୁ ଝିଅର ଭବିଷ୍ୟତ ପାଇଁ ଏବେ ଏକାଠି ହେବାକୁ ନିଷ୍ପତ୍ତି ନେଲେ ଏଇ ଦମ୍ପତି। ସମସ୍ତଙ୍କ ସାମ୍ନାରେ ମଦ ଛାଡ଼ିବାକୁ କଥା ଦେଲେ ସ୍ୱାମୀ...ସେପଟେ ସ୍ତ୍ରୀ କହିଲେ....
ମାତ୍ର ୬ ମାସରେ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ଛୁଆ। ଖାଇବାକୁ ନାହିଁ କି ପିଇବାକୁ ନାହିଁ...ଅଭାବ ଅସୁବିଧାରେ କଟୁଛି ଦିନ। ସରକାରୀ ଭାବରେ ୨୦ କିଲୋ ମିଳୁଥିବା ଚାଉଳ ଏମାନଙ୍କର ସାହାଭରସା। ଇଚ୍ଛା ଥିଲେ ବି ପଢିପାରୁନାହାନ୍ତି ୩ ପିଲା...ରୋଷେଇ ଆସୁନଥିବାରୁ ପାଣି ପିଇ ରହୁଛନ୍ତି ଏମାନେ
୧୫ ବର୍ଷର ଝିଅ....”ସେ ଆମ ପାଇଁ ଭଗବାନଙ୍କ ଦାନ ଥିଲା। ମୁଁ ନିଜେ ଡାକ୍ତର, କିନ୍ତୁ ଝିଅର ରୋଗ ଜାଣିପାରିଲିନି”। ଝିଅକୁ ହରାଇ କାନ୍ଦି କାନ୍ଦି ଏମିତି କହୁଛି ମାଆ। ସମୃଦ୍ଧି ଚାଲିଗଲା ସିନା କିନ୍ତୁ ୨ ଜଣଙ୍କ ଜୀବନ ବଞ୍ଚାଇଦେଲା। ଗୋଟିଏ ପଟେ ଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା-ମାଆ, ଏପଟେ ୨ ଜଣଙ୍କ ଜୀବନ ବଞ୍ଚିଥିବାରୁ ଗର୍ବ ମନେ କରୁଛନ୍ତି ଏହି ଦମ୍ପତି...
ଗୋରୀ ଟିକେ ହେଇ ଯାଉ ହେଇ ଯାଉ ଡିଜେ ବାଲା ଡ୍ୟାନ୍ସ। ଆଲୋ ମୋ ବୋଉ...କି ପ୍ରସେସନ୍ କିରେ? କେଡ଼େ ସୁନ୍ଦରିଆ ସାଜସଜ୍ଜା ହୋଇଛି, ପୁଣି ଡିଜେ ବାଜୁଛି...ନାରଣରେ, ଇଏ କଣ କହିଲେ ମୁଁ ଆଜି କିଛି କରିପାରିବିନି, ଆଜି ମୋ ବାହାଘର...
ଭୁବନେଶ୍ୱର ବରମୁଣ୍ଡାର ତ୍ରିନାଥ ମନ୍ଦିର ରୋଡ଼ରେ ଥିବା ଗୋଟିଏ ଗଛରେ ଝୁଲନ୍ତା ମୃତଦେହ ଠାବ ହୋଇଛି ।
ନିଜର ଦୃଢ ଇଛାଶକ୍ତି ଆଜି ଦେଇଛି ତାଙ୍କୁ ସଫଳତା। ମୁମ୍ବାଇ ରାସ୍ତାରେ ଫୁଲ ବିକ୍ରି କରି ଉଚ୍ଚ ହେବାର ସ୍ୱପ୍ନ ଦେଖୁଥିବା ସରିତା ଆଜି ଜେଏନୟୁରୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପହଞ୍ଚିଛନ୍ତି। ଆସନ୍ତୁ ଜାଣିବା ପୂରା କାହାଣୀ।
ରେଲେୱେ ପୋଲିସ ଆସିବା ଆଗରୁ ପରିବାର ଲୋକେ ପୁଅର ଅନ୍ତିମ ସଂସ୍କାର କରି ଦେଇଥିଲେ।
ରାଜ୍ୟର ବିଭିନ୍ନ ସ୍ଥାନରେ କେଉଁଠି ବଜ୍ରପାତରେ ଲୋକଙ୍କ ପ୍ରାଣ ଯାଇଛି ତ ଆଉ କେଉଁଠି ଝଡ଼ ପବନ ମାଡ଼ରେ ବିଜୁଳି ଭିତ୍ତିଭୂମି ଉପୁଡ଼ି ଯାଇଛି ।
ପୁରୀ ବଡ଼ଦାଣ୍ଡରେ ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ । ପୁରୀ ମାର୍କେଟ ଛକ ନିକଟ ମୁକୁଳା ଡ୍ରେନ୍ରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।