ଗୋରୀ ଟିକେ ହେଇ ଯାଉ ହେଇ ଯାଉ ଡିଜେ ବାଲା ଡ୍ୟାନ୍ସ। ଆଲୋ ମୋ ବୋଉ...କି ପ୍ରସେସନ୍ କିରେ? କେଡ଼େ ସୁନ୍ଦରିଆ ସାଜସଜ୍ଜା ହୋଇଛି, ପୁଣି ଡିଜେ ବାଜୁଛି...ନାରଣରେ, ଇଏ କଣ କହିଲେ ମୁଁ ଆଜି କିଛି କରିପାରିବିନି, ଆଜି ମୋ ବାହାଘର...
Published: Otv Khabar Bureau
Last updated: 18 May 2022, 11:13 AM IST
ଲୋକପ୍ରିୟ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ପ୍ଲାଷ୍ଟିକ ସର୍ଜରୀ। ଅପରେସନ୍ ପାଇଁ ଚାଲିଗଲା ଜୀବନ। ସର୍ଜରୀ ସମୟରେ ଫୁସଫୁସ୍ରେ ଜମିଥିଲା ପାଣି...ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ଡାକ୍ତରଙ୍କ ଭୁଲ ପାଇଁ ଚାଲିଗଲା ଝିଅର ଜୀବନ