ମାତ୍ର ୬ ମାସରେ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ଛୁଆ। ଖାଇବାକୁ ନାହିଁ କି ପିଇବାକୁ ନାହିଁ...ଅଭାବ ଅସୁବିଧାରେ କଟୁଛି ଦିନ। ସରକାରୀ ଭାବରେ ୨୦ କିଲୋ ମିଳୁଥିବା ଚାଉଳ ଏମାନଙ୍କର ସାହାଭରସା। ଇଚ୍ଛା ଥିଲେ ବି ପଢିପାରୁନାହାନ୍ତି ୩ ପିଲା...ରୋଷେଇ ଆସୁନଥିବାରୁ ପାଣି ପିଇ ରହୁଛନ୍ତି ଏମାନେ
Published: Otv Khabar Bureau
Last updated: 18 May 2022, 11:22 AM IST
୧୫ ବର୍ଷର ଝିଅ....”ସେ ଆମ ପାଇଁ ଭଗବାନଙ୍କ ଦାନ ଥିଲା। ମୁଁ ନିଜେ ଡାକ୍ତର, କିନ୍ତୁ ଝିଅର ରୋଗ ଜାଣିପାରିଲିନି”। ଝିଅକୁ ହରାଇ କାନ୍ଦି କାନ୍ଦି ଏମିତି କହୁଛି ମାଆ। ସମୃଦ୍ଧି ଚାଲିଗଲା ସିନା କିନ୍ତୁ ୨ ଜଣଙ୍କ ଜୀବନ ବଞ୍ଚାଇଦେଲା। ଗୋଟିଏ ପଟେ ଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା-ମାଆ, ଏପଟେ ୨ ଜଣଙ୍କ ଜୀବନ ବଞ୍ଚିଥିବାରୁ ଗର୍ବ ମନେ କରୁଛନ୍ତି ଏହି ଦମ୍ପତି...