ଭାଇ ଚାଲିଯିବାର ଦୁଃଖକୁ ଗ୍ରହଣ କରିପାରୁନି ଭଉଣୀ। ଚିଠି ଲେଖି କହିଲା, ଏତେ ଶୀଘ୍ର ତୁମେ କାହିଁକି ଚାଲିଗଲ ? ଆମେ ଆଉ ଗୋଟିଏ ଦିନ ଏକାଠି ରହିଥାଆନ୍ତେ, ଆଉ ଟିକିଏ ଫୋନ୍ରେ କଥା ହୋଇ ଥାଆନ୍ତେ...କିନ୍ତୁ ତୁମେ ଠକିଦେଲ....ସାଇମଣ୍ଡଙ୍କ ଚାଲିଯିବା ଦୁଃଖରେ ଏମିତି ଚିଠି ଲେଖିଛନ୍ତି ତାଙ୍କ ଭଉଣୀ
Published: Otv Khabar Bureau
Last updated: 18 May 2022, 11:33 AM IST
ମଦକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ପଡ଼ିଥିଲା ଫାଟ। କିନ୍ତୁ ଝିଅର ଭବିଷ୍ୟତ ପାଇଁ ଏବେ ଏକାଠି ହେବାକୁ ନିଷ୍ପତ୍ତି ନେଲେ ଏଇ ଦମ୍ପତି। ସମସ୍ତଙ୍କ ସାମ୍ନାରେ ମଦ ଛାଡ଼ିବାକୁ କଥା ଦେଲେ ସ୍ୱାମୀ...ସେପଟେ ସ୍ତ୍ରୀ କହିଲେ....