• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

death
ବାନ୍ଧବୀଙ୍କ ସହ ସମୁଦ୍ରକୂଳରେ ବସିଥିଲେ; ବଜ୍ରାଘାତରେ ଚାଲିଗଲା ଜୀବନ

ସମୁଦ୍ରକୂଳରେ ବସିଥିବା ସମୟରେ ଚାଲିଗଲା ଛାତ୍ରଙ୍କ ଜୀବନ...

Subramanian Swamy meets Puri Shankaracharya at Puri Gobardhan Pitha
ପୁରୀ ଗୋବର୍ଦ୍ଧନ ପୀଠରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ୍ ସ୍ୱାମୀ; ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଲେ ସାକ୍ଷାତ ଆଲୋଚନା

ପୁରୀରେ ବରିଷ୍ଠ ବିଜେପି ନେତା ସୁବ୍ରମଣିଅନ୍ ସ୍ୱାମୀ । ସୁବ୍ରମଣିଅନ୍ ପୁରୀ ଗୋବର୍ଦ୍ଧନ ମଠକୁ ଯାଇ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦେଖନ୍ତୁ ଏହାର କିଛି ଝଲକ...

railway passengers
୨୦୨୧-୨୨ରେ ଉଲ୍ଲେଖନୀୟ ସଫଳତା ପାଇଛି ରେଲୱେ

ଏବର୍ଷର ଲକ୍ଷ୍ୟ ରହିଛି ୧୧୫୦ ଲୋକୋ ମୋଟିଭ୍ ସହ ୮ରୁ ୯ ହଜାର କୋଚ୍ ତିଆରି ହେବ।

  • Sunday, 29 May 2022
Captain Abhilasha became the first woman combat aviator
ଅଭିଳାଷା ହେଲେ ଦେଶର ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ

କ୍ୟାପ୍‌ଟେନ ଅଭିଳାଷା ବରାକଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏକ ଯୁଦ୍ଧ ବିମାନ ଚାଳକ ଭାବରେ ଆର୍ମି ଆଭିଏସନ୍ କର୍ପସ୍‌ରେ ସାମିଲ କରାଯାଇଛି। ଏ କ୍ଷେତ୍ରରେ ଅଭିଳାଷା ଦେଶର ପ୍ରଥମ ମହିଳା ହୋଇଛନ୍ତି।

Duplicate sauce manufacturing unit busted in Cuttack
ତାଟି ଘେରା ପାଇଖାନା ପାଖରେ ବସିଛି ଗୁପଚୁପ୍ ଫ୍ୟାକ୍ଟ୍ରି

ନକଲି ସାମଗ୍ରୀର ଏ ପ୍ରାବଲ୍ୟ ଭିତରେ ଯେମିତି ଅସଲି ଜିନିଷକୁ ଭୁଲିଗଲେଣି କଟକବାସୀ।

serious questions about safety of animals in zoo
ନନ୍ଦନକାନନରେ ରୀତିମତ ଜୀବ ମଡ଼କର କାରଣ କଣ ?

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗଲା କିଛି ମାସ ଧରି ଲଗାତାର ଜାରି ରହିଛି ମୃତ୍ୟୁର ବିଭୀଷିକା।

HSRP Mandatory
ଏଣିକି ପୁରୁଣା ଗାଡ଼ିରେ ବି ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ବା STA।

Sonu Sood
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ

ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଚର୍ଚ୍ଚିତ ବଲିଉଡ୍ ଅଭିନେତା ସୋନୁ ସୁଦ୍‌ ।

Balasore man
ସରକାର ଶୁଣିଲେନି, ନିଜସ୍ୱ ଖର୍ଚ୍ଚରୁ ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ...

ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜସ୍ୱ ଖର୍ଚ୍ଚରୁ ସଞ୍ଚୟ କରି ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ। ପିଲା କହିଲେ ଦୀର୍ଘଦିନର ସ୍ୱପ୍ନ ହେଲା ପୂରଣ...ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ହେବେ ରଞ୍ଜନ

Bride Turned Man
ରାତି ଅଧରେ ପୁଅ ପାଲଟିଲା ଫେସବୁକ୍‌ ପ୍ରେମିକା, ସଂସାର ଗଢ଼ିବା ସ୍ୱପ୍ନ ହୋଇଗଲା ଚୁରମାର୍‌

ଯାହାକୁ ଜୀବନସାଥୀ କରିବାର ଇଚ୍ଛା ରଖି ବିବାହର ପ୍ରତିଶ୍ରୁତି ଦେଇଥିଲେ, ଯେତେବେଳେ ଜାଣିଲେ ସିଏ ପୁଅ ବୋଲି ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି ।

Police discovers illegal arms racket during servitor Sibaram Patra murder probe
ମର୍ଡର କେସ୍‌ର ତଦନ୍ତ କରୁ କରୁ ପୋଲିସ୍‌ ହାତରେ ଲାଗିଲା ବଡ଼ ସୁରାଗ

ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁ କରୁ ପୋଲିସ୍‌ ହାତରେ ଲାଗିଲା ବଡ଼ ସୁରାଗ। ପୁରୀ ସେବାୟତ ଶିବରାମ ପାତ୍ର ହତ୍ୟାକାଣ୍ଡ ମାମଲାର ତଦନ୍ତ ବେଳେ ବେଆଇନ ବନ୍ଧୁକ କାରବାର ନେଇ ପୋଲିସ ହାତରେ ସୁରାଗ ଲାଗିଛି।  

MP Pinaki Mishra
'ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ମହାପ୍ରଭୁଙ୍କ କାମକୁ ବନ୍ଦ କରିପାରିବନି'

କାମ ମହାପ୍ରଭୁଙ୍କ ଇଚ୍ଛାରେ ହେଉଥିବାରୁ ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏଥିରେ ବାଧା ଦେଇପାରିବେନି ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

mohit
କୁନି ପୁଅର ନିରୋଳା ପ୍ରେମରେ ବନ୍ଧା ଗାଈଗୋରୁ,କୁକୁର

ମୋହିତଙ୍କୁ ଦେଖିଲେ ଧାଇଁ ଆସନ୍ତି ଗାଈଗୋରୁ , କୁକୁର ।

Meet postman Sohan, the real Covid warrior
ପୋଷ୍ଟ ମ୍ୟାନ୍‌ ହେବ ତ ଏମିତି। କରୋନା କାଳରେ ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସହାୟତା ବାଣ୍ଟିଛନ୍ତି ସୋହନ

ପୋଷ୍ଟ ମ୍ୟାନ ହେବ ତ ଏମିତି। କରୋନା କାଳରେ ଗାଁକୁ ଗାଁ ବୁଲି ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସରକାରୀ ସହାୟତା ଟଙ୍କା ବାଣ୍ଟିଛନ୍ତି ସୋହନ। ମହାମାରୀକୁ ଡର ନଥିଲା ବରଂ ଲୋକଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ଥିଲା...

Special Story
ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର, ଦୁଇଶହ ବିଦ୍ୟାର୍ଥୀଙ୍କୁ ଦୁଇ ଶିକ୍ଷକ

ଏବେ ରାଜ୍ୟର ସବୁ ସ୍କୁଲର ରୂପରେଖ ବଦଳି ଯାଇଛି। ପାଚେରୀଠାରୁ ଖେଳ ପଡିଆ ସବୁ କିଛି ଚକାଚକ୍ ଦିଶୁଥିଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ସେମିତି କିଛି ପରିବର୍ତ୍ତନ ହୋଇଥିବା ପରି ମନେ ହେଉନି।

Social media love costs
ପାଗଳ କରିଥିଲା ପ୍ରେମ: ବାହା ହେବା ବେଳକୁ ଜଣାପଡ଼ିଲା ପ୍ରେମିକା ହେଉଛନ୍ତି ପୁଅ....

ଫେସବୁକ୍‌ରେ ପ୍ରେମ ହେଲା, ବାହାଘର ପାଇଁ ନିଷ୍ପତ୍ତି ହେଲା.. ଆଉ ବାହାଘର ବେଳେ ଜଣାପଡ଼ିଲା ପ୍ରେମିକା ଝିଅ ନୁହେଁ ବରଂ ପୁଅ.. ହାତରେ ମେହେନ୍ଦୀ ଲଗାଇ ଯୁବକଙ୍କୁ ଏମିତି ପାଗଳ କରିଥିଲେ ଏହି ଯୁବକ...ଏବେ ସବୁ ଜଣାପଡ଼ିବା ପରେ ଦେଖନ୍ତୁ ହେଲା କଣ?

Bargarh farmers
ମଣ୍ଡିରେ ଅବ୍ୟବସ୍ଥା, ଖୋଲା ଆକାଶ ତଳେ ପଡିଛି ହଜାର ହଜାର ବସ୍ତା ଧାନ

ଏବେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ମନ୍ଥର ଗତିରେ ଚାଲିଛି ଧାନକିଣା। ବିକ୍ରୀ ପାଇଁ ମଣ୍ଡିକୁ ଧାନ ଆଣିଥିଲେ ହେଁ ମଣ୍ଡିରୁ ଧାନ ଉଠୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ପଡି ରହିଛି। ଶୀଘ୍ର ଧାନ ନ ଉଠିଲେ ଆନ୍ଦୋଳନ ଧମକ ଦେଇଛନ୍ତି ଚାଷୀ...

Prerana | Kadambari Mallick sets example of self-reliance
ବାଉଁଶ ବେତରେ ସୁନ୍ଦର ସୁନ୍ଦର ସାମଗ୍ରୀ କରିବାରେ ଏମାନେ ମାହିର...

ବାଉଁଶ ବେତ ବଞ୍ଚିବାର ଏମାନଙ୍କୁ ଦେଖାଇଛି ବାଟ। ପରିବେଶର ସାମଗ୍ରୀରେ ସ୍ୱାବଲମ୍ବୀ ହେବାର ନିଶା ୟାଙ୍କୁ ଘାରିଛି। ପରିବାର ଚଳାଉଛନ୍ତି, ପିଲାଙ୍କ କଥା ବୁଝୁଛନ୍ତି। ଆଉ ଏହାରି ମଧ୍ୟରେ ଭଲ ଦୁଇ ପଇସା ରୋଜଗାର ବି କରିପାରୁଛନ୍ତି...ଦେଖନ୍ତୁ କେମିତି ତିଆରି ଚାଲିଛି ଏଇ ସୁନ୍ଦର ସୁନ୍ଦର ସାମଗ୍ରୀ

Shankaracharya
ପରିକ୍ରମା ପ୍ରକଳ୍ପ ନେଇ ପୁଣି ବର୍ଷିଲେ ଶଙ୍କରାଚାର୍ଯ୍ୟ ! ‘ମୁଁ ନିର୍ଭୟରେ କୁହେ, ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେନି’

ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

Special Story
ରାଜ୍ୟର ଶ୍ରେଷ୍ଠ ପୋଷ୍ଟମ୍ୟାନ : କରୋନା କାଳରେ କରିଥିବା ନିରନ୍ତର ସେବା ପାଇଁ ମିଳିଲା ସମ୍ମାନ

କରୋନା କାଳରେ ଗାଁକୁ ଗାଁ ବୁଲି ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସରକାରୀ ସହାୟତା ଟଙ୍କା ବାଣ୍ଟିଛନ୍ତି ସୋହନ।

Khola Katha
ସ୍ୱାମୀଙ୍କ ସ୍ୱପ୍ନ କ’ଣ ଥିଲା? କେତେ ଦୂର ବିକାଶ କରିପାରିବେ ଅଳକା?

ମୋ ସ୍ୱାମୀ ଜନିପ୍ରିୟ ଥିଲେ କିନ୍ତୁ ଏତେ ଅଧିକ ସମର୍ଥନ ତାଙ୍କର ଥିଲା ମୁଁ ଭାବିନଥିଲି। ନିର୍ବାଚନୀ ସଭାରେ ଲୋକେ ମତେ ଭାବପ୍ରବଣ କରିଦେଉଛନ୍ତି। ଏବେ ପୋଷ୍ଟର ବୟ କିଏ? ନବୀନ ନା କିଶୋର...

mango
ଓଡ଼ିଶା ବଜାରରେ ଜାପାନିଜ୍ ବ୍ରିଡ୍ ମ୍ୟାଜାକି ଆମ୍ବ : କେଜି ପିଛା ଦର ଅଢେଇ ଲକ୍ଷ

ବରଗଡ଼ ଜିଲ୍ଲାରେ ଫଳିଛି ଅଢେଇ ଲକ୍ଷ ଟଙ୍କିଆ ଆମ୍ବ ।

Khola Katha
ଅନୁଭୂତି ନା ସହାନୁଭୂତି? କାହାକୁ ଭୋଟ୍‌ ଦେବେ ବ୍ରଜରାଜନଗରବାସୀ

ବିଜେଡ଼ିର ବାଜିମାତ୍‌ର ଟ୍ରେଣ୍ଡକୁ ବ୍ରେକ୍‌ ଦେଇପାରିବେ କି ରାଧାରାଣୀ ପଣ୍ଡା? ଏଥର ଅନୁଭୂତି ନା ସହାନୁଭୂତି? କାହାକୁ ଭୋଟ୍‌ ଦେବେ ବ୍ରଜରାଜନଗରବାସୀ? ୩୦ ବର୍ଷ ହେଲାଣି ଲୋକଙ୍କ ସହ ଥିବାରୁ ଏଥର ବିଜୟୀ ହେବେ ବୋଲି କହୁଛନ୍ତି ରାଧାରାଣୀ...

Khola Katha
ବ୍ରଜରାଜନଗରରେ କାହିଁକି ଯୁବକଙ୍କ ବଦଳରେ ପୁରୁଖାଙ୍କୁ ଦିଆଗଲା ଗୁରୁତ୍ୱ?

କଂଗ୍ରେସ କେବେ ଥକି ପଡ଼ିନି କି ଥକିବନି। ଶାସକ ଦଳ ବିରୋଧରେ ଏଠାରେ ପ୍ରବଳ ଅସନ୍ତୋଷ। ୨୨ ବର୍ଷରେ କିଛି ହୋଇନି। ବ୍ରଜରାଜନଗରରେ କାହିଁକି ଯୁବକଙ୍କୁ ଦିଆଗଲାନି ଗୁରୁତ୍ୱ?

Apana Eka Nuhanti
ଗୋଟିଏ ମାସରେ ଚାଲିଗଲେ ବାପା-ମାଆ...ଭାତ ମୁଠାଏ ଖୁଆଇ ତିନି ପିଲାଙ୍କୁ ବଂଚାଇ ରଖିଛି ଆଈ...

ଗୋଟିଏ ମାସରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ପିଲା। ଖାଇବାକୁ ନାହିଁ କି ପିଇବାକୁ ନାହିଁ। ସ୍କୁଲରେ ଯାଇ ପାଠ ପଢିବାର ଇଚ୍ଛା ଥିଲେ ବି ଅର୍ଥର ଘୋର ଅଭାବ। ତରକାରୀ ତ ମିଳୁନି ବରଂ ଶୁଖିଲା ଭାତ ଖୁଆଇ ପିଲାଙ୍କୁ ଏମିତି ବଂଚାଇ ରଖିଛି ବୁଢୀ ଆଈ...ସାହାଯ୍ୟ ମିଳିବେ ସୁଧୁରିଯାଆନ୍ତା ଏମାନଙ୍କ ଜୀବନ