• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special story
ଉପରୁ ଧସୁଥିଲା ବରଫ ଖଣ୍ଡ : ମୃତ୍ୟକୁ ଭୟ ନକରି ୪ଜଣଙ୍କୁ ମୃତ୍ୟୁମୁଖରୁ ଟାଣିଆଣିଲେ ଓଡିଆ ଝିଅ ଆକାଂକ୍ଷା ଓ ଆୟୁସୀ

ଓଡ଼ିଶାରୁ ହିମାଚଳ ବୁଲିବାକୁ ଯାଇଥିଲେ, ଆଉ ସେଠାରେ ଚାରି ଜଣଙ୍କ ଜୀବନ ରକ୍ଷାକଲେ ଦୁଇ ସମ୍ପର୍କୀୟ ଭଉଣୀ ।

Taste Of Odisha
ବର୍ଷା ପାଗରେ କେମିତି କରିବେ ଛତୁ ପୁର ଗୋଟା ବାଇଗଣ?

ଭାରି ସୁଆଦିଆ ଛତୁ ପୁର ଗୋଟା ବାଇଗଣ? କଟା ଆଳୁ, କଟା ପିଆଜ, କଂଚା ଲଙ୍କା...ଅଦା ରସୁଣ ଆଉ ଟିକିଏ ହଳଦୀ ଗୁଣ୍ଡ ଦେଇ ଏମିତି ତିଆରି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍‌। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି...

Special story
ଗାଁ ଦାଣ୍ଡରେ କାନଧରି ଆଣ୍ଠେଇ ଆଣ୍ଠେଇ ଚାଲିଲେ ମହିଳା, କାରଣ...

ନିଷ୍ଠା ନା ଅନ୍ଧବିଶ୍ୱାସ , ସ୍ୱାମୀଙ୍କୁ ବାବାଜୀଙ୍କ ଅଭିଶାପରୁ ରକ୍ଷା କରିବାକୁ ମନ୍ଦିରରୁ ଆଣ୍ଠେଇ ଆଣ୍ଠେଇ ଆସିଲେ ମହିଳା 

Doctor Doctor
ଡାଇବେଟିସ୍‌ ହେଲେ ଶରୀରରେ ପ୍ରଥମେ କେଉଁ ଲକ୍ଷଣ ଦେଖାଯାଏ?

ଡାଇବେଟିସ୍‌ ହେଲେ ଜାଣିବେ କେମିତି? ଶରୀର ଓ ମନ ଉପରେ ଇଏ କି କି ପ୍ରଭାବ ପକାଏ? କଣ କଲେ ରୋଗ ଭଲ ହୁଏ? ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର....

Asha ra Aloka
୭ ବର୍ଷ ପ୍ରେମ ପରେ କାହିଁକି ସ୍ୱାମୀ-ସ୍ତ୍ରୀଙ୍କ ମଝିରେ ପଡ଼ିଲା ଫାଟ?

ରେଲ ଷ୍ଟେସନରୁ କାହିଁକି ଅଲଗା ହେଲେ ସ୍ୱାମୀ-ସ୍ତ୍ରୀ? ୬ ବର୍ଷ ହେଲାଣି କାହିଁକି ଅଲଗା ଅଲଗା ରହୁଛନ୍ତି ସ୍ୱାମୀ-ସ୍ତ୍ରୀ? ବାହାଘର ପରେ ପ୍ୟାକ୍‌ ଉପରେ ପ୍ୟାକ ନେବାରୁ କୁମୁଦୁନୀ, ସତ୍ୟାନନ୍ଦଙ୍କ ମଧ୍ୟରେ ହେଲା କି ବିବାଦ? ଦେଖନ୍ତୁ କଣ ଥିଲା ପୂରା ଘଟଣା...

CM Naveen Patnaik
ନବୀନଙ୍କ ଇଟାଲୀ ଗସ୍ତ; ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରୀକରଣ ନେଇ ଦେବେ ବାର୍ତ୍ତା

ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ, WFP ପକ୍ଷରୁ ରୋମ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

Sudden death
ଯିଏ ଦିନେ ଲୋକଙ୍କ ବିପଦରେ ସାହା ହେଉଥିଲେ, ଜୀବନ ବଂଚାଉଥିଲେ ଆଜି ତାଙ୍କ ଜୀବନ ନେଇଗଲା ଗଛ...

ଯିଏ ଦିନେ ଶହଶହ ଲୋକଙ୍କୁ ଉଦ୍ଧାର କରୁଥିଲେ...ବନ୍ୟା ହେଉ କି ବାତ୍ୟା କି ଘରପୋଡ଼ି...ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଉଥିଲେ ଆଉ ପ୍ରାଣ ରକ୍ଷା କରୁଥିଲେ...ଆଜି ରାସ୍ତା ଉପରେ ଗଛ ନେଇଗଲା ତାଙ୍କ ଜୀବନ। ରାସ୍ତାରେ ଯାଉ ଯାଉ ବିରାଟ ଡାଳ ପଡ଼ିଲା କିନ୍ତୁ ବଂଚିବାକୁ ସଂଘର୍ଷ କରୁଥିଲେ....ହେଲେ ଉଦ୍ଧାର ତ ହୋଇଗଲେ କିନ୍ତୁ ଜୀବନ ଫେରିପାରଲେନି ଏଇ ବାହାଦୁର ଅଗ୍ନିଶମ କର୍ମଚାରୀ....

Operation Zindagi
ବିନା ବ୍ରେକ୍‌ରେ ୧୦୫ ଘଂଟାର ଅପରେସନ୍‌....ଉଦ୍ଧାର ପାଇଲା ରାହୁଲ

ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଲୋକଙ୍କ ଅଦ୍ଭୁତପୂର୍ବ ସମର୍ଥନ....୧୦୫ ଘଂଟାର ବିନା ବ୍ରେକ୍‌ରେ ଚାଲିଥିଲା ଅପରେସନ୍‌ “ଜିନ୍ଦେଗୀ”। ଆଉ ଶେଷରେ ୮୦ ଫୁଟ୍‌ ବୋରୱେଲ ତଳୁ ଉଦ୍ଧାର ପାଇଥିଲା ରାହୁଲ

Cruelty to dogs at Odisha veterinary hospital
କୁକୁରଙ୍କୁ ନିଷ୍ଠୁର ଅତ୍ୟାଚାର: ଗୋଡ଼, ବେକକୁ ମାଡ଼ି ବସି ଚାଲିଛି ଷ୍ଟିଜ୍...ବିନା ଆନାସ୍ଥେସିଆରେ ହେଉଛି ସର୍ଜରୀ

ପ୍ରାଣୀ ଚିକିତ୍ସାଳୟର କୁକୁରର ଗୋଡ଼, ବେକକୁ ମାଡ଼ି ବସି ଚାଲିଛି ଷ୍ଟିଜ୍। କୁକୁରଟି କଷ୍ଟ ସହି ନପାରି ଚିତ୍କାର କରୁଛି, ହେଲେ ଯେମିତି କାନ ବୁଜି ଦେଇଛନ୍ତି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ। 

News Fuse
ବଳଦକୁ ସ୍ୱାଇନ ଫ୍ଲୁ ଡର...ଘୁଷୁରୀ ଗୋଡାଇଲା , ବଳଦ ଦୌଡିଲା...

ଆଲୋ ଆଲୋ ଇଏ କ’ଣ? ଏଡ଼େ ବଡ ବଡ଼ ସିଂହ, ପୁଣି ତା’ ସାଙ୍ଗରେ ଲାଗୁଛି ଏଇ ଛୋଟିଆ ଘୁଷୁରୀ। ଇଏ ବଳଦ କଣ ତାକୁ ନମାରି ଦୌଡ଼ି ପଳାଇଲା? ଇଏ ପାଠୁଆ ବଳଦ....ଭାବିଲା, ଇୟା ସାଙ୍ଗରେ ଲାଗିବି କାହିଁକି ସ୍ୱାଇନ ଫ୍ଲୁ କୁ ଡାକିବି କାହିଁକି?

Bollywood Script Writer
ବ୍ରହ୍ମପୁରର ଖେଳ ପଡିଆରେ ବେଶ୍ ଝାଳ ବୁହାଉଛନ୍ତି ବଲିଉଡର ଜଣାଶୁଣା ସ୍କ୍ରିପ୍ଟ୍ ରାଇଟର

ଦୁଇ ସପ୍ତାହ ଭିତରେ ୬ କିଲୋରୁ ଅଧିକ ଓଜନ କମିଲାଣି । ପ୍ରଥମେ ଆଦୌ ଦୌଡିପାରୁନଥିଲେ, ଏବେ ୮ କିଲୋମିଟର ରନିଂ ବେଶ୍ ଆରାମରେ କରିପାରୁଛନ୍ତି ।

Balangir Police
ପୋଲିସର ପାରିବା ପଣିଆ, ପାଗଳକୁ ଲୁଟେରା ସଜାଇ ପଠାଇଲା ଜେଲ୍ ! ପୁଅକୁ ନପାଇ ସୁଦ୍ଧି ହେଲା ପରିବାର

୬ ମାସ କାଳ ପୁଅକୁ ନପାଇ ଶୁଦ୍ଧି ସାରିଦେଲେ ପରିବାର । ଜେଲ୍ କର୍ତ୍ତୃପକ୍ଷଙ୍କ ସନ୍ଦେହରୁ ଖୋଲିଲା ଗୁମର, ମିଳିଲା ମୁକ୍ତି ।

Tribal lock horns with Bengali community in Malkangiri over govt land encroachment
ସରକାରୀ ଜମିକୁ ନେଇ ଆଦିବାସୀ-ବଙ୍ଗାଳି ସମ୍ପ୍ରଦାୟ ମୁଁହାମୁହିଁ

ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍‌ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ। 

Andhra Pradesh Milk
ଓଡ଼ିଶା ବଜାରରେ ଆନ୍ଧ୍ର ସରକାରଙ୍କ ଶସ୍ତା କ୍ଷୀର ପ୍ୟାକେଟ୍

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଅଣଓଡ଼ିଆଙ୍କ ଆଗ୍ରହ ବଢ଼ୁଛି । ଓଡ଼ିଶା ଦୁଗ୍ଧ ଚାଷୀ ପ୍ରଭାବିତ ହେବାର ଆଶଙ୍କା ।

Real vs adoptive mother
‘ଛୁଆକୁ ଫେରି ପାଇଲେ ମୁଁ ବହୁତ ଖୁସି ହେବି, ୮ ବର୍ଷ ହେଲାଣି ମୋ ଛୁଆକୁ ମୁଁ ଦେଖିନି’

କାହା ପାଖରେ ରହିବ ଝିଅ ? କିଏ କହୁଛି ପ୍ରକୃତ ସତ ? କ’ଣ ହେବ ଝିଅର ଭବିଷ୍ୟତ ? ୯ ବର୍ଷର ଝିଅକୁ ପାଇବା ପାଇଁ ପାଳିତା ମା’ ଓ ଜନ୍ମ କଲା ମା’ ମଧ୍ୟରେ ବିବାଦ ଦେଖାଦେଇଛି।

 innocent man behind bars
ମାନସିକ ରୋଗୀଙ୍କୁ ଅପରାଧୀ ସଜାଇ ଜେଲ୍‌ରେ ରଖିଥିଲା ବଲାଙ୍ଗିର ପୋଲିସ

ରାଜୁ କୌଣସି ଅପରାଧୀ ନଥିଲେ। ସେ ଜଣେ ମାନସିକ ରୋଗୀ।

Girl Lost Rs 1700 Crore Jackpot Because Less Money In Her Bank Account
ଫଟା କପାଳ: ମାତ୍ର ୨ ଟଙ୍କା ପାଇଁ ହାତରୁ ଚାଲିଗଲା ୧୭୦୦ରୁ ଅଧିକ କୋଟି ଟଙ୍କା

ମାତ୍ର ୨ ଟଙ୍କା ପାଇଁ ଜିତିଥିବା କୋଟି କୋଟି ଟଙ୍କା ଯଦି ଆପଣଙ୍କୁ ନମିଳେ, ତା’ହେଲେ ଏହାକୁ ଫଟା କପାଳ କୁହାଯିବନି ତ ଆଉ କ’ଣ ? ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଏଭଳି କିଛି ଘଟିଛି।

Tamil Nadu traffic official ‘slaps’ food delivery agent, gets transferred
ଡେଲିଭରି ବୟକୁ ବିଚ୍‌ ରାସ୍ତାରେ ଚାପୁଡ଼ା ମାରିଲେ ଟ୍ରାଫିକ୍‌ ପୋଲିସ୍‌, ଭିଡ଼ିଓ ଭାଇରାଲ ହେବା ପରେ...

ବିଚ୍‌ ରାସ୍ତାରେ ଡେଲିଭରି ବୟଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଲେ ପୋଲିସ ବାବୁ। ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ମୁଖ୍ୟାଳୟକୁ ବଦଳି ତ ହେଲା...ହେଲେ...

Cyber Crime
୩୫ ହଜାର ଦିଅ, ବ୍ୟାଙ୍କ ଚାକିରି ନିଅ...

ସାଇବର ଲୁଟେରାଙ୍କ ଜାଲରେ ଯୁବକ। ବ୍ୟାଙ୍କରେ ଚାକିରି କରିବା ପାଇଁ ୩୫ ହଜାର ଟଙ୍କା ମାଗିଲେ....ବାସ୍‌ ନିରୀହ ଆଦିବାସୀ ପିଲା ପଇସା ଦେବା ପରେ...ଦେଖନ୍ତୁ ହେଲା କ’ଣ?

Road Accident
ଟ୍ରାକ୍ଟରକୁ ପିଟିଲା ଟ୍ରକ୍: ୨ ମୃତ, ୨ ଗୁରୁତର

ଟ୍ରାକ୍ଟର-ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

Two women slip into drain while fight in Rajasthan
ରାସ୍ତାରେ ଦୁଇ ଯା’ ଏମିତି ଝଗଡ଼ା ଲାଗିଲେ ଯେ, ସିଧା ଯାଇ ଡ୍ରେନରେ ପଡ଼ିଲେ...

ଏମାନେ କାଳେ ଦୁଇ ଯା’। ରାସ୍ତାରେ ଏମିତି ଜୋରସୋରରେ ଝଗଡ଼ା ଲାଗିଲେ ଯେ, ଉଭୟ ଯାଇ ଡ୍ରେନରେ ପଡ଼ିଲେ। ପୋଲିସ ଆସି ଉଦ୍ଧାର କରିବା ପରେ....

News Fuse
ତୁ ରାଣୀ କଙ୍କାଡ଼ାର ଝୋଳ, ମାଡ଼ିଚାଲ...ମାଡାମ୍‌ ତୁମେ କ’ଣ କି?

ଆଲୋ ଆଲୋ...ସୁର କଣ ଗାଇଲେଣି ତୁ ରାଣୀ କଙ୍କଡ଼ାର ଝୋଳ। ରେଡ୍ଡୀ ତ...ମାଡ଼ିଚାଲ। ଇଏ କୋଉ ମାଡାମଙ୍କୁ ଲାଇନ୍‌ରେ ମାଇଲେ ମ? ଦେଖୁନାହାନ୍ତି କେମିତି ଗୀତ ଗାଉଛନ୍ତି ସୁର...

2 bus staff sustain critical injuries in clash over movement of vehicles
ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ; ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା

ବସଷ୍ଟାଣ୍ଡରେ ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ । ଧାରୁଆ ଅସ୍ତ୍ରରେ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ସୂଚନା।

Nandankanan Zoo
ଖୁସିକୁ ମିଳିବ ପ୍ରକୃତ ଖୁସି; ଆଲିପୁର ଚିଡିଆଖାନାରୁ ନନ୍ଦନକାନନକୁ ଆସିପାରେ ନୂଆ ଅତିଥି

ଖୁସି ଜୀବନରେ ଫେରିବ ଖୁସି । ନନ୍ଦନକାନନରେ ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସିକୁ ଖୁବଶୀଘ୍ର ମିଳିବ ଜୀବନସାଥି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ୨୦୨୨ ଶେଷ ସୁଦ୍ଧା ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସି, ଆଫ୍ରିକ୍ରୀୟ ସିଂହୀ, ଚିଙ୍କାରା ଓ ୧୬ ପ୍ରଜାତିର ପକ୍ଷୀଙ୍କୁ ଜୀବନ ସାଥି ମିଳିବ...

Co-operative Election
ଆଜି ସମବାୟ ନିର୍ବାଚନ: ୨୪୪ ସମ୍ବେଦନଶୀଳ ବୁଥ୍ ଚିହ୍ନଟ

ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ଯାଏଁ ଚାଲିବ। 

  • Sunday, 19 June 2022