ବୟସ ୯୭ ଡେଇଁଲାଣି। କିନ୍ତୁ ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ଯୋଗ କରୁଛନ୍ତି, ୩ କିମି ପର୍ଯ୍ୟନ୍ତ ଚାଲୁଛନ୍ତି। ଶିଡ଼ି ଚଢିବାଠୁ ଆରମ୍ଭ କରି ବଜାରରୁ ସଉଦା ଆଣିବା...ସବୁ କାମରେ ନିରଞ୍ଜନ ପୂରା ଫିଟ୍। ଛାତ ଉପରେ ନିଜେ ଯୋଗ କରୁଛନ୍ତି, ଅନ୍ୟକୁ ଉତ୍ସାହିତ ମଧ୍ୟ କରୁଛନ୍ତି....
Published: Pallipuspa Samal
Last updated: 20 June 2022, 03:03 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।