• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Divyang Man In Odisha

Divyang Man Cycles 3 Days to Meet Odisha CM
ଟ୍ରାଇସାଇକେଲ ଚଳାଇ ରାଇକିଆରୁ ଭୁବନେଶ୍ବର

ଏ ଅସହାୟ ଅଖି ଯେମିତି ଚାହିଁ ରହିଛି... ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଟିକିଏ ସାହାଯ୍ୟ ପାଇଁ... କତେବେଳେ ମୁଖ୍ୟମନ୍ତ୍ରୀ ଆସିବେ ଆଉ ମୋ କଥା ଶୁଣିବେ । ସେଇଥିପାଇଁ ତ ସୁଦୂର କନ୍ଧମାଳ ଜିଲ୍ଲା ରାଇକିଆରୁ ୩ ଦିନ ଧରି ଟ୍ରାଇସାଇକେଲ ଚଳାଇ ଆସିଛନ୍ତି ଦିବ୍ୟାଙ୍ଗ ପଦ୍ମଲୋଚନ ଦଳବେହେରା ।

Divyang man in Odisha
କେବଳ ଯୋଗ ପାଇଁ....୯୭ ବର୍ଷରେ ବି ପୂରା ଫିଟ୍‌

ବୟସ ୯୭ ଡେଇଁଲାଣି। କିନ୍ତୁ ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ଯୋଗ କରୁଛନ୍ତି, ୩ କିମି ପର୍ଯ୍ୟନ୍ତ ଚାଲୁଛନ୍ତି। ଶିଡ଼ି ଚଢିବାଠୁ ଆରମ୍ଭ କରି ବଜାରରୁ ସଉଦା ଆଣିବା...ସବୁ କାମରେ ନିରଞ୍ଜନ ପୂରା ଫିଟ୍‌। ଛାତ ଉପରେ ନିଜେ ଯୋଗ କରୁଛନ୍ତି, ଅନ୍ୟକୁ ଉତ୍ସାହିତ ମଧ୍ୟ କରୁଛନ୍ତି....