ପ୍ରେମ ଯେତେବେଳେ ଆରମ୍ଭ ହୁଏ, ତାହା ଲୁଚାଚୋରାରେ ହୁଏ। କିନ୍ତୁ ଧୀରେଧୀରେ ଅବସ୍ଥା ଅସମ୍ଭାଳ ହୁଏ। ଯେଉଁ ଦୁନିଆକୁ ଲୁଚୁଥାନ୍ତି, ସମୟ ଆସେ, ସେମାନେ ନିଜକୁ ଖୋଲି ଦିଅନ୍ତି। ଆଉ କୁହନ୍ତି- ଏ ଦିଲ୍ ଟା ତ ଦିୱାନା, ଜାଣିଲେ ଜାଣୁ ଏ ଜମାନା…
୨୯ ବର୍ଷ ତଳେ ଟଙ୍କା ଅଭାବରୁ କୁନି ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା। ପରେ ମାମିନାଙ୍କ କୌଣସି ଖୋଜ ଖବର ବି ନଥିଲା..କିନ୍ତୁ ୨୯ ବର୍ଷ ପରେ ନିଜର ଅସଲ ଠିକଣା ପାଇବା ପରେ ସ୍ୱାମୀଙ୍କୁ ଧରି ଜନ୍ମମାଟିକୁ ଫେରିଛନ୍ତି ମାମିନା। ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଖୁସିରେ ଗଦଗଦ ପରିବାର ଲୋକ..
ହୀନମାନସିକତା ଥିବା ଲୋକଙ୍କୁ ଉପଯୁକ୍ତ ପ୍ରତିଉତ୍ତର ଦେଲେ ମନ୍ତ୍ରୀ..
କୁଆପଥର ଭଳିଆ ଆକାଶରୁ ଖାଲି ନଡ଼ିଆ ବର୍ଷା !!
ଆଇଏଏସ୍ ହେବାର ସ୍ୱପ୍ନ ଦେଖୁଛି କେନ୍ଦ୍ରାପଡ଼ାର କୁନି ଝିଅ। ମାଟ୍ରିକ୍ରେ ଜିଲ୍ଲା ଟପ୍ପର ବି ହେଲେ । କିନ୍ତୁ କଲେଜ୍ରେ ପାଠ ପଢାଇବାକୁ ବାପାଙ୍କର ନାହିଁ ସମ୍ବଳ। କଷ୍ଟେମଷ୍ଟେ ମାଟ୍ରିକ୍ ପର୍ଯ୍ୟନ୍ତ ପଢାଇଲେ ହେଲେ ଅଧିକ ପାଠ ପାଇଁ ଟଙ୍କା ନାହିଁ। ଝିଅର ସ୍ୱପ୍ନ ପାଇଁ ମାଆ କାନ୍ଦୁଛି ତ ବାପା ବି କାନ୍ଦୁଛନ୍ତି । ସରକାରୀ ସାହାଯ୍ୟ ମିଳିଲେ ଝିଅର ସ୍ୱପ୍ନ ପୂରଣ ହେବ ବୋଲି କହୁଛି ପରିବାର ।
ବେଦୀରୁ ଉଠି ଚାଲିଗଲା କନ୍ୟା, କହିଲା କିଛି ଏମିତି...
ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲରେ ପିଲାଙ୍କୁ ନିର୍ଘାତ ପିଟି ନୋଳା ଫଟାଇ ଦେଲେ କଟକ ନୂଆଗଡ଼ା ୟୁପି ସ୍କୁଲର ଶିକ୍ଷକ....
ଅମରନାଥରେ ଶନିବାର ସନ୍ଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁ ଶତାଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ାର ୫ ଜଣ ଅଛନ୍ତି।
କ୍ରଶବୋ ଚାମ୍ପିଅନସିପରେ ସ୍ଵର୍ଣ୍ଣ ଜିତି ଓଡ଼ିଶା ମାଟି ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ...
ପାଟିରେ ପାଣି ସ୍ପ୍ରେ କରି କରୁଥିଲେ ଆଇରନ୍, ଲୋକେ କହିଲେ କିଛି ଏମିତି...
ଜନ୍ମର ୩ ମାସ ପରେ ମାଆ ମରିଯିବାରୁ ଆଶ୍ରମକୁ ଟେକି ଦେଇଥିଲେ ବାପା । ପୋଷ୍ୟ ସନ୍ତାନ ଭାବେ ମାମିନାଙ୍କୁ ନେଇଥିଲେ ବିଦେଶୀ ଦମ୍ପତ୍ତି ।
ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ବିବାହିତା ମହିଳା। ସେପଟେ ସମ୍ପୃକ୍ତ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଆସି ଗାଁ ଲୋକଙ୍କ ଦ୍ଵାରା ନିର୍ଧୂମ ମାଡ଼ ଖାଇଲେ ଯୁବକ।
ପଂଚାୟତ ନିର୍ବାଚନରେ ହାରିବା ପରେ ଲୋକଙ୍କୁ ଠକିଦେଲେ ନେତା। ଜବକାର୍ଡ କରାଇବା ନାଁରେ ଆଧାର ସହ ଏଇ ଡକ୍ୟୁମେଂଟ ନେଲେ ହେଲେ ସବୁ ଟଙ୍କାକୁ ନିଜେ ଖାଇଗଲେ, ଦେଖନ୍ତୁ କେମିତି ଏଇ ନେତା ଜଣକ ହଡପ କରିଛନ୍ତି ଲୋକଙ୍କ ଟଙ୍କା...
ମନରେ ଅନେକ ଦୁଖଃ କଷ୍ଟ ଥାଏ ତଥାପି ଛାତିରେ ପଥର ରଖି ପରୀକ୍ଷା ଦେଇଥିଲା ଝିଅ। ଏବେ ମାଟ୍ରିକ ପରୀକ୍ଷାରେ ପାସ୍ କରିଛି ଝିଅ। ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି, ହେଲେ ପାଖରେ ମାଆ ନାହିଁ।
ମୋ ବୋଉଲୋ...ପଳା ପଳାରେ ନାରଣ। ଆଲୋ ଇଏ କଣ? ମଧ୍ୟାହ୍ନ ଭୋଜନ ବେଳେ ଇଏ କଣ ଏମିତି ପିଟାପିଟି ହେଲେଣି। ଇଏ ତାକୁ ଛେଚିଲାଣି, ସିଏ ୟାକୁ ଜୋତାରେ ପିଟିଲାଣି। ଆରେ ଆରେ..ଏଇଠି କଣ ଚାଲିଛି, ତୁମେ ଏମିତି ହେଉଛ...ପିଲା ଖାଇବେ କଣ?
ରଥଯାତ୍ରା ବନ୍ଦ ପାଇଁ ସରକାର ଚାହୁଁନଥିଲେ। ଏମାନେ ଟେନସନ୍ ନେବା ପାଇଁ ଚାହୁଁନଥିଲେ....ପ୍ରଭୁ ବଡ଼ଦାଣ୍ଡକୁ ଆସିଲେ ସବୁ ଦୁଃଖ ଦୂର ହେବ। ଯାତ୍ରା ଶୃଙ୍ଖଳିତ ହେଉ, କି କଣ ଦେଲା ସେଇଟା ଅଲଗା କଥା। କିନ୍ତୁ ପ୍ରଶାସନ ପୂରା ସହଯୋଗ କରୁଛି, ତେଣୁ ଯାତ୍ରା ବଢିଆ ହେଉଛି: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଜଗନ୍ନାଥ ସ୍ୱାଇଁ ମହାପାତ୍ର
ମୋ ଶ୍ୱଶୁର ଜମିଦାର, ଏବେ ପାଲ ଘରେ ରହୁଛୁ। ଆରେ ଆରେ...ସେ ଘରେ ରହିଲେ ଗରମ ଆଉ ବାହାରେ ରହିଲେ ଥଣ୍ଡା ଭଲପାଆନ୍ତି...ତାଙ୍କୁ ଯଦି ତୁମେ , ଏବେ ସାଙ୍ଗେ ସାଙ୍ଗେ ରାଗି ଯିବେ...
ଆପଣଙ୍କ ଚାକିରି ଅଛି, ଆମର ବେପାର ଅଛି....ଆଉ ମାଡାମଙ୍କ ୟୁଟ୍ୟୁବ୍ରେ ଭାରି ଚାହିଦା ଅଛି....ଆମେ ଏମିତି କେତେ ଟଙ୍କା ରୋଜଗାର କରିଛୁ କି ଆପଣଙ୍କ ନ୍ୟୁଡ୍ ଫଟୋରୁ? ଭାଉଜ ତୁମେ ଭାରି...
ବାଃ ବାଃରେ ସରକାର। ୨୮ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହେଲା ପିଚୁ, ହେଲେ ୨୮ ଦିନରେ ଉଠିଗଲା। ସାଇକେଲ ଗାଡ଼ି କଥା ଛାଡନ୍ତୁ ଚାଲିକି ଗଲେ ବି ଜୋତାରେ ଲାଗିଯାଉଛି ଖଣ୍ଡ ଖଣ୍ଡ ପିଚୁ...ଗାଁ ଲୋକଙ୍କୁ ଠକି ଦେଲେ ଠିକାଦାର
ମାଙ୍କଡ଼ଙ୍କ ପାଇଁ ବ୍ରିଜ୍ । କେବଳ ମାଙ୍କଡ଼ ନୁହେଁ ଜଙ୍ଗଲରେ ରହୁଥିବା ଅନ୍ୟ ପଶୁଙ୍କ ପାଇଁ ତିଆରି ହୋଇଛି ସେତୁ...
ଗାଁ ଲୋକଙ୍କ ଦେଶପ୍ରେମ। ୨୦ ବର୍ଷ ଆର୍ମି ଚାକିରି ପରେ ଗାଁକୁ ଫେରିଛନ୍ତି ବୀର ଯବାନ। ସ୍ୱାଗତ ପାଇଁ ଗାଁ ଲୋକଙ୍କ ବୋବାଲିଆ ପ୍ରସ୍ତୁତି। ଗାଁରେ ଯବାନ ପହଞ୍ଚୁ ପହଞ୍ଚୁ ଡିଜେ ବଜାଇ ସ୍ୱାଗତ କଲେ, ସୁସଜ୍ଜିତ ରଥରେ ଗାଁ ପରିକ୍ରମା କଲେ। ଶେଷରେ ପିଢା ପକାଇ ହଳଦୀ ପାଣିରେ ଗୋଡ ବି ଧୋଇ ଦେଲେ....ହାତରେ ଦେଲେ ଫୁଲତୋଡା, କାନ୍ଧରେ ଦେଲେ ଉତ୍ତରୀୟ...ସ୍ୱାଗତ ସମ୍ବର୍ଦ୍ଧନା ଦେଖି ସ୍ତବ୍ଧ ହେଲେ ଯବାନ
ମିଶିକି ପରୀକ୍ଷାରେ ପାସ୍ କଲେ ମାଆ ଓ ପୁଅ...
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ୫୦ ଡେଇଁଲେ ଆଉ କରିପାରିବେନି ଚାକିରି....ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କେବେଠାରୁ ଲାଗୁ ହେବ ନିୟମ
ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକ ଆହତ ହୋଇଛନ୍ତି।
ଦୁର୍ଘଟଣାରେ ମୃତାହତ ସମସ୍ତେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି।