ପଂଚାୟତ ନିର୍ବାଚନରେ ହାରିବା ପରେ ଲୋକଙ୍କୁ ଠକିଦେଲେ ନେତା। ଜବକାର୍ଡ କରାଇବା ନାଁରେ ଆଧାର ସହ ଏଇ ଡକ୍ୟୁମେଂଟ ନେଲେ ହେଲେ ସବୁ ଟଙ୍କାକୁ ନିଜେ ଖାଇଗଲେ, ଦେଖନ୍ତୁ କେମିତି ଏଇ ନେତା ଜଣକ ହଡପ କରିଛନ୍ତି ଲୋକଙ୍କ ଟଙ୍କା...
Published: Pallipuspa Samal
Last updated: 08 July 2022, 02:05 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।