ପ୍ରେମ ଯେତେବେଳେ ଆରମ୍ଭ ହୁଏ, ତାହା ଲୁଚାଚୋରାରେ ହୁଏ। କିନ୍ତୁ ଧୀରେଧୀରେ ଅବସ୍ଥା ଅସମ୍ଭାଳ ହୁଏ। ଯେଉଁ ଦୁନିଆକୁ ଲୁଚୁଥାନ୍ତି, ସମୟ ଆସେ, ସେମାନେ ନିଜକୁ ଖୋଲି ଦିଅନ୍ତି। ଆଉ କୁହନ୍ତି- ଏ ଦିଲ୍ ଟା ତ ଦିୱାନା, ଜାଣିଲେ ଜାଣୁ ଏ ଜମାନା…
Published: Pallipuspa Samal
Last updated: 10 July 2022, 02:36 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।