• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Girl

auto-rickshaw
ଅଟୋ ଚଳାଇ ପରିବାର ପୋଷୁଛି, ନିଜେ ପାଠ ବି ପଢୁଛି

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଟୋ ଚଳାଉଛନ୍ତି । ୨୦ ବର୍ଷର ଯୁବତୀ। ଯେତିକି ରୋଜଗାର ହେଉଛି ସେତିକିରେ ଚଳୁଛି ପରିବାର..

Odisha girl turns bonded labourer to feed sister & mother after father & brother’s death
ବାପା-ଭାଇ ଯିବା ପରେ ଭଉଣୀ ଲାଗି ଦାଦନ ଖଟୁଛି ରୂପା

ସାଙ୍ଗ ହୋଇ ଚାଲିଗଲେ ବାପା-ଭାଇ । ଅସୁସ୍ଥ ହୋଇ ପଡ଼ିଲା ବିଧବା ମାଆ...ତିନି ଭଉଣୀଙ୍କୁ ପାଠ ପଢାଇବା ଲାଗି ବାହାର ରାଜ୍ୟରେ ଦାଦନ ଖଟୁଛି ବଡ଼ ଝିଅ ରୂପା । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା

Odisha Girl
୨୯ ବର୍ଷ ପରେ ବାପା ପାଖକୁ ଫେରିଲା ଝିଅ, ଲୁହରେ ଭିଜିଲା ଆଖି

୨୯ ବର୍ଷ ତଳେ ଟଙ୍କା ଅଭାବରୁ କୁନି ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା। ପରେ ମାମିନାଙ୍କ କୌଣସି ଖୋଜ ଖବର ବି ନଥିଲା..କିନ୍ତୁ ୨୯ ବର୍ଷ ପରେ ନିଜର ଅସଲ ଠିକଣା ପାଇବା ପରେ ସ୍ୱାମୀଙ୍କୁ ଧରି ଜନ୍ମମାଟିକୁ ଫେରିଛନ୍ତି ମାମିନା। ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଖୁସିରେ ଗଦଗଦ ପରିବାର ଲୋକ..

Special Story - Odisha girl donates organs to save lives
ସମୃଦ୍ଧି ଯିବାର ୧୨ ଦିନ ହେଲାଣି, ଏବେ ବି ଝୁରି ଝୁରି କାନ୍ଦୁଛି ପରିବାର

ସିଦ୍ଧି ଯିବାର ୧୨ ଦିନ ହେଲାଣି। ତାଙ୍କୁ ଝୁରିଝୁରି କାନ୍ଦୁଛନ୍ତି ବାପା-ମାଆ....ବନ୍ଧୁ ପରିବାର। ଏତେ ଛୋଟ ବୟସରୁ ଅଙ୍ଗଦାନ କରି ଅମର ହୋଇଯାଇଛନ୍ତି ପରୋପକାରୀ ସମୃଦ୍ଧି

Odisha Girl Wins Pratilipi Literature Award For Writing 60 Stories In 60 Days
୬୦ ଦିନରେ ୬୦ ଗପ ଲେଖି ଓଡ଼ିଆ ଝିଅର ରେକର୍ଡ

ଆଜିକାଲି ସମସ୍ତେ ମୋବାଇଲ୍ ବାଇଆ। ଲେଖାପଢ଼ା କଥା କହିଲେ ଆଜିକାଲିର ପିଲା କୁନ୍ଥେଇଲେ। କିନ୍ତୁ କଟକରେ ରହୁଥିବା ଜୟଶ୍ରୀ ଏଥିରୁ ଅଲଗା। ସେ ୬୦ ଦିନରେ ୬୦ଟି ଗପ ଲେଖି ପୁରସ୍କୃତ ହୋଇଛନ୍ତି। ଆସନ୍ତୁ ଭେଟିବା ଜୟଶ୍ରୀଙ୍କୁ ଏବଂ ଜାଣିବା କେମିତି ସେ ଏହା କରିପାରିଲେ।

Two Odisha Girls Driving Story Of Real Empowerment
କମିବ ତ୍ରୃଟିପୂର୍ଣ୍ଣ ଗାଡିଚାଳନା, ହେବନି ଦୁର୍ଘଟଣା

ଆଜିର ମହିଳା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ । ଏସବୁ ସର୍ତ୍ତ୍ୱେ ମଧ୍ୟ କଥା ଯେତେବେଳେ ଶାରିରୀକ ଶକ୍ତିର ଆସେ, ଆଜିବି ଆମ ସମାଜ ସେପରି କାମ ପାଇଁ ପୁରୁଷଙ୍କୁ ଖୋଜେ । କିନ୍ତୁ ଏବେ ସେ କ୍ଷେତ୍ରରେ ମଧ୍ୟ ମହିଳା ନିଜକୁ ପ୍ରତିପାଦିତ କରାଇବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । କେମିତି, ଦେଖିବା ଏହି ରିପୋର୍ଟରେ ।