ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବ୍ୟକ୍ତି ଉଦ୍ୟାନ କୃଷି ସହିତ ମାଛଚାଷ କରି ସଫଳ ହେଉଛନ୍ତି ।
ସିଡ଼ି ଅଛି ହେଲେ ଦୃଶ୍ୟମାନ ନୁହେଁ ! ଆଗରୁ କେବେ ଦେଖିନଥିବେ ଏହିପରି ଅଜବ ସିଡ଼ି..
ସିନ୍ଦେଙ୍କ ଦମ୍ଭୋକ୍ତି। କହିଲେ, ଦଳରୁ ଯଦି ଜଣେ ବିଧାୟକ ହାରିଯାଏ, ତାହାଲେ ଛାଡ଼ି ଦେବି ରାଜନୀତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ। ସେପଟେ ଦଳ କହିଲା...
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ଖବର, ଏଣିକି ଦୁଇଦିନ ପରେ ବି ଡିଲିଟ୍ କରିପାରିବେ ମେସେଜ୍...ଜାଣନ୍ତୁ ପୂରା ପ୍ରକ୍ରିୟା...
ପ୍ରଶାସନ ଗାଲରେ ଶକ୍ତ ଚାପୁଡା। ବାରମ୍ବାର ଗୁହାରି ପରେ ବି କେହି ଶୁଣିଲେନି...ଶେଷରେ ନିଜେ ନିଜେ ଟଙ୍କା ଠୁଳ କଲେ। ଗାଁକୁ ସୁନ୍ଦର ପିଚୁ ରାସ୍ତା କଲେ
ଜିତ୍ ଓ କ୍ରିଷ୍ଣାଙ୍କ ବଣ୍ଡିଂ ବହୁତ ଷ୍ଟ୍ରଙ୍ଗ୍: ସିକ୍ୟୁରିଟିଠାରୁ ବଞ୍ଚିବା ପାଇଁ ଏମିତି ଦୌଡୁଛନ୍ତି ନାୟକ...ବୟସ ଏତେ କମ୍ କିନ୍ତୁ ଟିକିଏ ବି କାନ୍ଦୁନାହାନ୍ତି କ୍ରିଷ୍ଣା। ତରଙ୍ଗର ଅପ୍ କମିଙ୍ଗ ଫିଲ୍ମ “ହାଏ କୃଷ୍ଣ”ର କେମିତି ଚାଲିଛି ସୁଟିଂ? ଦେଖନ୍ତୁ ତାହାର କିଛି ଝଲକ୍....
ବାଇକ୍ ଚଲାଉଛନ୍ତି ମିଷ୍ଟର ଇଣ୍ଡିଆ ! ପଛରେ ବସିଛନ୍ତି ଚାଳକ...
NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି।
ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୪୦ ବର୍ଷ ହେଲାଣି ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ବାସନ୍ତୀ। ସ୍ୱାମୀ ଚାଲିଯିବା ପରେ ଅତି କଷ୍ଟରେ ପିଲାଙ୍କୁ ମଣିଷ କରିଛନ୍ତି । ହେଲେ ପାଠ ପଢାଉଥିବା ଗାଁ ପିଲାଙ୍କୁ ଟଙ୍କାଟିଏ ବି ମାଗିନାହାନ୍ତି। କୁହନ୍ତି, ଏମାନଙ୍କୁ ପଢାଇଲେ ମତେ ଶାନ୍ତି ମିଳେ...
ପାହାଡ଼ରୁ ମାଟି ଅତଡ଼ା ଖସି ଗାଁରେ ପଶିଲା। ଯଦିଓ ଏଥିରେ କୌଣସି ଜୀବନହାନୀ ହୋଇନାହିଁ ହେଲେ ଘରଦ୍ୱାର ଭାଙ୍ଗି ଯାଇଛି।
ପାଠ ପଢିବାକୁ ପ୍ରବଳ ଇଚ୍ଛା। ହେଲେ ପରିବାରରେ ଟଙ୍କାର ଘୋର ଅଭାବ। ହେଲେ ହାର୍ ମାନିନାହାନ୍ତି ଲନ୍ଦେଇ। ସକାଳୁ ମୂଲ ଲାଗିବାକୁ ଯାଉଛନ୍ତି, ଦିନକୁ ୨୦୦ ଟଙ୍କା ରୋଜଗାର ବି କରୁଛନ୍ତି...ସନ୍ଧ୍ୟାରେ ଘରେ ବସି ପଢୁଛନ୍ତି ପାଠ। ସିଟିରେ ରଖିଛନ୍ତି ୮୫ ପ୍ରତିଶତ ନମ୍ବର। ପଚାରିଲେ କୁହନ୍ତି, ବଡ ପିଲା ହେଲୁଣି। ଘରେ ଟଙ୍କା ମାଗିବାକୁ ଲାଜ ଲାଗୁଛି। ଦେଖନ୍ତୁ ଲିଲିଙ୍କ ସଂଘର୍ଷ ଓ ସଫଳତାର କାହାଣୀ...
ଜଗନ୍ନାଥ ମନ୍ଦିର ପାଇଁ ବଡ଼ ବିପଦ। ଭାଙ୍ଗିଗଲାଣି ପାଚେରୀ, ଭୁଶୁଡ଼ିବା ଉପରେ ରୋଷଘର। ମନ୍ଦିରର ଅନେକ ସ୍ଥାନରେ ବି ଦେଖାଗଲାଣି ଫାଟ। ଭାରୀଯାନ ଯିବା ଫଳରେ ଥରୁଛି ମନ୍ଦିର। ସବୁ ଜାଣି ଚୁପ୍ ବସିଛି ପ୍ରଶାସନ
ଆଲୋ ଆଲୋ...ଇଏ ଟିକା ନେବାର ନୁହେଁ ଟଙ୍କା ନେବାର ଦୃଶ୍ୟ। ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି...ଏତେ ସମୟ ଲାଇନ୍ରେ କିଏ ଛାଡିହେବ...ସେଇଥି ପାଇଁ ତ ହେଲମେଟ୍, ଇଟା ଆଉ ପଥର ଥୋଇ ଦେଲେ ଚାଷୀ। ଦେଖ୍ ଦେଖ୍ ନାରଣ ଭଲରେ ଦେଖ୍
ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ
ମୁଢ଼ି, ଖଇ କିଣିଲେ ବି ଆପଣ ଗଣିବେ ଜିଏସ୍ଟି...
ହେଲେ ହାତ ଲଗାଇ ପାରୁନି ଗ୍ରାହକ
ଏବେବି ଚିକିତ୍ସିତ ହେଉଛନ୍ତି ୬୦ରୁ ଅଧିକ ଆକ୍ରାନ୍ତ, ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ
ରାଜଧାନୀରେ ଗଡିବ ବହୁ ପ୍ରତିକ୍ଷୀତ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍ ବସ୍...
କ୍ଷୀର ବାହାରିବାର କାରଣ ଜଣାପଡ଼ିନଥିବା ବେଳେ, ବାବା ଭୋଳାନାଥଙ୍କ ଏହା ଏକ ଲୀଳା ବୋଲି କହୁଛନ୍ତି ଭକ୍ତ
ଓଡ଼ିଶାରେ ମଧ୍ୟ ଅଙ୍ଗୁର ଚାଷ ହୋଇପାରିବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଅଟୋ ଡ୍ରାଇଭର। ସେ ନିଜ ଛାତ ଉପରେ ଫଳାଇଛନ୍ତି ନେନ୍ଥା ନେନ୍ଥା ଅଙ୍ଗୁର।
ତୋ ରାଲି ତୋ ପାଖରେ ରଖ୍। ତୁ ଯୁଆଡେ ଯାଉଛି ଯା...ମୁଁ ଟଙ୍କାଟିଏ ଦେବିନି....ଏଇଠି ତ ବିରୋଧୀ ଦୁର୍ବଳକୁ ଦୋହଲୁଛନ୍ତି...ତୁମେ ରାଲି କରିକି କଣ କରିବ?
ପଶୁ ପରି ବଞ୍ଚୁଛନ୍ତି ଚାଷୀ। ନବୀନ ବାବୁଙ୍କ ଗଣତି ପୂର ଭୁଲ୍....ଚାଷୀ ଉତ୍ପାଦନ କରିବ ସରକାର ବାହାବାହା କାହିଁକି ନେବେ? ଗୃହରେ ଶାସକ ଦଳର ନେତା ଆସୁନାହାନ୍ତି ଆଉ ବିଧାୟକ ଆସିଲେ ନଆସିଲେ ପଚାରେ କିଏ? ଶୁଣନ୍ତୁ କଂଗ୍ରେସ ଦଳ ସମ୍ପର୍କରେ କଣ କହିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର
ଦୁର୍ନୀତିର ସୀମା ପାର୍...ଦିନଦ୍ୱିପ୍ରହରେ ଦର୍ପଣ ଦେଖାଇ ଦର୍ପଣ ତହସିଲରୁ ଲୁଟ୍ ହେଉଛି ମାଙ୍କଡ଼ାପଥର ଓ ମୋରମ। ବାହାରକୁ କୋଟି କୋଟି ଟଙ୍କାରେ ଚୋରା ଚାଲାଣ ହେଉଛି ପଥର...ଦିନ ହେଉ କି ରାତି...ସବୁବେଳେ ଚାଲିଛି ଏମିତି ଚାଲାଣ। ସବୁ ଜାଣି ପ୍ରଶାସନ୍ ଚୁପ୍ ବସିଛି
ଗାଁ ଲୋକଙ୍କୁ ଆତ୍ମନିର୍ଭର କରିବା ପାଇଁ ବିଦେଶରେ ଚାକିରି ଛାଡ଼ିଦେଲେ । ଏବେ ଓଡ଼ିଶାକୁ ଫେରି କୁକୁଡ଼ା ଓ ଛେଳି ଚାଷ କରୁଛନ୍ତି। ୧୨ ଏକର ଜମିକୁ ଲିଜ୍ ନେଇ ଚାଷ ଆରମ୍ଭ କରିଥିଲେ ଦେବଜାନୀ...ଆଉ ଏଇଠି ଆରମ୍ଭ ହୋଇଥିବା ଡି.କେ ଫାର୍ମ...
କଳାକାରଙ୍କ ସହ ଦିନେ ମଞ୍ଚରେ ଅଭିନୟ ସମୟରେ ନାଚୁଥିଲେ ସ୍ୱାମୀ। ଆଉ ନାଚିବାର ଭିଡ଼ିଓ ମୋବାଇଲରେ ଦେଖିବା ପରେ ତାଙ୍କୁ ସନ୍ଦେହ କରିଥିଲେ ସ୍ୱାମୀ। ଦେଖନ୍ତୁ ଏହା ପରେ ହେଲା କଣ?