ପାଠ ପଢିବାକୁ ପ୍ରବଳ ଇଚ୍ଛା। ହେଲେ ପରିବାରରେ ଟଙ୍କାର ଘୋର ଅଭାବ। ହେଲେ ହାର୍ ମାନିନାହାନ୍ତି ଲନ୍ଦେଇ। ସକାଳୁ ମୂଲ ଲାଗିବାକୁ ଯାଉଛନ୍ତି, ଦିନକୁ ୨୦୦ ଟଙ୍କା ରୋଜଗାର ବି କରୁଛନ୍ତି...ସନ୍ଧ୍ୟାରେ ଘରେ ବସି ପଢୁଛନ୍ତି ପାଠ। ସିଟିରେ ରଖିଛନ୍ତି ୮୫ ପ୍ରତିଶତ ନମ୍ବର। ପଚାରିଲେ କୁହନ୍ତି, ବଡ ପିଲା ହେଲୁଣି। ଘରେ ଟଙ୍କା ମାଗିବାକୁ ଲାଜ ଲାଗୁଛି। ଦେଖନ୍ତୁ ଲିଲିଙ୍କ ସଂଘର୍ଷ ଓ ସଫଳତାର କାହାଣୀ...