ଆସ ଆସ ଲଗାଇବା ଗଛ...ବଞ୍ଚିଥିବା ବେଳେ ଦେବ ପବନ, ମଲା ପରେ ଦେବ କାଠ। ସାର୍ ଆପଣ ଯୋଉ ଚାରା ଧରିଛନ୍ତି ସେଇଟା ବଡ଼ ହେଲେ ଆମେ ସମସ୍ତେ ମିଶି ହସିବା। ଆବେ ଦୁନିଆ ଦେଖିଲେ ମୋର ଲାଭ କଣ? ମୁଁ ଖାଲି ହସିବା ଦରକାର...ଇଏ କାଳେ ଆମ ନେତା?
Published: Pallipuspa Samal
Last updated: 04 August 2022, 02:48 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।