ଘରର ଷ୍ଟାଟସ୍ ଓ ସୁରକ୍ଷା ବଢ଼େଇବା ପାଇଁ, ଦିନେ ଯେଉଁ ବିଦେଶୀ କୁକୁରଟିକୁ ଘରକୁ ଆଣିଥିଲେ, ଆଜି ତାକୁ ରାସ୍ତାକଡ଼ରେ ଛାଡ଼ି ଲୁଚି ଲୁଚି ପଳେଇଛନ୍ତି। କାରଣ ହେଲା, କୁକୁରଟି ବୁଢ଼ା ହୋଇଗଲା ଆଉ ତାକୁ ରୋଗ ମାଡ଼ି ବସିଲା। ମଣିଷ କ’ଣ ଏତେ ସ୍ୱାର୍ଥପର ପାଲଟି ଯାଇପାରେ? ଦେଖନ୍ତୁ ଏହି ଭିଡିଓ
Published: Pallipuspa Samal
Last updated: 04 August 2022, 11:20 AM IST
ମାସକ ତଳେ ନିଖୋଜ ହୋଇଯାଇଥିଲେ ଜଣେ ଯୁବକ