Advertisment

ଭଙ୍ଗା ସିମେଣ୍ଟ ପୋଲ୍‌ ହିଁ ସାହାଭରଷା...ଟିକିଏ ଏପଟ ସେପଟ ହେଲେ ଚାଲିଯିବ ଜୀବନ...

ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ଏଇ ପୋଲ୍‌ ଦେଇ ସ୍କୁଲ ଯାଉଛନ୍ତି ପିଲା...ପଂଚାୟତକୁ ଯାଉଛନ୍ତି ଲୋକ। ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ।

author-image
Pallipuspa Samal

Sans Bridge
Advertisment
Advertisment