ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ
Published: Pallipuspa Samal
Last updated: 04 August 2022, 01:20 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।