ଟ୍ରାକ୍ଟରରେ ବସି ବନ୍ୟା ଅଂଚଳ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ। ଖାଲି ଶୁଣିଲେ ତାହା ନୁହେଁ ବରଂ କାଦୁଅ ଭିତରେ ପଶି ଲୋକଙ୍କ ସହ ହାତ ମିଳାଇଲେ, ସେମାନଙ୍କ ଦୁଃଖ ବୁଝିଲେ। ହେଲେ ଆମର ତ ଖାଲି ଭିଡ଼ିଓ କନଫରେନ୍ସିଂ...
Published: Pallipuspa Samal
Last updated: 04 August 2022, 08:12 AM IST
ଏହି ଫଟୋ ଦେଖି ଆପଣଙ୍କ ପାଟିରୁ ବି ଲାଳ ଗଡୁଛି ନାଁ.. ହଁ..ଇଏ ହେଉଛି ଚକୋଲେଟ୍ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ । ମାର୍କେଟରୁ ଆପଣ ବିଭିନ୍ନ ପ୍ରକାରର ଚକୋଲେଟ୍ କିଣି ଖାଇଥିବେ । ହେଲେ କେବେ ଭାବିଛନ୍ତି ଏହା କିପରି ତିଆରି ହୁଏ, କିଭଳି ଏହା ଭିତରର ମିଠାଜ୍ ଆପଣଙ୍କ ମନକୁ ମିଠା କରିଦିଏ।