• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special story
ଏମିତି ଆମ ଗୁରୁ ସମ୍ମାନ ପରମ୍ପରା ? ୫ ବର୍ଷ ଧରି ଅଚଳ ରାଜ୍ୟ ଶିକ୍ଷକ ପୁରସ୍କାର

ଆଜି ବି ଗୁରୁଦିବସରେ ଶିକ୍ଷକଙ୍କୁ ମିଳୁନି ରାଜ୍ୟ ସମ୍ମାନ,୨୦୧୭ ମସିହାରୁ ବନ୍ଦ ରହିଛି ରାଜ୍ୟ ଶିକ୍ଷକ ପୁରସ୍କାର

Elderly teacher living in dilapidated cow shed in Salepur
ଗୁହାଳ ଘରେ ରହୁଛନ୍ତି ୮୫ ବର୍ଷୀୟା ମାଳତୀ ଗୁରୁମା, ଗଢ଼ିଛନ୍ତି ଶହଶହ ପିଲା

ତିନି ପିଢ଼ିର ଗୁରୁମା ମାଳତୀ ଦାସ। ବାପପୁଅ ଆଉ ପୁଅର ପୁଅଝିଅଙ୍କୁ ମଧ୍ୟ ସେ ପାଠ ପଢ଼ାଇଛନ୍ତି। ଗୁହାଳ ପାଲଟି ଯାଇଥିବା ତାଙ୍କର ଘରଟି ମଧ୍ୟ ଆଗରୁ ଖୁବ୍ ଗହଗହ ଥିଲା।

Nursing student death in Bhubaneswar
‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି, ଭଗବାନ ମୋତେ ନେଇଯାଅ...’

ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ୍‌ ରୁମ୍‌ରୁ ହାତଲେଖା ଚିଠି ମିଳିଛି। ଯେଉଁଥିରେ ଲେଖା ହୋଇଛି ଯେ, ‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଭଗବାନ ମୋତେ ନେଇଯାଅ Sorry, Sorry।’

Missing Girl Allegedly Gang Raped Who Abducted Found After Two Days
ନିଖୋଜର ୨ ଦିନ ପରେ ମିଳିଲା ଗଣଦୁଷ୍କର୍ମ ପୀଡ଼ିତାଙ୍କ ପତ୍ତା

ପୀଡିତାଙ୍କ ବାପାଙ୍କ ସୂଚନା ଅନୁସାରେ, ଶନିବାର ଡ୍ୟୁଟି ଯାଇଥିବା ବେଳେ ଲୋକଙ୍କ ଟାହିଟାପରା ପରେ ଝିଅ ମର୍ମାହତ ହୋଇଥିଲା। ଆଜି ସକାଳୁ ଅଜଣା ନମ୍ବରରୁ ପୀଡିତା ଫୋନ୍ କରି ନିଜ ବାପାଙ୍କୁ ଜଣାଇଥିଲେ।

Sunil Bansal
ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନିଲ ବଂଶଲ

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନିଲ ବଂଶଲ । ଓଡ଼ିଶା ପ୍ରଭାରୀ ଦାୟିତ୍ୱ ନେବା ପରେ ଏହା ପ୍ରଥମ ଗସ୍ତ ।

Ashara Aloka
କ୍ୟାନସର୍ ହେବା ପରେ ସ୍ୱାମୀ ଛାଡ଼ି ଦେଲେ ସ୍ତ୍ରୀର ହାତ

ସାତ ଜନମର ସାଥୀ ହେବେ ବୋଲି କହିଥିଲେ। ହେଲେ ଶୁଣା କଥାରେ ଝଡ଼ ଉଠିଲା ସଂସାରରେ। କ୍ୟାନସର୍ ଡିଆଁ ରୋଗ ବୋଲି ଶୁଣିବା ପରେ ସ୍ତ୍ରୀକୁ ପର କରି ଦେଲେ ଡି. ମଧୁସୂଦନ। ଆଉ ତା’ପରେ…

Man returns home
ଗାଁକୁ ଫେରିଛି ପୁଅ, ବାପା-ମାଆ ଆରପାରିରେ…

୧୪ ବର୍ଷ ବୟସରେ ଘର ଛାଡ଼ି ଚାଲିଯାଇଥିଲେ। ୩୨ ବର୍ଷ ପରେ ଫେରିଲେ। ଫେରିଲା ବେଳକୁ ବାପା, ମାଆ ଆରପାରିରେ… ଗାଁ ଲୋକେ କହୁଛନ୍ତି, ଗାଁକୁ ଫେରିଛି ରଘୁଆ ପ୍ରଧାନ…

Villagers gherao SP office demanding action against illegal liquor seller
ଅଧ ରାତିରେ SP ଅଫିସ୍‌ ଘେରାଉ କଲେ ଗାଁ ଲୋକେ

ଜଣେ ବ୍ୟକ୍ତି ପଞ୍ଚାୟତ ଅଫିସ ନିକଟରେ ବେଆଇନ୍‌ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ସେ ବିଭିନ୍ନ ଅପରାଧର ମାଷ୍ଟରମାଇଣ୍ଡ୍‌ ବୋଲି ଲୋକେ ବାରମ୍ବାର ଅଭିଯୋଗ କରି ‌ଆସୁଛନ୍ତି।

 teacher living in dilapidated cow shed
ଗୁହାଳ ଘରେ ରହୁଛନ୍ତି ୮୫ ବର୍ଷୀୟା ମାଳତୀ ଗୁରୁମା, ଗଢ଼ିଛନ୍ତି ଶହଶହ ପିଲା

ନିଜ ହାତରେ ସେ ଗଢ଼ିଛନ୍ତି ଶହ ଶହ ଛାତ୍ରଛାତ୍ରୀ। କିନ୍ତୁ ଏବେ ସେ ଆଶ୍ରୟ ନେଇଛନ୍ତି ଗୁହାଳ ଘରେ। ଭାଙ୍ଗିରୁଜି ଯାଇଥିବା ତାଙ୍କ ଚାଟ୍ଟଶାଳୀରେ ଏବେ ଗୋରୁ ବନ୍ଧା ଯାଉଛନ୍ତି। ଆଜି ଗୁରୁ ଦିବସ। ଆସନ୍ତୁ ଭେଟିବା ୮୫ ବର୍ଷୀୟା ମାଳତୀ ଗୁରୁମାଆଙ୍କୁ...

News Fuse
ଟାଣି ସାରିବା ପରେ ଜାକି ହୋଇଗଲେ ସୁବାସ ସିଂ

ହଇରେ ନାରଣ ଆମ କଟକ ମେୟର ଭାରି ଷ୍ଟ୍ରଙ୍ଗ୍। ଦେଖୁନ, କେମିତି ଭିଡି ପକାଉଛନ୍ତି। ଆଉ ଭିଡ଼ି ସାରିବା ପରେ ଟିକେ ଟିକେ ଜାକି ହଉଛନ୍ତିରେ ନାରଣ...

ୟୁନିସେଫ୍ ପକ୍ଷରୁ ଦୁଇ ଦିନିଆ ଯୁବ ମହିଳା ସାମ୍ବାଦିକ କର୍ମଶାଳା ଅନୁଷ୍ଠିତ
ୟୁନିସେଫ୍ ପକ୍ଷରୁ ଦୁଇ ଦିନିଆ ଯୁବ ମହିଳା ସାମ୍ବାଦିକ କର୍ମଶାଳା

କାର୍ଯ୍ୟ କ୍ଷେତ୍ରରେ ଥିବା ଚାଲେଞ୍ଜକୁ ଜଣେ ମହିଳା ସାମ୍ବାଦିକ କିଭଳି ସାମ୍ନା କରିବ ? ସାଉଥ ଏସିଆନ ଓମେନ୍ ଇନ୍ ମିଡ଼ିଆ ଏବଂ ୟୁନିସେଫର ମିଳିତ କର୍ମଶାଳାରେ ଏହାହିଁ ଥିଲା ଆଲୋଚନାର ପ୍ରସଙ୍ଗ।

Special story
ଚିଲିକାରେ ଡଙ୍ଗା ବୁଡ଼ି ୨ ମୃତ

ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈକୁଦ ନିକଟରେ ବୁଡ଼ିଗଲା ଡଙ୍ଗ।

Special story
ଫୁଡ୍ ପଏଜନିଂ, ନା ପ୍ରି-ପ୍ଲାନଡ୍ ମର୍ଡର୍?

ଲାବ୍ରୋଟୋରିକୁ ଗଲା ଭାତ, ଘୁଗୁନି, ଚାଟ୍ ଓ ପାଣିର ନମୁନା

 special story
କଲବଲ କରୁଛନ୍ତି ଲାଲ ପିମ୍ପୁଡ଼ି : ଭୟରେ ଘର ଛାଡ଼ିଲେଣି ଲୋକ

ନାଲି ପିମ୍ପୁଡି ପାଇଁ ଘରୁ ବାହାରି ପାରୁନାହାନ୍ତି ଲୋକ

Odisha Vigilance
ଓଡ଼ିଶାରେ ସବୁଠୁ ଅଧିକ ଭିଜିଲାନ୍ସ ମାମଲା

ଦେଶର ମୋଟ ମାମଲାର ଓଡ଼ିଶାରେ ୨୩ ପ୍ରତିଶତ

Special story
ଗ୍ରାମୀଣ ପାର୍କ ନାଁରେ ଗଫଲତି : କେବଳ ପାଚେରି କରି ମାଟି ପକାଇ ଟଙ୍କା ଚଳୁ

ପାର୍କର ଅବସ୍ଥା କେବଳ ଚାରିପଟେ ସିମେଣ୍ଟରେ ପାଚେରି ହୋଇଛି , କିଛି ଟ୍ରିପ୍ ମାଟି ଫିଲିଙ୍ଗ କରାଯାଇଛି ।

 Free Medical Treatment To The Patient
ଅବସର ପରେ ମାଗଣାରେ କରୁଛନ୍ତି ରୋଗୀଙ୍କ ସେବା

ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହାର ଏକ ଅଂଶ ହେବା ପାଇଁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସଠାରୁ ଏହି ଡାକ୍ତର ମାଗଣା ଚିକିତ୍ସା ଆରମ୍ଭ କରିଛନ୍ତି। 

Special story
ବାପା’ଙ୍କ ଠାରୁ ମାଡ଼ ଖାଇ ଘର ଛାଡ଼ି ଦେଇଥିଲେ, ଏବେ ୩୨ ବର୍ଷ ପରେ ଘରକୁ ଫେରିଛନ୍ତି, ହେଲେ . . . .

ଯେଉଁଦିନ ରଘୁଆ ଘରକୁ ଫେରିଥିଲେ, ଗାଁ ଲୋକେ ତାଙ୍କୁ କେହି ଜାଣିପାରି ନଥିଲେ ।

News Fuse
ଆଲୋ ଆଲୋ… ମାଆ ଆସିନାହାନ୍ତି ବୋଲି ସ୍କୁଲରେ ପାଠ ପଢାଉଛନ୍ତି ଝିଅ…

ମୋ ବୋଉଲୋ…ଦିଦି ଆସିନାହାନ୍ତି ବୋଲି ତାଙ୍କ ଝିଅ ଆଜି ସ୍କୁଲରେ ପାଠ ପଢାଉଛନ୍ତି। ପଚାରିଲେ କହୁଛନ୍ତି, ମମି ତୁ ବିଇଓଙ୍କୁ ଫୋନ୍ କଲୁ। ଆଲୋ ହେଇଲୋ….ଭୁଲ କରିକି ଏତେ ମୁହଁ

Sans bride
ଏ ସରକାର ପୋଲ ଖଣ୍ଡିଏ କରିପାରିଲାନି। ହଣ୍ଡାରେ ନଈ ପାର ହେଉଛନ୍ତି ଲୋକ

ବାଃ ବାଃରେ ସରକାର। ପୋଲ ଖଣ୍ଡିଏ ତିଆରି କରିପାରିଲାନି। ଉପାୟ ନପାଇ ହଣ୍ଡାରେ ପାର ହେଉଛନ୍ତି ଲୋକ। ଆଉ ହଣ୍ଡାରେ ଯିଏ ନଗଲା ସିଏ ଏମିତି ଜଣଙ୍କ କାନ୍ଧରେ ବସି ପାର ହେଉଛନ୍ତି ନଈ…ପୋଲ ନିର୍ମାଣର ଅବଧି ସରିବାର ୩ ବର୍ଷ ହୋଇଗଲା ହେଲେ ପୋଲ ନିର୍ମାଣ ହେଲାନି

Khola Katha
ବିନା ଢୋଲରେ ପଶ୍ଚିମ ଓଡ଼ିଶାରେ କିଛି ହେବା ମୁସ୍କିଲ…

ଆମର ପ୍ରତ୍ୟେକ ପର୍ବରେ ଢୋଲ ନିହାତି ଦରକାର। ଆଉ ପଖାଳ ସାଙ୍ଗରେ ଏଇଆ ଖାଇଲେ ସେ ଯେଉଁ ମଜା…ନୂଆଁଖାଇକୁ ନେଇ କଣ କହୁଛନ୍ତି ସଙ୍ଗୀତ ନିର୍ଦ୍ଦେଶ ଅଭିଜିତ୍ ମଜୁମଦାର ଓ କଣ୍ଠଶିଳ୍ପୀ ସଂଜୁ ମହାନ୍ତି…

Bodybuilder who married silicon doll now finds love in teddy bear
କଣ୍ଢେଇକୁ ବାହା ହେଇଥିଲେ, ଛାଡପତ୍ର ଦେଇ ଟେଡି ସହ କରୁଛନ୍ତି ରୋମାନ୍ସ

ଜଣେ ବଡି ବିଲ୍‌ଡର୍‌ ଏକ ପ୍ଲାଷ୍ଟିକ କଣ୍ଢେଇକୁ ବିବାହ କରିଥିଲେ। ଏହାପରେ ତାଙ୍କ ମନ କଣ୍ଢେଇ ପ୍ରତି ଭରିଗଲା। ବର୍ତ୍ତମାନ ତାଙ୍କ ହୃଦୟ ଏକ ଟେଡି ବିଅର୍ ଉପରକୁ ଆସିଛି। କଣ୍ଢେଇକୁ ଛାଡପତ୍ର ଦେଇ ସେ ଏବେ ଟେଡି ସହ କରୁଛନ୍ତି ରୋମାନ୍ସ।

Spl Story | These 2 kids lost both of their parents within 10 days, locals seek govt help | Bhadrak
ମାଆ ଚାଲିଯିବାର ୧୦ ଦିନରେ ବାପା ଚାଲିଗଲେ…ତୁଠରେ ଶୁଦ୍ଧକ୍ରିୟା ଚାଲିଥିବା ବେଳେ ଆସିଲା ଖବର..

ମାଆ ଚାଲିଯିବା ପରେ ୧୦ ତୁଠରେ ଚାଲିଛିଲା ଦଶାହ କର୍ମ। ଏତିକି ବେଳେ ତୁଠକୁ ଖବର ଆସିଲା ଚାଲିଗଲେ ବାପା। ବାସ୍…୧୦ ଦିନ ତଳେ ଯେଉଁ ଘରେ କାନ୍ଦ ବୋବାଳି ପଡିଥିଲା ଆଜି ପୁଣି ଥରେ ପଡିଲା କାନ୍ଦବୋବାଳି…ବନ୍ଧା ହେଲା କୋକେଇ…

Odia Journalism Award 2022
ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨: OTV ସାମ୍ବାଦିକ ଜିତେନ୍ଦ୍ର ବେଉରା ପୁରସ୍କୃତ

ପଲ୍ଲୀବାଣୀ ମିଶନ ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ୭ ଜଣ ସାମ୍ବାଦିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଟିଭିର ମାଲକାନଗିରି ଜିଲ୍ଲା ପ୍ରତିନିଧି ଜିତେନ୍ଦ୍ର ବେଉରା ଅଛନ୍ତି।

Gajapati district administration provides free training to Agnipath aspirants
ପରୀକ୍ଷା ପୂର୍ବରୁ ଅଗ୍ନିପଥ ଆଶାୟୀଙ୍କୁ ମିଳିବ ମାଗଣା ଟ୍ରେନିଂ

ଯେଉଁ ଆଶାୟୀ ପ୍ରାର୍ଥୀ ଅଗ୍ନିପଥ ଯୋଜନା ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ପରୀକ୍ଷା ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନ ମାଗଣା ଟ୍ରେନିଂ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।